Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ୱାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣା: ସ୍ୱାମୀ ରଚିଥିଲା ଷଡ଼ଯନ୍ତ୍ର

କୋରାପୁଟ: ସ୍ଵାମୀକୁ ଗଛରେ ବନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ। ସମସ୍ତ ସସପେନ୍ସ ଉପରୁ ପରଦା ହଟାଇଲା କୋରାପୁଟ ନନ୍ଦପୁର ପୋଲିସ। ସ୍ତ୍ରୀକୁ ହତ୍ୟା କରିବା ପାଇଁ ସ୍ବାମୀ ରଚିଥିଲା ସାଂଘାତିକ ଷଡ଼ଯନ୍ତ୍ର । ମୁଖ୍ୟ ଅଭିଯୁକ୍ତ ତଥା ସ୍ବାମୀ ମହେନ୍ଦ୍ର ଖରା ସହ ଦୁଇ…

ଇଞ୍ଜିନୟରିଂ କଲେଜ ହଷ୍ଟେଲରେ ରାଗିଂ, ଜୁନିଅର ଛାତ୍ରଙ୍କୁ ପିଟିଲେ ସିନିଅର ଛାତ୍ର

କେନ୍ଦୁଝର: କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନୟରିଂ କଲେଜ ହଷ୍ଟେଲରେ ରାଗିଂ ଅଭିଯୋଗ। ହଷ୍ଟେଲରେ ପଶି ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ସିନିଅର ଛାତ୍ର ମାଡ଼ ମାରିଥିବା ଅଭିଯୋଗ। ୫ ଜଣ ସିନିଅର୍ ହଷ୍ଟେଲରେ ପଶି ମାଡ଼ ମାରିଥିବା ଅଭିଯୋଗ l ଆକ୍ରମଣରେ ଆହତ ଜୁନିଅର ଛାତ୍ର ଜିଲ୍ଲା ମୁଖ୍ୟ…

ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର ମ୍ୟାନେଜର

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର ମ୍ୟାନେଜର l ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ଘରେ ଭିଜିଲାନ୍ସ ରେଡ୍ l ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡ୍ l ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…

ଓଡ଼ିଶା ଟେଲିଭିଜନ ନେଟୱର୍କ ଷ୍ଟୁଡିଓରେ ଭୟଙ୍କର ଅଗ୍ନିକାଣ୍ଡ

ଖୋର୍ଦ୍ଧା: ଓଡ଼ିଶା ଟେଲିଭିଜନ ନେଟୱର୍କ ଷ୍ଟୁଡିଓରେ ଲାଗିଲା ନିଆଁ। ଖୋର୍ଦ୍ଧା ଜିଲ୍ଲା ସାରୁଅସ୍ଥିତ ଏହି ଷ୍ଟୁଡିଓରେ ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ପୋଡ଼ି ଯାଇଥିବା ବେଳେ ଜୀବନହାନୀ ହୋଇ ନଥିବା ଜଣା ପଡିଛି। ଗତକାଲି…

ରାଜ୍ୟରେ ଶୀତର ପହିଲି ଛୁଆଁ, ମୁକ୍ତାର ଭ୍ରମ ସୃଷ୍ଟି କରୁଛି କାକର ଟୋପା

ଭୁବନେଶ୍ଵର: ଶୀତର ପହିଲି ସ୍ପର୍ଶ । ଘନ କୁହୁଡିର ଚାଦର ତଳେ ଢାଙ୍କି ହୋଇରହିଛି ରାଜ୍ୟର କିଛି ଅଂଶ । ଶୀତର ଆଗମନରେ ପାହାଡ ଜଙ୍ଗଲ ଘେରା ପରିବେଶ ଆହୁରି ମନୋରମ ହୋଇପଡିଛି । ଶୀତୁଆ ସକାଳରେ ଘାସ ଗାଲିଚା ଉପରେ ପଡିଥିବା କାକର ବୁନ୍ଦା ସବୁ ପହିଲି ସୂର୍ଯ୍ୟ କିରଣରେ ମୁକ୍ତାସମ ଝଲସି ଉଠୁଛି ।…

ମା’ତାରାତାରିଣୀ ମନ୍ଦିରରୁ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

ପୋଲସରା: ମା'ତାରାତାରିଣୀ ମନ୍ଦିରରୁ ଚୋରି । ମା'ଙ୍କ ସୁନା ଓ ରୁପା ଅଳଙ୍କାର ଚୋରି ଅଭିଯୋଗ । ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଗତକାଲି ମଧ୍ୟ…

ଗଛରେ ପିଟି ହେଲା କାର୍, ୨ ମୃତ

କୋଣାର୍କ: ଗଛରେ ପିଟି ହେଲା କାର୍ । ଚାଲିଗଲା ୨ଜଣଙ୍କ ଜୀବନ । ଭୁବନେଶ୍ୱରରୁ କୋଣାର୍କ ଆସୁଥିବା ବେଳେ ଗୋପ ରାସ୍ତା ଝୁଣେଇ ବଜାର ନିକଟରେ ଭାରସାମ୍ୟ ହରାଇ ଆମ୍ବ ଗଛରେ ପିଟି ହେଲା କାର୍ । ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ଥିବା ନେଇ ସୂଚନା ମିଳିଛି ।…

ଆରଆଇ, ଅମିନ ପରୀକ୍ଷାରେ ବିଭ୍ରାଟ: ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କଲେ ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର: ଲୋୟର ପିଏମଜିରେ ଧାରଣା ଦେଉଥିବା ଆରଆଇ ଅମିନ ପରୀକ୍ଷାର୍ଥୀ ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କଋଛନ୍ତି। ଲୋୟର ପିଏମଜିରେ ଆନ୍ଦୋଳନ ବେଳେ ସେମାନଙ୍କୁ ରୋକିଥିଲା ପୋଲିସ। କିଛି ସମୟର ମୁହାଁମୁହିଁ ସ୍ଥିତି ପରେ ପ୍ରତିନିଧି ମଣ୍ଡଳି ମୁଖ୍ୟ ସଚିବଙ୍କୁ…

କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ଦୃଢ ନିନ୍ଦା କଲେ ନବୀନ

ଭୁବନେଶ୍ବର:  ଗତ କିଛି ଦିନ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ସାଧାରଣ ନିର୍ବାଚନ ସିଟକୁ ନେଇ ନାନା ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଏନେଇ ସୋସିଆଲ ମିଡିଆରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ରହିଥିବା ବେଳେ ଖୋଦ ନବୀନ ପଟ୍ଟନାୟକ ତାଙ୍କର ସୋସିଆଲ ମିଡ଼ିଆ…