Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶିମିଳିପାଳରୁ କଳାବାଘ ଛାଲ ଜବତ, ୪ ଗିରଫ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରୁ ଏକ କଳାବାଘର ଚମଡ଼ା ଜବତ କରାଯାଇଛି । ଏହି ବାଘ ଛାଲଟି ଦୁଇ ତିନି ମାସ ପୂର୍ବରୁ ଶିକାର କରାଯାଇଥିବା ନେଇ ସୂଚନା ରହିଛି । ଏନେଇ ଏଥିରେ ସମ୍ପୃକ୍ତ ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ହେଲେ ଏହି କାରନାମାର ମାଷ୍ଟରମାଇଣ୍ଡ ଫେରାର ଅଛି ।…

କେନ୍ଦ୍ର ସରକାରଙ୍କ କ୍ୟାଲେଣ୍ଡରରେ ଫୁଲବାଣୀର ତୁଳା ବେହେରାଙ୍କ ଫଟୋ

ଭୁବନେଶ୍ୱର: ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ବାର୍ଷିକ କ୍ୟାଲେଣ୍ଡରରେ ଫୁଲବାଣୀର ତୁଳା ବେହେରାଙ୍କ ଫଟୋ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭିକ୍ଷାବୃତ୍ତି କରି ଚଳୁଥିବା ଫୁଲବାଣୀର ତୁଳା ବେହେରାଙ୍କ ଫଟୋ କେନ୍ଦ୍ର ସରକାରଙ୍କ କ୍ୟାଲେଣ୍ଡରରେ ସ୍ଥାନ ପାଇଛି।…

ଏଥର ଭତ୍ତା ବାବଦ ଖାତାକୁ ଯିବ ୩୫୦୦ ଟଙ୍କା

ଭୁବନେଶ୍ବର: ଆଜିଠୁ ଭତ୍ତା ବାବଦ ମିଳିବ ୩୫୦୦ ଟଙ୍କା  । ୮୦ ବର୍ଷରୁ ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ବା ତଦୂର୍ଦ୍ଧ୍ବ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଏଣିକି ଭତ୍ତା ୩୫୦୦ ଟଙ୍କା ମିଳିବ । ଏନେଇ ସାମାଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ରାଜ୍ୟ ସରକାର ବୃଦ୍ଧି କରିଥିବା…

ବନ୍ଧୁକ ଦେଖାଇ ଦେଢ ଲକ୍ଷ ଟଙ୍କା ଲୁଟ୍, ଜଣେ ଗୁରୁତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ହିକୁଡ଼ି ଫାଣ୍ଡି ଅନ୍ତର୍ଗତ ଧର୍ମଶାଳାରେ ବଡ ଧରଣର ଡ଼କାୟତି l ଧର୍ମଶାଳାରେ ଥିବା ଲେହେଡି ଗାଁର କିଓସ୍କ ବ୍ୟାଙ୍କ୍ ମାଲିକ ନୀଳାମ୍ବର ମହାପାତ୍ରଙ୍କ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି l ମାଲିକଙ୍କୁ ଲହୁଲୁହାଣ କରି ଟଙ୍କା ଲୁଟି…

୩ ଦିନ ହେଲା ଖାଡା ଉପାସ ଶ୍ରୀଲିଙ୍ଗରାଜ: ମନ୍ତ୍ରୀ କହିଲେ ‘ଦୁର୍ଭାଗ୍ୟଜନକ, କଡା କାର୍ଯ୍ୟନୁଷ୍ଠାନ ହେବ’

ଭୁବନେଶ୍ବର: ସବୁ ସୀମା ଟପିଗଲେଣି ମହାପ୍ରଭୁ ଲିଙ୍ଗରାଜଙ୍କ ସେବାୟତ । ପରସ୍ପର ଭିତରର ବିବାଦ ପାଇଁ ୩ ଦିନ ହେଲାଣି ଖାଡା ଉପାସରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ରଖିଛନ୍ତି । ନା ନୀତିକାନ୍ତି କରୁଛନ୍ତି ନା ଭୋଗ ଲଗାଉଛନ୍ତି । ସେବାୟତଙ୍କ ଭିତରେ ବିବାଦ ଏବଂ କଳି ଯୋଗୁଁ ଉପବାସରେ ପ୍ରଭୁ…

୨ଟି ଏଟିଏମ୍ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ବୌଦ୍ଧ: ଆଜି ଗୋଟିଏ ଦିନରେ ଦୁଇଟି ଏଟିଏମ୍ ରେ ସିରିଜ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ବୌଦ୍ଧ ଥାନା ବଢିଗାଁ ଏବଂ ବୀରନରସିଂହପୁର ଏସବିଆଇ ଏଟିଏମରୁ ସିରିଜ୍ ଲୁଟ୍ ହୋଇଛି । କିଛି ଦୁର୍ବୃତ୍ତ ଏଟିଏମ୍‌ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଲୁଟ୍ କରିବା ପରେ ଦୁର୍ବୃତ୍ତ…

୧୭ରୁ ପୁଣି ଥରାଇବ ଶୀତ, ୨-୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଆଜି ଅର୍ଥାତ ବୁଧବାର ପାଇଁ କଳାହାଣ୍ଡି, କନ୍ଧମାଳ ଓ ଭଦ୍ରକରେ ଘନ କୁହୁଡ଼ି ସମ୍ଭାବନା ରହିଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଝାରସୁଗୁଡ଼ା, କେନ୍ଦୁଝର,…

ହୋଇପାରୁନି ସମାଧାନ; ତୃତୀୟ ଦିନରେ ବି ଅଖିଆ ଅପିଆ ପ୍ରଭୁ ଶ୍ରୀଲିଙ୍ଗରାଜ

ଭୁବନେଶ୍ବର: ଆଜି ତୃତୀୟ ଦିନରେ ବି ଉପବାସରେ ରହିଛନ୍ତି ଶ୍ରୀଲିଙ୍ଗରାଜ ମହାପ୍ରଭୁ । ସୋମବାର ସନ୍ଧ୍ୟାରୁ ଏପର୍ଯ୍ୟନ୍ତ ହୋଇପାରୁନି ନୀତିକାନ୍ତି । ବଡୁ ସେବାୟତ ଏବଂ ବ୍ରାହ୍ମଣ ନିଯୋଗ ବିବାଦ କାରଣରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ଟ୍ରଷ୍ଟ ବୋର୍ଡ ବୈଠକ ଡାକି ସ୍ଥାୟୀ…

ପୁଣି ବିମାନବନ୍ଦରରୁ ୪ କୋଟି ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ବର: କିଛି ଦିନ ବ୍ୟବଧାନରେ ପୁଣି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କଷ୍ଟମସ୍‌ ଅଧିକାରୀମାନେ ଜଣେ କେରଳୀ ଚାଲାଣକାରୀଙ୍କୁ ଧରିଛନ୍ତି । ଚାଲାଣକାରୀ ଜଣକ ବିସ୍କୁଟ୍‌ ପ୍ୟାକେଟ୍‌ରେ ଭର୍ତ୍ତି କରି ଏହି ଗଞ୍ଜେଇ ଆଣୁଥିଲେ । ଉକ୍ତ…

ସହଦେବ ନାୟକଙ୍କ ହତ୍ୟା ମାମଲା; ସଂଗୃହୀତ ରକ୍ତର ହେବ ଡିଏନଏ ଟେଷ୍ଟ

ଭୁବନେଶ୍ବର: ରସୁଲଗଡ଼ ବ୍ରିଜ୍‌ ଉପରେ ପୋଲିସ ମିତ୍ର ସହଦେବ ନାୟକଙ୍କ ହତ୍ୟା ମାମଲାରେ ସଂଗୃହୀତ ରକ୍ତର ହେବ ଡିଏନଏ ଟେଷ୍ଟ । ଏନେଇ ଘଟଣାସ୍ଥଳର ରକ୍ତ ସହ ଅଭିଯୁକ୍ତ ପିନ୍ଧିଥିବା ଡ୍ରେସ୍, ବାଇକ୍‌ ରେ ଲାଗିଥିବା ରକ୍ତ ନମୁନାକୁ ରାଜ୍ୟ ଫରେନସିକକୁ ପଠାଯାଇଛି । ସୂଚନାଯୋଗ୍ୟ, ପୋଲିସ…