Latest Odisha News

BREAKING NEWS

Browsing Category

ଓଡିଶା

Odisha

ସଂଗ୍ରାମ ଓ ଦେଶାତ୍ମବୋଧରେ ନେତାଜୀଙ୍କ ନାମ ସର୍ବାଗ୍ରେ ରହିଛି ଓ ରହିଥିବ: ମୁଖ୍ୟମନ୍ତ୍ରୀ

କଟକ: ଆଜି କଟକର ବାରବାଟୀ ଦୁର୍ଗର ସତ୍ୟବ୍ରତ ଷ୍ଟାଡିୟମ ଠାରେ ପରାକ୍ରମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଯେ, ନେତାଜୀ ଥିଲେ ଅଦମ୍ୟ ସାହସର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କ ଜନ୍ମର ଶହେ ବର୍ଷ ପରେ ମଧ୍ୟ ଯେତେବେଳେ ସଂଗ୍ରାମ ଓ…

ପୁରୀ ଜଗନ୍ନାଥ ମନ୍ଦିରରେ ଲାଗିବ ୱାଚ ଟାୱାର

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଉପରେ ଡ୍ରୋନର ଗତିବିଧି ବୃଦ୍ଧି ପାଉଥିବା ବେଳେ ଓଡ଼ିଶା ସରକାର ମନ୍ଦିର ବାହାରେ ଏକ ୱାଚ ଟାୱାର ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। ଯାହା ଫଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ​​କରାଯାଇପାରିବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ…

ବାରବାଟୀରେ ମ୍ୟାଚ୍‌ ଦେଖିବେ କେନ୍ଦ୍ରମନ୍ତ୍ରୀ, କିଣିଲେ ଟିକେଟ୍

ସମ୍ବଲପୁର: ଆଗାମୀ ଫେବୃଆରୀ ୯ରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ କ୍ରିକେଟପ୍ରେମୀମାନେ ବେଶ୍ ଉତ୍ସାହିତ ଅଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଏହି ମ୍ୟାଚର ପ୍ରଥମ ଟିକେଟ କିଣିଥିବାର ଦେଖିବାକୁ ମିଳିଥିବା…

କଲବଲ କରୁଛି ରାଜଧାନୀ ଟ୍ରାଫିକ୍

ଭୁବନେଶ୍ବର: ରସୁଲଗଡ଼ ହେଉ କି ଡମଣା, ନୟାନ୍ତ କରୁଛି ଭୁବନେଶ୍ବର ଟ୍ରାଫିକ୍ । ବିଶେଷ କରି ରବିବାର ଓ ଛୁଟିଦିନରେ ଟ୍ରାଫିକ୍ ଜାମ ବଢି ଯାଉଛି । ଫଳରେ ରାସ୍ତା ଉପରେ ଅଟକୁଛି ଗାଡି । ୧୦ମିନିଟର ରାସ୍ତା ପାର ହେବାକୁ ଲାଗୁଛି ଘଣ୍ଟାଏ ସମୟ । କେବଳ ସହର ଭିତର ରାସ୍ତା ନୁହେଁ ଜାତୀୟ ରାଜପଥ ଓ…

ରାଜଧାନୀରୁ ୪୨ କିଲୋ ଗଞ୍ଜେଇ ଜବତ, ୫ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ଗୁରୁବାର ଦିନ ୪୨ କିଲୋ ଗଞ୍ଜେଇ ଜବତ କରିବା ସହ ପାଞ୍ଚ ଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ସୂଚନା ଅନୁଯାୟୀ, ପୋଲିସ ଟିମ୍ ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳରେ ଅଭିଯୁକ୍ତଙ୍କଠାରୁ ୨୦,୦୦୦ ଟଙ୍କା ସହ ଦୁଇଟି ମୋବାଇଲ୍ ଫୋନ୍ ଏବଂ ୩ଟି ବାଇକ…

କଠୋର ହେଲେ ବାଚସ୍ପତି: କହିଲେ, ‘ଏଥର ବରଦାସ୍ତ କରାଯିବନି ବିଶୃଙ୍ଖଳା’

ଭୁବନେଶ୍ବର: ଆସନ୍ତା ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ୩ୟ ଅଧିବେଶନ । ଏନେଇ ଆଜି ସୂଚନା ଦେବା ସହ ବିରୋଧୀଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ । ଏନେଇ ବାଚସ୍ପତି କହିଛନ୍ତି,  ଚଳିତ ବିଧାନସଭାରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ।…

ନବ ଦାସ ହତ୍ୟାକାଣ୍ଡ ମାମଲା; ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ ସିବିଆଇ ତଦନ୍ତ କରିବାକୁ ଝିଅ ଦୀପାଳି ଦାବି କରିବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଏହି ମାମଲାରେ ତଦନ୍ତ ପ୍ରକ୍ରିୟା କଣ ହେବ, ସେ ନେଇ ସରକାର…

ରାଜଧାନୀରେ ଦୁର୍ଘଟଣା ଘଟାଇଲା ମୋ’ ବସ୍‌; ୩ ଗାଡ଼ି କ୍ଷତିଗ୍ରସ୍ତ, ୪ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସିରିଜ୍‌ ଦୁର୍ଘଟଣା । ରାଜମହଲ-ମାଷ୍ଟରକ୍ୟାଣ୍ଟିନ ଛକ ମଝିରେ ରାସ୍ତାରେ ପଛକୁ ପଛ ପିଟି ହେଲା ମୋ ବସ୍‌ । ଏହି ମୋ ବସ୍‌ ଧକ୍କାରେ ୩ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ସମ୍ପ୍ରସାରିତ ହେବ ରାଜଧାନୀ ଭୁବନେଶ୍ବର

ଭୁବନେଶ୍ବର: ସମ୍ପ୍ରସାରିତ ହେବ ଭୁବନେଶ୍ବର । ଭୁବନେଶ୍ବରକୁ ଏକ ନୂଆ ମଡେଲର ସହରର ଭାବେ ବନାଯିବ । ଏହାକୁ ନେଇ ଆଜି ସୂଚନା ଦେଇଛନ୍ତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଏନେଇ ମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା-୨୦୩୬ ପରିକଳ୍ପନା ସତ କରିବାକୁ…

ଅଯୋଗ୍ୟ ହିତାଧିକାରୀ ସରେଣ୍ଡର କଲେ ହେବନି କାର୍ଯ୍ୟନୁଷ୍ଠାନ…

ଭୁବନେଶ୍ବର: ରାସନ କାର୍ଡରେ ଇ-କେଓ୍ବାଇସି ନେଇ ବଡ ଅପଡେଟ୍ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁମାନେ ରାସନ ପାଇଁ ଅଯୋଗ୍ୟ ହୋଇ ମଧ୍ୟ, ଏହାର ଫାଇଦା ଉଠାଉଛନ୍ତି, ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ଏନେଇ ମନ୍ତ୍ରୀ କହିଛନ୍ତି,…