Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ଵତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟରେ ଏବେ ଠାରୁ ଗ୍ରୀଷ୍ମର ଅନୁଭବ ହେଲାଣି । ସକାଳ ୯ଟା ପରଠାରୁ ଖରାର ପ୍ରକୋପ ବଢିବାରେ ଲାଗିଛି । ବାହାରକୁ ବାହିରିବା ମୁସ୍କିଲ ହୋଇପଡୁଛି । ତେବେ ଖରାକୁ ଦୃଷ୍ଟିରେ ରଖି ପ୍ରାଣୀ ଉଦ୍ୟାନରେ ଥିବା ପଶୁପକ୍ଷୀମାନଙ୍କ ପାଇଁ ବ୍ୟାପକ ଭାବରେ ବନ୍ଦୋବସ୍ତ କରାଯାଇଛି ।…

୨୦୨୪-୨୫ ବର୍ଷ ପାଇଁ ସୁଷମା (ପାଣିଗ୍ରାହୀ) ରଥ ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ୨୦୨୪-୨୫ ବର୍ଷ ଇଂରାଜୀରେ ସୃଜନଶୀଳ ଲେଖା ପାଇଁ ସୁଷମା (ପାଣିଗ୍ରାହୀ) ରଥ ପୁରସ୍କାର ଘୋଷଣା କରାଯାଇଛି। ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁରର ଛାତ୍ରୀ ସୁଶ୍ରୀ ଏନ. ହରପ୍ରିୟା ରେଡ୍ଡିଙ୍କୁ ଭଲ ସୃଜନଶୀଳ ଲେଖା ପାଇଁ ପୁରସ୍କାର ଦିଆଯାଇଛି। ଏଥିସହିତ ତାଙ୍କୁ ୧୦,୦୦୦…

ଭୁବନେଶ୍ୱର ଭଳି ହେଉଛି ଝାରସୁଗୁଡ଼ା ବିମାନବନ୍ଦର, ଆଉ ଏକ ସହରକୁ ଯୋଡ଼ି ହେଲା ବିମାନ ସେବା

ଭୁବନେଶ୍ୱର:ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ସହ ଯୋଡ଼ି ହୋଇଛି ମୁମ୍ବାଇ । ମାର୍ଚ୍ଚ ୧ ତାରିଖରୁ ମୁମ୍ବାଇ ସହ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହୋଇଛି । ପ୍ରଥମେ ଦିଲ୍ଲୀ, କୋଲକାତା, ଭୁବନେଶ୍ୱର, ହାଇଦ୍ରାବାଦ ଓ ରାୟପୁରକୁ ବିମାନ ଚଳାଚଳ ହୋଇଥିଲା । କୋଭିଡ ପରେ ଏଥିରେ କିଛି…

ମାର୍ଚ୍ଚ ୩୦ରୁ ଭୁବନେଶ୍ୱରରୁ ୨ ନୂଆ ରୁଟକୁ ବିମାନ ଉଡାଣ ଆରମ୍ଭ… 

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଖୁବ୍ ଶୀଘ୍ର ଉତ୍ତର ପ୍ରଦେଶର ଗାଜିଆବାଦ ଓ ଆଣ୍ଡାମାନ ଏବଂ ନିକୋବରର ପୋର୍ଟ ବ୍ଲେୟାର ଭଳି ଦୁଇଟି ରୁଟକୁ ବିମାନ କନେକ୍ଟିଭିଟି ହେବ। ଓଡିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବୁଧବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ…

ବିଜୁ ଜୟନ୍ତୀରେ କାହିଁକି ସାମିଲ ହେଲେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମବାର୍ଷିକୀରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇନାହାନ୍ତି। ରାଜଧାନୀର ଜୟଦେବ ଭବନରେ ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ…

ସମ୍ବଲପୁର, ରାଉରକେଲା ଓ ପୁରୀରେ ଖୁବଶୀଘ୍ର ହେବ ପୌର ନିର୍ବାଚନ: ମନ୍ତ୍ରୀ

ଭୁବନେଶ୍ୱର: ପୁଣି ହେବ ପୌର ନିର୍ବାଚନ । ଏନେଇ ବଡ଼ ସୂଚନା ଦେଇଛନ୍ତି ମୋହନ ସରକାର । ସମ୍ବଲପୁର, ରାଉରକେଲା ଓ ପୁରୀରେ ପୁଣି ହେବ ପୌର ନିର୍ବାଚନ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ହାଇକୋର୍ଟଙ୍କ ଶୁଣାଣି ପରେ ହେବ ର୍ନିବାଚନ ପ୍ରକ୍ରିୟା । ଏନେଇ ସୂଚନା…

ଗ୍ରେଟର ହେବ ଭୁବନେଶ୍ବର: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର: ତିଆରି ହେବ ଗ୍ରେଟର ଭୁବନେଶ୍ବର। ଏଥିରେ ପୁରୀ, କୋଣାର୍କ, କଟକ, ଖୋର୍ଦ୍ଧା, ପାରାଦୀପ ମିଶିବ। ଭୁବନେଶ୍ବର ସହ ମିଶି ହେବ ବଡ଼ ସହର। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ବିକଶିତ ଓଡିଶା ଭିଜନ ନେଇ ତିଆରି ହେବ ଗ୍ରେଟର…

ବଦଳିବ ସରକାରୀ ସ୍କୁଲର ରଙ୍ଗ

ଭୁବନେଶ୍ୱର: ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ ନକରିବା ନିଷ୍ପତ୍ତିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଓଡ଼ିଶା ସରକାର ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ରଙ୍ଗ ବଦଳାଇବା ପାଇଁ ଘୋଷଣା କରିଛନ୍ତି। ଓଡିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ୩୦ ଜିଲ୍ଲାର…

ପୁଣି କେନ୍ଦ୍ରପଡା ଯିବେ ସାରଥି: ହାଇକୋର୍ଟ

କଟକ: କେନ୍ଦ୍ରପଡା ଯିବେ ସାରଥି ଓରଫ ସନ୍ତୋଷ ରାଉଳ । କେନ୍ଦ୍ରାପଡା ଜିଲ୍ଲାର ବାରିମୂଳକୁ ଯାଇ ଅସୁସ୍ଥ ଭାଇଙ୍କୁ ଦେଖା କରିବେ । ଏନେଇ ହାଇକୋର୍ଟଙ୍କ ପକ୍ଷରୁ ବୁଧବାର ସର୍ତ୍ତମୂଳକ ଅନୁମତି ମିଳିଛି । ୨ ମାସରେ କେବଳ ଥରେ ଯାଇ ଭାଇଙ୍କୁ ଦେଖା କରିବାକୁ ମିଳିଛି ଅନୁମତି । ହେଲେ ରାତିରେ…

ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବନାହିଁ

କଟକ: ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବଡ ଖବର ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି । ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଚାବି ହଜିବା ଘଟଣାର…