Latest Odisha News

BREAKING NEWS

Browsing Category

ଓଡିଶା

Odisha

କନ୍ଧମାଳ ଆମ୍ବ ଟାକୁଆ ‘ଅପମୃତ୍ୟୁ’ ଘଟଣା: ଦକ୍ଷିଣାଞ୍ଚଳ ଆରଡିସିଙ୍କ ତଦନ୍ତ ଆରମ୍ଭ 

ଭୁବନେଶ୍ବର: କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗ୍ରାମର ଗ୍ରାମବାସୀଙ୍କ ଅପମୃତ୍ୟୁ ଓ ଚିକିତ୍ସା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଦକ୍ଷିଣାଂଚଳ ରାଜସ୍ୱ କମିଶନର (ଆରଡିସି) ରୂପା ରୋଶନ ସାହୁ ବୁଧବାର କନ୍ଧମାଳ ଗସ୍ତ…

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’

ଭୁବନେଶ୍ୱର: ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୨୩ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆମର ଅଧିକାଂଶ ଚାଷୀ କ୍ଷୁଦ୍ର, ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି । କୃଷକମାନଙ୍କ…

କଲେଜରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ, ୫ ସିନିୟର ନିଲମ୍ବିତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଏକ ସରକାରୀ ଇଞ୍ଜିନିୟରିଂ କଲେଜରେ ଜୁନିୟରଙ୍କୁ ରାଗିଂ କରିବା ଅଭିଯୋଗରେ ପାଞ୍ଚ ଜଣ ଛାତ୍ରଙ୍କୁ ଏକ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ଇଞ୍ଜିନିୟରିଂ କଲେଜର ଜଣେ ଦ୍ୱିତୀୟ ବର୍ଷର ଛାତ୍ର ତାଙ୍କ ସିନିୟରଙ୍କ ବିରୋଧରେ ରାଗିଂ ଅଭିଯୋଗ କରିବା ପରେ କଲେଜ…

ଓଏଏସ୍ ପ୍ରିଲିମିନାରି ପରୀକ୍ଷା-୨୦୨୩ ପାଇଁ ପ୍ରକାଶ ପାଇଲା ତାରିଖ

ଭୁବନେଶ୍ବର: ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମିନାରି) ପରୀକ୍ଷା-୨୦୨୩ ପାଇଁ ବୁଧବାର ତାରିଖ ଘୋଷଣା ହୋଇଛି । ଆସନ୍ତା ଡିସେମ୍ବର ୧୫ ତାରିଖ (ରବିବାର)ରେ ଅନୁଷ୍ଠିତ ହେବ ପରୀକ୍ଷା । ଏନେଇ ଓପିଏସସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପରୀକ୍ଷା ପାଇଁ ସଂପୂର୍ଣ୍ଣ ସୂଚୀ…

ଦେଶର ୧୫ ଆଞ୍ଚଳିକ ବ୍ୟାଙ୍କର ହେବ ମିଶ୍ରଣ

ଭୁବନେଶ୍ବର: ଦେଶର ୧୫ ଟି ଆଞ୍ଚଳିକ ବ୍ୟାଙ୍କର ମିଶ୍ରଣ କରାଯିବ । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି)ର ମିଶ୍ରଣର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ କରିଛି । ଏହି ମିଶ୍ରଣ ପ୍ରକ୍ରିୟାରେ କେନ୍ଦ୍ର ସରକାର 'ଏକ ରାଜ୍ୟ ଏକ ଆରଆରବି' ଯୋଜନା ରଖିଛନ୍ତି । ଏହି ଯୋଜନା…

ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ସଂପତ୍ତି ତାଲିକା ଦେଲା ଭିଜିଲାନ୍ସ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଜୁନିୟର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍ । ଭୁବନେଶ୍ୱରର ରାଜାରାଣୀ ଅଞ୍ଚଳରେ ଥିବା ଘର, ସାମନ୍ତରାପୁରରେ ଥିବା ସମ୍ପର୍କୀୟଙ୍କ ଘରେ ତଥା ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଛି । ଏନେଇ ଜୁନିୟର…

ରାଜଧାନୀରେ ଗଡିବ ମେଟ୍ରୋ: ୨୦୨୭ ସୁଦ୍ଧା କାମ ଶେଷ

ଭୁବନେଶ୍ବର: ରାଜଧାନୀରେ ଗଡିବ ମେଟ୍ରୋ ଟ୍ରେନ୍ । ଏଥିପାଇଁ ଜୋରସୋରରେ ଚାଲିଛି କାମ । ଆସନ୍ତା ୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାମ ସରିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ । ବର୍ତ୍ତମାନ ମେଟ୍ରୋ ପାଇଁ ମାଟି ପରୀକ୍ଷା ଚାଲିଥିବା…

ସାବାଡ୍ ହେବେ ‘ମୋ ବସ୍’ ଡ୍ରାଇଭର୍: ୪୦ ଉପରକୁ ସ୍ପିଡ୍ ମନା

ଭୁବନେଶ୍ବର: ଦିନକୁ ଦିନ ମୋ ବସର ଅମାନିଆ ଚାଳକଙ୍କ ପାଇଁ ଦୁର୍ଘଟଣା ବଢିଥିବା ବେଳେ ଏବେ ଏହାକୁ ନେଇ ଗୁରୁତର ସହ ନେଇଛନ୍ତି ସରକାର । ଅମାନିଆ ମୋ ବସ୍ ଚାଳକଙ୍କୁ ସାବାଡ୍ କରିବା ପାଇଁ ସ୍ବତନ୍ତ୍ର ନିୟମ ଆଣିଛନ୍ତି । ଏନେଇ ସୂଚନା ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର…

ବାତ୍ୟା ଦାନା କ୍ଷୟକ୍ଷତି: ୭ ଦିନ ଭିତରେ ଟଙ୍କା ବାଣ୍ଟିବେ ଜିଲ୍ଲାପାଳ

ଭୁବନେଶ୍ବର: ବାତ୍ୟା ଦାନାରେ ଯେଉଁମାନଙ୍କର କ୍ଷୟକ୍ଷତି ହୋଇଛି ସେମାନଙ୍କୁ ଆଗାମୀ ୭ ଦିନ ଭିତରେ ନିଜ ନିଜ ଜିଲ୍ଲାପାଳଙ୍କ ଠାରୁ ସହାୟତା ରାଶି ମିଳିଯିବ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ମନ୍ତ୍ରୀ କହିଛନ୍ତି, ଆସନ୍ତା ୭ ଦିନ ଭିତରେ ଲୋକଙ୍କୁ ବାତ୍ୟା କ୍ଷୟକ୍ଷତି…

ହାତୀଙ୍କ ପାଇଁ ରାଜ୍ୟରେ ଅଧିକ ଜଙ୍ଗଲ ସୃଷ୍ଟି କରିବେ ସରକାର

ଭୁବନେଶ୍ବର: ଓଡିଶାରେ ଗଜରାଜଙ୍କ ପାଇଁ ଜାଗା କମ୍ ପଡିଲାଣି । ଓଡିଶା ଜଙ୍ଗଲରେ ସର୍ବାଧିକ ହାତୀ ରହିବା କ୍ଷମତା ୧୭୦୦ ଥିବା ବେଳେ ଏବେ ରାଜ୍ୟରେ ମୋଟ ହାତୀ ସଂଖ୍ୟା ୨୧୦୦ ରହିଛି । ଯାହାକି କ୍ଷମତା ଠାରୁ ୪୦୦ ଅଧିକ ।  ସେ୍ଥିପାଇଁ ହାତୀମାନେ ଗାଁ ମୁହାଁ ହେଉଛନ୍ତି । ମଣିଷ- ହାତୀ ଲଢେଇ…