Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଆଳୁ ଯୋଗାଣକୁ ନେଇ ଓଡିଶାକୁ ବ୍ଲାକମେଲ୍ କରୁଥିଲେ ଦିଦି’

ଭୁବନେଶ୍ୱର: ଓଡ଼ିଶାକୁ ଏକ ପ୍ରକାର ବ୍ଲାକମେଲ୍ କରୁଥିଲା ଆମ ପଡ଼ୋଶୀ ରାଜ୍ୟ । ପଶ୍ଚିମବଙ୍ଗ ଆଳୁ ଟ୍ରକ୍‌ କୁ ରାଜ୍ୟର ସୀମାରେ ଅଟକାଇ ଦେଉଥିଲା । ତେଣୁ ଆମେ ନିଷ୍ପତ୍ତି ନେଇଛୁ, ମମତା ଦିଦିଙ୍କୁ ଆଉ ବ୍ଲାକମେଲ୍ କରିବାକୁ ସୁଯୋଗ ଦେବୁନି ଏଭଳି କହି ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ…

ଦରଦାମ ଆନ୍ଦୋଳନକୁ ନେଇ ବିଜେଡିକୁ ବିଜେପିର କଟାକ୍ଷ, କହିଲା ‘ବିଜୁ ଯାତ୍ରା ଦଳ’

ଭୁବନେଶ୍ୱର: ଦରଦାମ ବୃଦ୍ଧିକୁ ନେଇ ଆସନ୍ତା ୬ ତାରିଖରେ ବିଜେଡିର ଆନ୍ଦୋଳନକୁ କଡ଼ା କଟାକ୍ଷ କରିଛି ବିଜେପି। ବିଜେଡିର ଚାଷୀ କାନ୍ଦ ନାଟକ ଧରାପଡିବା ପରେ ଏବେ ବିଜେଡିର ଦରବୃଦ୍ଧି ନାଟକ ଆରମ୍ଭ ହୋଇଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ। ଏନେଇ ଅନିଲ କହିଛନ୍ତି, ବିଜୁ…

୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମିଳିବ ମାସିକ ୩୫୦୦ ଟଙ୍କା ଭତ୍ତା

ଭୁବନେଶ୍ୱର: ରାଜ୍ୟର ୮୦ ବର୍ଷରୁ ଅଧିକ ବୃଦ୍ଧ ଓ ବୃଦ୍ଧାଙ୍କୁ ୩୫୦୦ ଟଙ୍କା ଭତ୍ତା ମିଳିବ । ଏହା ସହିତ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମଧ୍ୟ ମାସିକ ଭତ୍ତା ୩୫୦୦ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ପୂର୍ବରୁ ଏହି ଭତ୍ତା ୧୨୦୦ ଟଙ୍କା ଥିବା ବେଳେ ଏବେ ଏହାକୁ…

କ’ଣ ହେବ ଭାଗ ଚାଷୀଙ୍କ ଭାଗ୍ୟ? ମନ୍ତ୍ରୀ କହିଲେ ମିଳିବନି କ୍ଷତି ପୂରଣ…

ଭୁବନେଶ୍ୱର: ଭାଗ ଚାଷୀଙ୍କୁ ମିଳିବନି କ୍ଷତିପୂରଣ। ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ବାବଦ ସହାୟତା ରାଶି କେବଳ ମୂଳ ଚାଷୀଙ୍କୁ ହିଁ ମିଳିବ। ଏମିତି କିଛି ସ୍ପଷ୍ଟ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ମୂଳ ଚାଷୀ ଭାଗ ଚାଷୀଙ୍କ ସହ କଥା ହୋଇ କ୍ଷତି ପୂରଣ ରାଶି ଆବଣ୍ଟନ…

ମୁଖ୍ୟମନ୍ତ୍ରୀଙ୍କ ଆଗରେ ୬ଟି ପ୍ରସ୍ତାବ ରଖିଲେ ସାଂସସ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନବବର୍ଷ ଶୁଭେଚ୍ଛା ଜଣାଇବା ସହ ରାଜଧାନୀର ଉନ୍ନତି ପାଇଁ ୬ଟି ପ୍ରସ୍ତାବ ରଖିଛନ୍ତି । ଏହି ଅବସରରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଲୋଚନା…

୫ ତାରିଖ ପରେ ରାଜ୍ୟରେ କମିବ ଶୀତ!

ଭୁବନେଶ୍ୱର: ରାଜ୍ୟରେ କମିବ ଶୀତ। ଆସନ୍ତା ୫ ତାରିଖ ବେଳକୁ ରାଜ୍ୟରେ ଶୀତ କମିବା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଶୀତର ପ୍ରଭାବ କମିବ। ପଶ୍ଚିମା ଝଡ଼ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ଦୁର୍ବଳ ହେବ। ଏଥିସହ…

ମହାନଦୀରେ ମାଛ ଧରା ବନ୍ଦ, କଟକଣା ଜାରି କଲା ବନ ବିଭାଗ

କଟକ: ମହାନଦୀ ଉପରେ ଚାଲିବନି ଡଙ୍ଗା କଟକଣା ଜାରି କଲା ବନ ବିଭାଗ । କୁମ୍ଭୀର ଓ ପକ୍ଷୀମାନଙ୍କର ବାର୍ଷିକ ଜନଗଣନାକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି ହୋଇଛି । କଟକସ୍ଥିତ ମହାନଦୀ ନଦୀରେ ସାତ ଦିନ ଧରି ଡଙ୍ଗା ଚଳାଚଳ ବନ୍ଦ ରହିବ । ଜାନୁୟାରୀ ୫ରୁ ୯ ମଧ୍ୟରେ କୁମ୍ଭୀରମାନଙ୍କର ବାର୍ଷିକ…

ଓଡ଼ିଶା ଆକାଶରେ ଅଜଣା ହେଲିକପ୍ଟର, ଲୋକେ ଛାନିଆ

ଭୁବନେଶ୍ୱର: ଆକାଶରେ ବୁଲୁଛି ଅଜଣା ହେଲିକପ୍ଟର । ଆଉ ଏହାର ପଛରେ ଲାଗିଛି ଇଲେକ୍ଟ୍ରୋ ମାଗନେଟିକ ମିଟର । ଏହା କେଉଁଥିପାଇଁ ବୁଲୁଛି, ଉଦ୍ଦେଶ୍ୟ କ'ଣ ତାହା ଏଯାଁଏ ଜଣାପଡି ନାହିଁ । ଦେବଗଡ ଜିଲ୍ଲା ସୁନାଖଣି ଓ ଆଖପାଖ ଅଞ୍ଚଳରେ ହେଲିକପ୍ଟ ବୁଲୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି ।…

ମାଆ ହେଲା କଳା କଲରାପତରିଆ ବାଘ, କ୍ୟାମେରାରେ କଏଦ ହେଲା ବିରଳ ଦୃଶ୍ୟ

ଭୁବନେଶ୍ୱର: ନୟାଗଡ଼ ଜଙ୍ଗଲରେ କଳା କଲରାପତରିଆ ବାଘ ନିଜ ଛୁଆକୁ ବହନ କରୁଥିବା ଏକ ବିରଳ ଚିତ୍ର ଦେଖିବାକୁ ମିଳିଛି। ଅର୍ଥାତ୍ ଦ୍ୱିତୀୟ ଥର ପାଇ ମା ହେଲା କଳା କଲରାପତରିଆ ବାଘ। ସୂଚନା ଦେଇଛନ୍ତି ନୟାଗଡ ବନାଞ୍ଚଳ ଅଧିକାରୀ । ନୟାଗଡ ବନାଞ୍ଚଳ ଅଧୀନ ଓ ମହାନଦୀ ୱାଇଲଡ଼ ଲାଇଫ ବନାଞ୍ଚଳ…

ଓଡ଼ିଶା ପୋଲିସ-ସୁରକ୍ଷାକର୍ମୀଙ୍କୁ ସଫଳତା: ବର୍ଷର ପ୍ରଥମ ଏନକାଉଣ୍ଟରରେ ଟଳିଲେ ୩ ମାଓବାଦୀ

ରାୟପୁର: ଛତିଶଗଡର ଗରିଆବନ୍ଧ ଜିଲ୍ଲାର ଇନ୍ଦାଗାଓଁ ଥାନା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। କାଣ୍ଡେଶ୍ୱର ଗ୍ରାମରେ ବସ୍ତର ବାଟାଲିୟନ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏହି ଏନକାଉଣ୍ଟରରେ ୩…