Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବ ଦାସ ହତ୍ୟା…ଆସିଲା ବଡ଼ ଟୁଇଷ୍ଟ

ଭୁବନେଶ୍ବର: ନବ ଦାସଙ୍କୁ ମାରିଥିଲା କିଏ? ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବଡ ଟୁଇଷ୍ଟ । ଫରେନ୍ସିକ ସାଇନ୍ସ ଲାବୋରେଟାରୀ ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା । କେବଳ ଗୋପାଳ ଦାସର ବନ୍ଧୁକ ନୁହେଁ ଏକାଧିକ ବନ୍ଧୁକରୁ ହୋଇଥିଲା ଫାୟାରିଂ । ଫରେନ୍ସିକ ରିପୋର୍ଟ ବଢାଇଲା ସସପେନ୍ସ । ମୁଖ୍ୟ…

ଡାଲମିଆ ସିମେଣ୍ଟର କାପ୍ଟିଭ ପାୱାର ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଡାଲମିଆ ସିମେଣ୍ଟର କାପ୍ଟିଭ ପାୱାର ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ। ବନ୍ଦ ପାଇଁ ଫ୍ୟାକ୍ଟ୍ରି ଆଣ୍ଡ୍ ବଏଲର୍ ଡେପୁଟି ଡାଇରେକ୍ଟରଙ୍କ ନିର୍ଦ୍ଦେଶ। ଏନେଇ ସୂଚନା ଦେଲେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ। ଯେପର୍ଯ୍ୟନ୍ତ ସୁରକ୍ଷା ସମ୍ପର୍କିତ କାମ ନସରିଛି,  ଏହି ପାୱାର…

ରାସନ କାର୍ଡକୁ ନେଇ ରାଜନୀତି

ଭୁବନେଶ୍ୱର: ରାସନ କାର୍ଡକୁ ନେଇ ଚାଲିଛି ରାଜନୀତି। ଶାସିତ ଦଳ ଦେଇଥିବା ମନ୍ତବ୍ୟକୁ ନେଇ ବିରୋଧୀ କରୁଛନ୍ତି ଟାର୍ଗେଟ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଆୟକରଦାତା ରାସନ କାର୍ଡ ଓ ଭୂତ ରାସନ କାର୍ଡ ମନ୍ତବ୍ୟକୁ ନେଇ ଚିହିଁକି ଉଠିଛନ୍ତି ବିରୋଧୀ। ଚାଲିଛି ଲଗାତାର…

ଗଞ୍ଜାମରେ ବଳ ଗୋଟାଉଛି ବିଜେଡି: ଶଙ୍ଖ ଧରିଲେ ଶତାଧିକ ବିଜେପି ନେତା ଓ କର୍ମୀ

ଗଞ୍ଜାମ: ବିଜେପିକୁ ବଡ଼ ଝଟକା। ବିଜେଡିରେ ମିଶିଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ପ୍ରତିନିଧି। ଗଞ୍ଜାମରେ ବଢିଲା ବିଜେଡିର ବଳ। ବୁରୁପଡା ସରପଞ୍ଚ ସନ୍ତୋଷିନୀ ବେହେରାଙ୍କ ନେତୃତ୍ୱରେ ଶତାଧିକ ଲୋକ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ସେମାନେ ନବୀନ…

ନବ ଦାସ ହତ୍ୟା: ହାଇକୋର୍ଟରେ ରୁଜୁ ହେଲା ଜନସ୍ବାର୍ଥ ମାମଲା 

ଭୁବନେଶ୍ୱର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ଏବେ ପୁଣି ଥରେ ପୁରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ହତ୍ୟା ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ମାମଲାର ସିବିଆଇ ତଦନ୍ତ ଆବେଦନ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ…

କୋର୍ଟ ପରିସରରେ ବିଷ ପିଇଲେ ନାବାଳିକା

କେନ୍ଦ୍ରାପଡ଼ା: କୋର୍ଟ ପରିସରରେ ଜୀବନ ହରାଇବାକୁ ପ୍ରୟାସ କଲେ ନାବାଳିକା। କେନ୍ଦ୍ରାପଡ଼ା କୋର୍ଟ ପରିସରରେ କୋର୍ଟ ପରିସରରେ ନାବାଳିକାଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ତେବେ…

ନବ ଦାସ ହତ୍ୟା: ହତ୍ୟାକାରୀ ଗୋପାଳ ନା ଆଉ କିଏ? 

ଭୁବନେଶ୍ୱର: ପୁଣି ଚାଞ୍ଚଲ୍ୟ ସୃଷ୍ଟି କରିଛି ୨୩ର ସେ ହାଇପ୍ରୋଫାଇଲ ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ। ରାଜ୍ୟ ଫରେନ୍‌ସିକ୍ ଲାବ୍ରୋଟୋରୀ ରିପୋର୍ଟରେ ଥିବା ଚାଞ୍ଚଲ୍ୟକର ତଥ୍ୟ ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ବାସ୍ତବରେ ନବ ଦାସଙ୍କୁ ହତ୍ୟକରିଥିବ ବ୍ୟକ୍ତିଟି ଗୋପାଳ ନା ଆଉ…

ଆଜି ବି ସ୍ବର୍ଗତ ନବ ଦାସଙ୍କ ଭାଇଙ୍କ ଘରେ ଚଢ଼ାଉ

ସମ୍ବଲପୁର: ଆଜି ବି ସ୍ବର୍ଗତ ନବ ଦାସଙ୍କ ଭାଇଙ୍କ ଘରେ ଚଢ଼ାଉ । ୨ୟ ଦିନରେ ବ୍ରଜକିଶୋର ଦାସଙ୍କ ଘରେ ଚାଲିଛି ଆୟକର ବିଭାଗର ରେଡ୍ । ସମ୍ବଲପୁର ସ୍ଥିତ ଘର ଓ ଅଫିସରେ ଆୟକର ଟିମ୍‌ର ରେଡ୍ ଚାଲିଛି। ବ୍ରଜ ଦାସଙ୍କ ସମ୍ପର୍କରେ ଥିବା ୭ ଠିକାଦାରଙ୍କ ଘରେ ବି ରେଡ୍ ଜାରି ରହିଛି । ଗତକାଲି ୪୪ଟି…

କଲବଲ କରିବ ଘନ କୁହୁଡି, ଆହୁରି ୩ ଦିନ ପ୍ରବଳ ଶୀତ

ଭୁବନେଶ୍ଵର: ଆସନ୍ତା ୩ଦିନ ଯାଏଁ ରାଜ୍ୟରେ ଶୀତ ଲହରି ଜାରି ରହିବ । ସେପଟେ ସକାଳୁ ସକାଳୁ ଟ୍ଵିନ ସିଟିରେ ଦେଖିବାକୁ ମିଳିଛି ଘନ କୁହୁଡି । ଆଗକୁ ଆହୁରି ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ପାନିପାଗ ବିଭାଗ । ଘନ କୁହୁଡି ନେଇ ଆଜି ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମାଓବାଦୀଙ୍କ ଟନେଲ ଠାବ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ମାଓବାଦୀଙ୍କ ବଡ଼ ଧରଣର ଟନେଲ ଠାବ କଲେ ସୁରକ୍ଷାକର୍ମୀ । ଛତିଶଗଡ଼ ସୁକମା ଓ ବିଜାପୁର ସୀମାରେ ଏହି ବଡ଼ ଟନେଲ୍ ଠାବ କରିଛନ୍ତି ସୁରକ୍ଷାକର୍ମୀ । ୧୨ ମାଓବାଦୀ ମୃତ ପରେ ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଜୋରଦାର ସର୍ଚ୍ଚ ଅପରେସନ । ସର୍ଚ୍ଚ…