Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀମନ୍ଦିର ଅଧିକାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଜାରି

ପୁରୀ: ଶ୍ରୀମନ୍ଦିର ଅଧିକାରୀ/କର୍ମଚାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଜାରି । ୫ ସୂତ୍ରୀ କାର୍ଯ୍ୟାବଳୀ ଅନୁପାଳନ ପାଇଁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଡ୍ୟୁଟି ସମୟରେ ଗୁଟ୍‌ଖା, ପାନ, ମାଦକ ଦ୍ରବ୍ୟ ସେବନ କରିବେନି କୌଣସି ଶ୍ରୀମନ୍ଦିର…

କାଲିଠାରୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ

ମୟୂରଭଞ୍ଜ: ଶିମିଳିପାଳ ଅଭ୍ୟାରଣ୍ୟରେ କଳାବାଘ ଶିକାର ହେବାପରେ ଏବେ ତତ୍ପର ହୋଇ ଉଠିଛି ପ୍ରଶାସନ । ଶିମିଳିପାଳ ଉପରେ ନଜର ରଖିବାକୁ ବନବିଭାଗ ଓ ପୋଲିସର ମିଳିତ ସହଯୋଗରେ ଗଠିତ ହୋଇଛି ସ୍ପେଶାଲ ଟାସ୍କଫୋର୍ସ । ଏହି ଟାକ୍ସ ଫୋର୍ସରେ ଆର୍ମ ଫୋର୍ସକୁ ମଧ୍ୟ ସାମିଲ କରାଯାଇଛି । ତେବେ…

ବିଭୁପ୍ରସାଦ ତ୍ରିପାଠୀ ଓ ୧୨ ଜଣଙ୍କୁ ‘ବରିଷ୍ଠ ଆଇନଜୀବୀ’ର ସ୍ୱୀକୃତି

ଭୁବନେଶ୍ବର: ରାଜ୍ୟର ଜଣାଶୁଣା ଆଇନଜୀବୀ ତଥା ନିଖିଳ ଓଡିଶା ଆଇନଜୀବୀ ସଂଘର ରାଜ୍ୟ ସଭାପତି ବିଭୁ ପ୍ରସାଦ ତ୍ରିପାଠୀଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି “ବରିଷ୍ଠ ଆଇନଜୀବୀ”ର ମାନ୍ୟତା ପ୍ରଦାନ କରିଛନ୍ତି । ଏ ସଂପର୍କରେ କଟକର ଓଡିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ, ଶ୍ରୀଯୁକ୍ତ…

ସିମେଣ୍ଟ ପ୍ଲାଣ୍ଟରେ ଭୁଶୁଡିଲା କୋଇଲା ହପର୍, ଏକାଧିକ ଶ୍ରମିକ ମୃତ୍ୟୁ ଆଶଙ୍କା

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରର ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ ବଡ ଦୁର୍ଘଟଣା ଘଟିଛି । କୋଇଲା ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଆଜି ସନ୍ଧ୍ୟା ସମୟରେ ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିବାରୁ ୩ ରୁ ୪ ଜଣ କାର୍ଯ୍ୟରତ ଶ୍ରମିକ…

ବନ୍ଦ ହେବ କଟକରେ ଥିବା ୨ଟି ମାଇନର କମ୍ପୋଷ୍ଟ ସେଣ୍ଟର

କଟକ: କଟକରେ ବନ୍ଦ ହେବ ୨ଟି ମାଇକ୍ରୋ କମ୍ପୋଷ୍ଟ୍ ପ୍ଲାଣ୍ଟ୍ । କଟକ ସହରରେ ଥିବା ୧୩ଟି ମାଇନର କମ୍ପୋଷ୍ଟ ସେଣ୍ଟର (ଏମସିସି) ମଧ୍ୟରୁ ୨ଟି କୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେଲେଙ୍ଗା ବଜାର ଓ ସତୀଚୌରା ମାଇକ୍ରୋ କମ୍ପୋଷ୍ଟ୍ ପ୍ଲାଣ୍ଟରେ…

୨୯୦ ଦିନରେ ୨୦୦ ନିୟୁତ ଟନ୍ ପଣ୍ୟ ବୋଝେଇ କରି ପୂର୍ବତଟ ରେଳପଥ ରେକର୍ଡ ସୃଷ୍ଟି କରିଛି

ଭୁବନେଶ୍ୱର: ପୂର୍ବତଟ ରେଳପଥ ୨୯୦ ଦିନ ମଧ୍ୟରେ ଉଲ୍ଲେଖନୀୟ ଦ୍ରୁତ ଅଗ୍ରଗତିରେ ୨୦୦.୧୩ ନିୟୁତ ଟନ୍ ପଣ୍ୟ ପରିବହନ କରି ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି । ଯାହାକି ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗିଛି । ଏହି ସଫଳତା ଭାରତୀୟ ରେଳ ଇତିହାସରେ ଯେକୌଣସି ରେଳ ଜଣ ଦ୍ୱାରା ସର୍ବାଧିକ ପଣ୍ୟ…

ପୋଲିସ ଆଗରେ ଆତ୍ମସମର୍ପଣ କଲେ ମହିଳା ନକ୍ସଲ

ମାଲକାନଗିରି: ପୋଲିସ ପକ୍ଷରୁ ଆତ୍ମନିର୍ଭରଶୀଳ ନୀତି ଏବଂ ସହଯୋଗ କରାଯାଉଥିବାରୁ ନକ୍ସଲମାନେ ଧିରେ ଧିରେ ନିଜ ସଂଗଠନରୁ ବିମୁଖ ହୋଇ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି । ଏହି ପ୍ରରିପେକ୍ଷିରେ ଆଜି ପୋଲିସ ଆଗରେ ଆତ୍ମସମର୍ପଣ କଲେ ଜଣେ ମହିଳା ନକ୍ସଲ । ଆତ୍ମସମର୍ପଣ କରିଥିବା ମହିଳା ଜଣକ ହେଲେ…

ପଦ୍ମ ବିଜେତାଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା

ଭୁବନେଶ୍ୱର: ପଦ୍ମ ବିଜେତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏବେ ପଦ୍ମ ପୁରସ୍କାର ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବେ । ଚଳିତ ଜାନୁଆରୀ ମାସରୁ ହିଁ ଏହି ସହାୟତା ରାଶି ପ୍ରଦାନ କରାଯିବ । ଏନେଇ ରାଜ୍ୟ ସଂସ୍କୃତି ବିଭାଗ…

କେମିତି ଲାଗୁ ହେବ ଜାତୀୟ ଶିକ୍ଷାନୀତି?

ଭୁବନେଶ୍ବର: ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ସ୍କୁଲସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି-୨୦୨୦ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରଶ୍ନ ଉଠୁଛି, କେମିତି ଲାଗୁ ହେବ ଏନଇପି? ଆଉ ଦୁଇ ମାସ ପରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ । ଏପ୍ରିଲ…

ରାଜ୍ୟରେ ଏଚଏମପିଭି ସଂକ୍ରମଣ ନେଇ କୌଣସି ସୂଚନା ନାହିଁ: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଖୋର୍ଦ୍ଧାରୁ ଜଣେ ଏଚଏମପିଭି ସଂକ୍ରମିତ ଚିହ୍ନଟ ହେବା ନେଇ ଖବରକୁ ଖଣ୍ଡନ କଲେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ। ସୂଚନା ଅନୁସାରେ ଖୋର୍ଦ୍ଧା କାଇପଦର ଅଞ୍ଚଳରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ଖବର ଭାଇରାଲ ହେବା ପରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟରେ…