Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକ ଐତିହ୍ୟ ପଦଯାତ୍ରାରେ ‘ମୋ ଅନୁଭୂତିର କଟକ’

କଟକ: କଟକ ଐତିହ୍ୟ ପଦଯାତ୍ରାର କଟକୀ ଖଟିର ୪୦ତମ ଅଧିବେଶନ ଓଡିଶା କ୍ରିକେଟ୍ ଆସୋସିଏସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକର ସ୍ବନାମଧନ୍ୟ ସଂସ୍କୃତି ପ୍ରେମୀ, ବିଶିଷ୍ଠ କବି ତଥା ଲେଖକ ଶୈଳଜ ରବି ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ତାଙ୍କର "ମୋ…

ପୋଲିସ ନିଷ୍କ୍ରିୟତାକୁ ନେଇ ବର୍ଷିଲେ, ଚୋରା ବାଲି ଗାଡ଼ି ଧରି ପୋଲିସ ଜିମା ଦେଲେ ଖଣି ମନ୍ତ୍ରୀ

ନୟାଗଡ: ଖଣ୍ଡପଡ଼ା ବ୍ଲକ ବେଣାଗାଡ଼ିଆ ପଞ୍ଚାୟତ ଅଧୀନ ବରକୋଳି ଛକରେ ଚୋରା ବାଲି ଗାଡ଼ି ଜବତ କରି ପୋଲିସ ଜିମା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଘଟଣାରେ ପୋଲିସ ନିଷ୍କ୍ରିୟତାକୁ ନେଇ ମନ୍ତ୍ରୀ ବର୍ଷିଥିବା ବେଳେ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ ଗତକାଲି ପୌଷ…

ଗାଁ ନଈରେ ଗାଧୋଇଲେ ମୁଖ୍ୟମନ୍ତ୍ରୀ: ପାଣିରେ ଖୁବ୍ ବୁଡିଲେ, ଆଉ ଖେଳିଲେ..

କେନ୍ଦୁଝର:ଗାଁ ନଈରେ ମହାଆନନ୍ଦରେ ଗାଧୋଇଲେ ମୁଖ୍ୟମନ୍ତ୍ରୀ । ପାଣିରେ ମନ ଇଚ୍ଛା ବୁଡିଲେ । ଆଉ ସେଠି ଉପସ୍ଥିତ ଲୋକଙ୍କ ଉପରକୁ ପାଣି ମଧ୍ୟ ଫୋପାଡିଲେ । ଆଜି ମକର ସଂକ୍ରାନ୍ତି ଅବସରରେ ବୁଡ ପକାଇ କିଛି ଏପରି ଅନ୍ଦାଜରେ ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ସକାଳୁ…

ଦିଲ୍ଲୀରୁ ଫେରି ସିଧା ପୂର୍ବ ସରକାରଙ୍କୁ ନିଶାନା କଲେ ମୁଖ୍ୟମନ୍ତ୍ରୀ, କହିଲେ ‘ହୀନ ମାନସିକତା….’

ଭୁବନେଶ୍ବର: ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ । ଏଥିପାଇଁ ସୋମବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ବାକ୍ଷର କରିଛନ୍ତି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓଡ଼ିଶାରେ ଲାଗୁ କରିବା ପାଇଁ ନୂଆଦିଲ୍ଲୀରେ ଚୁକ୍ତି ପତ୍ର…

ଜାନୁଆରୀ ୨୦ରୁ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଧାଡ଼ିରେ ଯିବେ ଭକ୍ତ

ପୁରୀ: ଜାନୁଆରୀ ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ଧାଡ଼ି ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ସରିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ଆଉ ପରୀକ୍ଷାମୂଳକ ନୁହେଁ ଏଣିକି ସିଧାସଳଖ କାର୍ଯ୍ୟକାରୀ…

ଗହୀରମଥା ଗୁଳିକାଣ୍ଡ, ୮ ଗିରଫ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ରାଜନଗର ଗହୀରମଥା ସମୁଦ୍ର ଗୁଳିକାଣ୍ଡ ଘଟଣା । ୮ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ତାଳଚୁଆ ସାମୁଦ୍ରିକ ଥାନା ପୋଲିସ୍ । ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରିଛି । ଗତକାଲି ଗିରଫ ହୋଇଥିଲେ ଟ୍ରଲର ମାଲିକ । ଆଜି ଆଉ ୮ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ପୋଲିସ ।…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏଣିକି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର

ଭୁବନେଶ୍ୱର: ଏଣିକି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର । ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦେଇଛନ୍ତି ସୂଚନା। ୨୦୦ ଏମଏଲ ଭିଟାମିନ ଏ ଓ ଡି ଯୁକ୍ତ କ୍ଷୀର ଦେବାକୁ ରହିଛି ଯୋଜାନ। ୨୯ଟି ସ୍କୁଲରେ ୧୧୮୪ ପିଲାଙ୍କୁ କ୍ଷୀର ଦେବାର ଶୁଭାରମ୍ଭ ହୋଇଛି କହିଲେ…

ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍କାନ ଆରୋଗ୍ୟ ମନ୍ଦିର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା । ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍କାନ ଆରୋଗ୍ୟ ମନ୍ଦିର । ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ନିରନ୍ତର ଚିକିତ୍ସା ସୁବିଧା ମିଳିବ । ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବ ନିରନ୍ତର ଚିକିତ୍ସା ସୁବିଧା ।…

ମକର ସଂକ୍ରାନ୍ତିରେ ଅଖିଆ, ଅପିଆ ପ୍ରଭୁ ଶ୍ରୀ ଲିଙ୍ଗରାଜ

ଭୁବନେଶ୍ଵର: ମକର ସଂକ୍ରାନ୍ତି ପୂର୍ବରୁ ଅଘଟଣ । ଅନିଦ୍ରା, ଅଖିଆ, ଅପିଆ ରହିଲେ ପ୍ରଭୁ ଶ୍ରୀ ଲିଙ୍ଗରାଜ । ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । ଫଳରେ ଗତକାଲି ରାତି ସାଢ଼େ ୮ରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ବଡ଼ୁ…

ପବିତ୍ର ମକର ସଂକ୍ରାନ୍ତି, ଚଳଚଞ୍ଚଳ ଜଗନ୍ନାଥ ଧାମ ରୁ ସିଂହନାଥ ପୀଠ

ଭୁବନେଶ୍ଵର: ଆଜି ମକର ସଂକ୍ରାନ୍ତି। ଇଷ୍ଟଦେବୀଙ୍କ ଠାରେ ଲାଗି ହେବା ପରେ ଘରେ ଘରେ ଲୋକ ମକର ଚାଉଳ ଖାଇବେ। ନୂତନ ବସ୍ତ୍ର ପିନ୍ଧି ଘରର ବୟୋଜ୍ୟେଷ୍ଠ ମାନଙ୍କୁ ମୁଣ୍ଡିଆ ମାରିବେ। ଏହାପରେ ଘରେ ପ୍ରସ୍ତୁତ ଭଳିକି ଭଳି ପିଠା ସହ ମିଠା ଖାଇବାର ପରମ୍ପରା ରହିଛି। ମକର ସଂକ୍ରାନ୍ତି ସମୟରେ…