Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ରାଉନସୁଗାର ହବ୍‌ ପାଲଟିଛି ଓଡ଼ିଶା, ୩ ବର୍ଷରେ ଜବତ ହେଲାଣି…

ଭୁବନେଶ୍ବର: ବ୍ରାଉନସୁଗାର ହବ୍‌ ପାଲଟିଛି ଓଡ଼ିଶା । ଏନେଇ ସୋମବାର ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୩ ବର୍ଷରେ ୭୭.୩୪୪ କେଜି ବ୍ରାଉନସୁଗାର ଜବତ ହୋଇଥିବାବେଳେ, ୫୯୨୦ଟି ମାମଲାରେ ଗିରଫ ହୋଇଛନ୍ତି ୭୨୮୯ ଜଣ । ସେହିଭଳି ୪୪୩୬.୭୬ କ୍ବିଣ୍ଟାଲ ଗଞ୍ଜେଇ…

ଜଙ୍ଗଲ ନିଆଁ ଜଗୁଛି ଏଆଇ କ୍ୟାମେରା, ଧୁଆଁ ବାହାରିଲେ କରାଉଛି ସତର୍କ

ଭୁବନେଶ୍ଵର: ଜଙ୍ଗଲ ନିଆଁ ନିୟନ୍ତ୍ରଣ ନେଇ ପିସିସିଏଫ୍‌ ସୁରେଶ ପନ୍ତ୍‌ଙ୍କ ସୂଚନା । ଜଙ୍ଗଲ ନିଆଁ ଲିଭାଇବାରେ ୯୯.୯୯% ସଫଳ ହେଉଛି ବନ ବିଭାଗ । ଅଧିକ ନିଆଁ ଲାଗିଲେ ଗୃହ ବିଭାଗ ଜରିଆରେ ଓଡ୍ରାଫ୍‌ ସହାୟତା ନେବୁ ବୋଲି କହିଛନ୍ତି ପିସିସିଏଫ୍ । ତେବେ ପ୍ରଥମ ରାଜ୍ୟ ଭାବେ ଓଏଫ୍ଏମଏସ ଫରେଷ୍ଟ…

ଗତ ୮ ମାସରେ ହଜିଲେଣି ୨୦ ହଜାର: ମିଳିଛନ୍ତି ୭ ହଜାର

ଭୁବନେଶ୍ବର: ଗତ ଆଠ ମାସରେ ହଜିଲେଣି ୨୦ ହଜାର ଜଣ । ସେଥିମଧ୍ୟରୁ ୭ ହଜାରରୁ  ଅଧିକ ଲୋକଙ୍କୁ ଖୋଜାଯାଇଛି । ଏନେଇ ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜୁନ୍ ୨୦୨୪ ପରଠାରୁ ରାଜ୍ୟରେ ପଞ୍ଜିକୃତ ହୋଇଥିବା ମୋଟ ନିଖୋଜ ମାମଲା ସଂଖ୍ୟା, ଏଥିରୁ କେତେ ସମାଧାନ…

ରାଗିଗଲେ ଜଗନ୍ନାଥ ପ୍ରେମୀ, ହେମାମାଳିନୀଙ୍କ ନାଁରେ ଥାନାରେ ଦେଲେ ଏତଲା

ପୁରୀ: ଶ୍ରୀମନ୍ଦିରକୁ ପ୍ରବେଶ କରି ଏବେ ବିବାଦରେ ବଲିଉଡ ଅଭିନେତ୍ରୀ ହେମାମାଳିନୀ । ଜଣେ ଅଣ ହିନ୍ଦୁ ହୋଇ କିପରି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କଲେ, ତାକୁ ନେଇ ଏବେ ଅସନ୍ତୋଷ ସୃଷ୍ଟି ହୋଇଛି । ପୁରୀର ଜଗନ୍ନାଥ ମନ୍ଦିରରେ ପହଞ୍ଚିବା ପରେ ଏବେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ…

ଅଭିମାନ, ଅସନ୍ତୋଷ ନା କୋଣଠେସା ?

ଭୁବନେଶ୍ବର: ଋଷିଛନ୍ତି ଜୟନାରାୟଣ, ବୁଝାଇବ କଣ ବିଜେପି ବେଳକୁ ବେଳ ତାଙ୍କୁ ଅଣଦେଖା କରୁଥିବା ଚର୍ଚ୍ଚା ହେଉଛି । ବିଜେପି ସରକାର ଗଠନ ପରଠୁ ଦଳର ବରିଷ୍ଠ ନେତା ଜୟନାରାୟଣଙ୍କୁ ଦଳ କୋଣଠେସା କରିଥିବା ଅଭିଯୋଗ ହେଉଛି । ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ନିଷ୍ପତ୍ତି ହୋଇପାରିନଥିବା ବେଳେ…

ରାଜ୍ୟରେ ୨ହଜାରରୁ ଅଧିକ ଗାଁରେ ନାହିଁ ମୋବାଇଲ ସେବା

ଭୁବନେଶ୍ବର: ଏବେକା ଡିଜିଟାଲ ଯୁଗରେ, ରାଜ୍ୟରେ ଏମିତି କିଛି ଗାଁ ରହିଛି, ଯେଉଁଠି ମୋବାଇଲ ସେବାରୁ ବଞ୍ଚିତ ଅଛନ୍ତି ଲୋକେ । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ । ଓଡ଼ିଶାରେ ୨୬୦୩ଟି ଗାଁରେ ମୋବାଇଲ୍ ସଂଯୋଗ ନାହିଁ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ…

ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ମହମ୍ମଦ ଫିରୋଜ ଖାନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଆକାଉଣ୍ଟାଣ୍ଟ ଫିରୋଜ ଖାନଙ୍କୁ ଧରିଛି ଭିଜିଲାନ୍ସ। ସ୍କୁଲ ୟୁନିଫର୍ମ ପାଇଁ…

ଠକ ହଂସିତା-ଅନିଲଙ୍କୁ ମିଳିଲା ଜାମିନ, ପାସପୋର୍ଟ ସରେଣ୍ଡର କରିବାକୁ ହାଇକୋର୍ଟଙ୍କ ସର୍ତ୍ତ

ଭୁବନେଶ୍ୱର: ହାଇପ୍ରୋଫାଇଲ ଠକ ହଂସିତା-ଅନିଲଙ୍କୁ ମିଳିଲା ଜାମିନ। ହାଇକୋର୍ଟରୁ ହଂସିତା-ଅନିଲଙ୍କୁ ସର୍ତ୍ତମୂଳକ ଜାମିନ ମିଳିଲା। ପାସପୋର୍ଟ ସରେଣ୍ଡର କରିବାକୁ ସର୍ତ୍ତ ରଖିଲେ ହାଇକୋର୍ଟ। ୫୦ ହଜାର ଟଙ୍କାର ଜଣେ ଜାମିନଦାର ବଦଳରେ ମିଳିଲା ଜାମିନ। ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା ଓ…

ଥାନାରେ ଗତ ୮ ମାସରେ ୧ ଲକ୍ଷ ୩୫ ହଜାର ମାମଲା ରୁଜୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଥାନାରେ ଗତ ଆଠ ମାସ ମଧ୍ୟରେ ମୋଟ ୧,୩୫,୦୭୪ଟି ମାମଲା ରୁଜୁ ହୋଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି।ଗୃହ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

ଗୋମାଂସକୁ ନେଇ ଉତ୍ତେଜନା, ଜଣେ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭଷ୍ମା ଥାନା ଅନ୍ତର୍ଗତ ମୁଣ୍ଡାଗାଁରେ ଅଭାନୀୟ କାଣ୍ଡ ଘଟିଛି। ଏକ ବାଛୁରୀକୁ ହତ୍ୟା କରି ତାର ମାଂସ ଚାଲାଣ ପାଇଁ ଘରେ ରଖିଥିଲା ଜଣେ ବ୍ୟକ୍ତି। ଗ୍ରାମବାସୀ ଜାଣିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ଗୋମାଂସ ଜବତ…