Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏଥର ଅଙ୍ଗନବାଡି କର୍ମୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ରାଶି

ଭୁବନେଶ୍ବର: ଆସନ୍ତା ୨୪ ତାରିଖରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ପାଖାପାଖି ୨୦ ଲକ୍ଷ ମହିଳାକୁ ଏଥିରେ ସାମିଲ କରାଯିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି,…

ବାଲିଯାତ୍ରା ଫୁଡ୍‌ ଷ୍ଟଲ୍‌ରେ ରେଡ୍‌: ଖାଦ୍ୟ ଷ୍ଟଲ୍‌ରୁ ବାସି, ଅପମିଶ୍ରିତ ଖାଦ୍ୟ ଜବତ

କଟକ: କଟକ ବାଲିଯାତ୍ରାରେ ସିଏମ୍‌ସି ସ୍ବାସ୍ଥ୍ୟ ଟିମ୍‌ର ଯାଞ୍ଚ। ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ସ୍ବାସ୍ଥ୍ୟ ଟିମ୍‌ ସଦସ୍ୟ। କେତେକ ଖାଦ୍ୟ ଷ୍ଟଲ୍‌ରୁ ବାସି, ଅପମିଶ୍ରିତ ଖାଦ୍ୟ ଜବତ କଲା ସ୍ୱାସ୍ଥ୍ୟ ଟିମ। ବାସି ଖାଦ୍ୟ ଗଚ୍ଛିତ ରଖିଥିବା ଅଭିଯୋଗରେ କିଛି ଦୋକାନୀଙ୍କୁ ଫାଇନ ମଧ୍ୟ…

ବିରଜା ହାଟରେ ଚାପା ଉତ୍ତେଜନା: ସାମୟିକ ସ୍ଥଗିତ, ବ୍ୟାପକ ପୋଲିସ ମୁତୟନ

ଯାଜପୁର: ବିରଜା ହାଟ ସାମୟିକ ଭାବେ ବନ୍ଦ କଲା ପ୍ରଶାସନ। ସାମୟିକ ଭାବେ ବନ୍ଦ ଘୋଷଣା ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ। ହାଟ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି। ଗୋଟିଏ ଗୋଷ୍ଠୀ ହାଟ ନୂଆ ସ୍ଥାନକୁ ସ୍ଥାନାନ୍ତର ଦାବିରେ ଅଟଳ ଥିବା ବେଳେ ଆଉ ଗୋଟିଏ…

ମହାନଦୀ ପଠାରେ ବର୍ଷ ତମାମ ଚାଲିବ ମିନି ବାଲିଯାତ୍ରା

କଟକ: ଏଣିକି ମହାନଦୀ ପଠାରେ ବର୍ଷ ତମାମ ଚାଲିବ ମିନି ବାଲିଯାତ୍ରା। ଏନେଇ ଘୋଷଣା କଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଐତିହାସିକ କଟକ ବାଲିଯାତ୍ରା ପ୍ରତି ରହିଛି ରାଜ୍ୟବାସୀଙ୍କର ଅହେତୁକ ଆକର୍ଷଣ। ବର୍ଷକରେ ଥରେ ପଡ଼ୁଥିବା ଏହି ବାଲିଯାତ୍ରା ବୁଲିବାକୁ ଦୂରଦୂରାନ୍ତରୁ ଲୋକେ…

ଦୁର୍ଦ୍ଦାନ୍ତ ଅପରାଧୀକୁ ନିର୍ମମ ହତ୍ୟା: ରାସ୍ତା ମଝିରେ ଅଟକାଇ ସଂଘବଦ୍ଧ ଆକ୍ରମଣ

ବ୍ରହ୍ମପୁର: ଫିଲ୍ମ ଷ୍ଟାଇଲରେ ହତ୍ୟା ବାଇକକୁ ପିଛା କରି ଗଲା ବୋଲେରୋ। ରାସ୍ତା ମଝିରେ ଅଟକାଇ ନିର୍ମମ ହତ୍ୟା। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ବନ୍ଧାଗୁଡା ହାଇସ୍କୁଲ ନିକଟରେ ହତ୍ୟାକାଣ୍ଡ ଘଟିଛି। ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକଙ୍କୁ ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଦୀର୍ଘ…

ସୁରକ୍ଷାକର୍ମୀ ଓ ମାଓବାଦୀ ଗୁଳିବିନିମୟ: ଜଣେ ଯବାନ ଆହତ

ମାଲକାନଗିରି: ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ମାଲକାନଗିରି ଜିଲ୍ଲା ଏମ୍ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଦୁଇ ମାଓବାଦୀଙ୍କୁ କାବୁ କରିଛନ୍ତି ଯବାନ । ସେପଟେ ମାଓବାଦୀଙ୍କ…

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା, ସ୍ଥିତି ନିୟନ୍ତ୍ରଣାଧିନ

ଯାଜପୁର: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା । ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଯାଜପୁର ସଦର ଥାନା ଓ ଟାଉନ ଥାନା ଉପରେ ତୀକ୍ଷଣ ନଜର ରଖାଯାଇଛି । ସେପଟେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଏଡିଜି ସଞ୍ଜୟ କୁମାର । ସମ୍ବେଦନଶୀଳ ସ୍ଥାନ ଉପରେ ପୋଲିସ କଡା ନଜର ରଖିଛି । ଘଟଣା ପରେ…

ବେଆଇନ ମଦ ଓ ନିଶା କାରବାରକୁ ରୋକିବା ନେଇ ପ୍ରସ୍ତୁତ ହେବ କଠୋର ଆଇନ: ମନ୍ତ୍ରୀ

ଭୁବନେଶ୍ୱର: ଅବକାରୀ ବିଭାଗର କାର୍ଯ୍ୟକ୍ରମ ନେଇ ବୁଧବାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଖଣି ବିଭାଗ ପରେ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଥିବା ବିଭାଗ ମଧ୍ୟରେ ଅବକାରୀ ବିଭାଗ…

ବିଶ୍ୱ ଶିଶୁ ଦିବସ: ବାଲୁକା କଳା ପ୍ରଦର୍ଶନୀ କରି ବାର୍ତ୍ତା ଦେଲା ୟୁନିସେଫ

ପୁରୀ: ବିଶ୍ୱ ଶିଶୁ ଦିବସ ପାଳନ କରିବା ଅବସରରେ ବାର୍ତ୍ତା ଦେଇଛି ୟୁନିସେଫ। ୟୁନିସେଫ୍ ଓଡ଼ିଶା ଦ୍ଵାରା ବୁଧବାର ପୁରୀରେ ଏକ ବାଲୁକା କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ଏହି ପ୍ରଦର୍ଶନୀରେ ଚଳିତ ବର୍ଷ ପାଇଁ  ‘ଭବିଷ୍ୟତ ପାଇଁ ଆହ୍ଵାନ୍’ ନାମକ ଥିମ ରହିଛି।  ଏହି ଥିମ ସମ୍ପର୍କିତ ଚିତ୍ରକଳା,…

୨୦୧୯ ଜୁନାଗଡ଼ ଗଣଦୁଷ୍କର୍ମ ମାମଲା: ୫ ବର୍ଷ ପରେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡ

ଜୁନାଗଡ: ପ୍ରକାଶ ପାଇଛି ଜୁନାଗଡ ଗଣ ଦୁଷ୍କର୍ମ ମାମଲାର ରାୟ। କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବନମାଳୀପୁରର ଘନା ଜଙ୍ଗଲରେ ୫ ବର୍ଷ ତଳେ ହୋଇଥିବା ବହୁ ଚର୍ଚ୍ଚିତ ଗଣବଳାତ୍କାର ଘଟଣାର ରାୟ ଆଜି ପ୍ରକାଶ ପାଇଛି। ଏହି ଘଟଣାରେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। ଧର୍ମଗଡ଼…