Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜୀବନ ବଞ୍ଚାଇବା ଦିଗରେ ବଡ ପଦକ୍ଷେପ; ରାଜ୍ୟରେ ସଡ଼କ ଦୁର୍ଘଟଣାରେ ମିଳିବ ତ୍ୱରିତ ଚିକିତ୍ସା

ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ଆପାତକାଳୀନ ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଆଉ ପାଦେ ଆଗକୁ ବଢିଛି । ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ସଡ଼କ ଦୁର୍ଘଟଣାରେ ତ୍ଵରିତ ଚିକିତ୍ସା ଯୋଗାଇ ଦେବା ପାଇଁ ଏକ ବୈଠକରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ସ୍ୱାସ୍ଥ୍ୟ…

ନବ ଦାସଙ୍କ ହତ୍ୟାର ହେବ ସିବିଆଇ ତଦନ୍ତ!, ଝିଅ କହିଲେ..’ଲେଖିକି ଦବୁ’

ଭୁବନେଶ୍ବର: ସିବିଆଇ ହାତକୁ ଯିବ ନବ ଦାସ ହତ୍ୟା କାଣ୍ଡ ଫାଇଲ୍ ! ବାସ୍ତବରେ ୨ ବର୍ଷ ତଳେ କ’ଣ ଘଟିଥିଲା, ସେନେଇ ଖୋଳତାଡ କରିବ  । ଏଥିପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବେ ଝିଅ ଦୀପାଳି ଦାସ । ଏନେଇ ଆଜି ଦୀପାଳି କହିଛନ୍ତି, ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ…

ଆହୁରି ୫ ଦିନ ଶୀତରେ ଥରିବ ଓଡିଶା: ଘନ କୁହୁଡି ନେଇ ୪ ଜିଲ୍ଲାକୁ ସତର୍କତା

ଭୁବନେଶ୍ଵର: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରୀ । ଏହା ଆହୁରି ୫ ଦିନ ପର୍ଯ୍ୟନ୍ତ ଜାରି ରହିବ । ଏହା ସାଙ୍ଗକୁ କଲବଲ କରିବ ଘନ କୁହୁଡି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟର…

ବଢିଲା ଅଫିସରଙ୍କ ଗାଡ଼ି ଭଡ଼ା; ଜାଣନ୍ତୁ କିଏ କେତେ ଦେବେ..

ଭୁବନେଶ୍ଵର: ବର୍ତ୍ତମାନ ଫେବୃୟାରୀ ପହିଲାରୁ ଅଫିସରମାନଙ୍କୁ ଗାଡ଼ି ଉପଯୋଗ ପାଇଁ ବର୍ଦ୍ଧିତ ଦର ଦେବାକୁ ପଡ଼ିବ । ବଢୁଥିବା ତେଲ ଦର କାରଣରୁ ଅଫିସରମାନେ ବ୍ୟବହାର କରୁଥିବା ଗାଡ଼ିର ଭଡ଼ା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିଜ ବାସଭବନରୁ ଅଫିସକୁ…

ଭିତରକନିକାରେ ବଢିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା

କେନ୍ଦ୍ରାପଡା: ଚଳିତ ବର୍ଷ ଭିତରକନିକାରେ ବଢିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା । ଗତବର୍ଷ ତୁଳନାରେ ଭିତରକନିକାରେ ୧୯୩ଟି ଅଧିକ ବିଦେଶୀ ପକ୍ଷୀଙ୍କ ଆସର ଜମିଛି । ଚଳିତ ବର୍ଷ ୧ ଲକ୍ଷ ୫୧ ହଜାର ୬୧୪ଟି ବିଦେଶୀ ପକ୍ଷୀ ଆସିଛନ୍ତି । ଏଥିସହିତ ୧୧୮ ପ୍ରଜାତି ପକ୍ଷୀ ଚିହ୍ନଟ ହୋଇଛନ୍ତି, ଯାହା…

ଭିତରକନିକାରେ ଆରମ୍ଭ ହୋଇଛି କୁମ୍ଭୀର ଗଣନା, ନିୟୋଜିତ ହୋଇଛନ୍ତି ୨୨ଟି ଟିମ୍

ପଟ୍ଟାମୁଣ୍ଡାଇ: ଭିତରକନିକାରେ ଆରମ୍ଭ ହୋଇଛି କୁମ୍ଭୀର ଗଣନା । ଆଜିଠୁ ୨୨ ଯାଏଁ ଭିତରକନିକାରେ ଚାଲିବ କୁମ୍ଭୀର ଗଣନା । କୁମ୍ଭୀର ଗଣନା ପାଇଁ ଭିତରକନିକାର ୫ଟି ରେଂଜରେ ୨୨ଟି ଟିମ୍ ନିୟୋଜିତ ହୋଇଛନ୍ତି । ପ୍ରତ୍ୟେକ ଟିମ୍‌ରେ ୭/୮ ଜଣ ବନ କର୍ମଚାରୀ ସାମିଲ ହୋଇଛନ୍ତି । ସେପଟେ ଗଣନା କାର୍ଯ୍ୟ…

ଛତିଶଗଡ ଏନ୍‌କାଉଣ୍ଟର: ବଢିଲା ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା

ମାଲକାନଗିରି: ଗତ ୧୬ ଜାନୁଆରୀରେ ବିଜାପୁର- ସୁକୁମା ଜଙ୍ଗଲରେ ଘଟିଥିବା ଏନ୍‌କାଉଣ୍ଟରରେ ୧୨ ନୁହେଁ ବରଂ ୧୮ ଜଣ ମାଓବାଦୀ ନିହତ ହୋଇଛନ୍ତି । ପ୍ରେସ୍‌ ରିଲିଜ୍‌ରେ ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣ ବସ୍ତର ଡିଭିଜିନାଲ୍ ସଚିବ । ଏନ୍‌କାଉଣ୍ଟରରେ ମାଓ ନେତା ଦାମଦରର ମଧ୍ୟ ମୃତ୍ୟୁ ହୋଇଛି ।…

ଆସନ୍ତା ୨୨ରେ ବେଟି ବଚାଓ ବେଟି ପଢ଼ାଓ ଉତ୍ସବ

ଭୁବନେଶ୍ଵର: ଆସନ୍ତା ୨୨ ତାରିଖରେ ବେଟି ବଚାଓ ବେଟି ପଢ଼ାଓ ଉତ୍ସବ । କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର ଭାବେ ପାଳିତ ହେବ ଏହି ଉତ୍ସବ । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏହାର ଆୟୋଜନ କରିବ । ଏନେଇ ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜକୁ ଉଚ୍ଚ ଶିକ୍ଷା ବିଭାଗର ଚିଠି । ବେଟି ବଚାଓ ବେଟି ପଢ଼ାଓର…

ଚିଲିକାରେ କମିଲେ ବିଦେଶୀ ପକ୍ଷୀ, ବଢିଲା ପକ୍ଷୀଙ୍କ ପ୍ରଜାତି

ଖୋର୍ଦ୍ଧା: ଗତବର୍ଷ ତୁଳନାରେ ଚିଲିକାରେ କମିଲା ବିଦେଶୀ ପକ୍ଷୀ ସଂଖ୍ୟା । ଗତବର୍ଷ ୧୮୪ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ମୋଟ ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀ ଆସିଛନ୍ତି । ଅର୍ଥାତ୍ ଗତବର୍ଷ ତୁଳନାରେ ୧୦ ହଜାର ୫୩୧ କମ୍‌ ବିଦେଶୀ ପକ୍ଷୀ ଆସିଛନ୍ତି । ତେବେ…

କୋରାପୁଟ ବନଖଣ୍ଡରେ ୯୭୯ ବିଦେଶୀ ପକ୍ଷୀ ଚିହ୍ନଟ

କୋରାପୁଟ: କୋରାପୁଟ ବନଖଣ୍ଡରେ ସରିଲା ପକ୍ଷୀ ଗଣନା । ୬ଟି ରେଞ୍ଜର ୨୫ଟି ସ୍ଥାନରେ ପକ୍ଷୀ ଗଣନା ହୋଇଥିଲେ । ୨୫ଟି ସ୍ଥାନରେ ହୋଇଥିବା ପକ୍ଷୀ ଗଣନାରେ ୪୦ ପ୍ରକାର ୫ହଜାର ୪୧୩ଟି ପକ୍ଷୀ ଚିହ୍ନଟ କରାଯାଇଛି। ଏହି ପକ୍ଷୀ ଗଣନାରେ ୬ଟି ରେଞ୍ଜ ର ରେଞ୍ଜର,ଫରେଷ୍ଟର, ଫରେଷ୍ଟ ଗାର୍ଡ, ପାରାଷ୍ଟାଫ ଓ…