Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାରାଦୀପ ପୋର୍ଟ ଫାଟକ ଆଗରେ ଉତ୍ତେଜନା: ଶ୍ରମିକଙ୍କ ମୃତଦେହ ରଖି ଧାରଣା

ପାରାଦୀପ: ପାରାଦୀପ ପୋର୍ଟ ଫାଟକ ସମ୍ମୁଖରେ ଉତ୍ତେଜନା। ଗତକାଲିଠୁ ପାରାଦୀପ ପୋର୍ଟ ୩ ନମ୍ବର ଫାଟକ ସମ୍ମୁଖରେ ଶ୍ରମିକଙ୍କ ମୃତଦେହ ରଖି ଧାରଣା ଜାରି ରହିଛି। ମୃତକଙ୍କ ପରିବାର ଲୋକ, ସମ୍ପର୍କୀୟ ଓ ସାଥି ଶ୍ରମିକ ମାନେ ଏଥିରେ ସାମିଲ ରହିଥିବା ଦେଖିବାକୁ ମିଳିଛି। ୫୦ ଲକ୍ଷ ଟଙ୍କା…

ଦିବା ପହୁଡ ନୀତି: ୩ଘଣ୍ଟା ଜଗା ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି ହେବ। ଏଥିପାଇଁ ଅପରାହ୍ନ ୨.୩୦ରୁ ସନ୍ଧ୍ୟା ୬ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଅର୍ଥାତ ଦିବା ପହୁଡ଼ ପାଇଁ ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ପରେ ଆପାତତଃ ଅପରାହ୍ଣ…

ରାଜ୍ୟରେ କୋହଲା ପାଗ, ଆସନ୍ତା ୪ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ଵର: ରାଜ୍ୟରେ ଆଜିଠୁ ସାମାନ୍ୟ କମିବ ଶୀତ ଲହରି । ସେପଟେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ଥିବା ବେଳେ ୧୯ ରୁ ୨୧ ଯାଏଁ ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ପୁର୍ବାନୁମାନ…

ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା: ଉତ୍କର୍ଷ ଓଡ଼ିଶା ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ବର: ଲୋକାର୍ପିତ ହେଲା ଉତ୍କର୍ଷ ଓଡ଼ିଶା ପୋର୍ଟାଲ। ମଙ୍ଗଳବାର ଏହି ଓ୍ବେବ ପୋର୍ଟାଲକୁ ଲୋକାର୍ପଣ କରିଛନ୍ତି ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁ। ଆସନ୍ତା ଜାନୁଆରୀ ୨୮ ଓ  ୨୯ ତାରିଖରେ ଭୁବନେଶ୍ବରରେ ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା। ଏଥିପାଇଁ ପ୍ରସ୍ତୁତି ଶେଷ…

ବ୍ୟକ୍ତିତ୍ୱ ନିର୍ମାଣ ପାଇଁ ଜାଗୋ ଟିମ୍ ପ୍ରତିଶ୍ରୁତିବଦ୍ଧ: ଉପସଭାପତି

ଭୁବନେଶ୍ୱର: ସମାଜର ଅବହେଳିତ ଶିଶୁମାନଙ୍କର ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିଆସୁଛି 'ଜାଗୋ'। ସୋଆରେ ନାମ ଲେଖାଇଥିବା ନୂତନ ଛାତ୍ରଛାତ୍ରୀମାନଙ୍କୁ ଜାଗୋ ସମ୍ପର୍କରେ  ଦିଗ୍‌ଦର୍ଶନ ଦେବା ଅବସରରେ ଏକ କାର୍ଯ୍ୟକ୍ରମରେ ସୋମବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ…

ରାସ୍ତାରେ କାହିଁକି ଥାଏ ହଳଦିଆ ଓ ଧଳା ଲାଇନ୍‌?

ଭୁବନେଶ୍ବର: ରାସ୍ତାମାନଙ୍କରେ ବିଭିନ୍ନ ପ୍ରକାରର ଚିହ୍ନ ଦେଖିବାକୁ ମିଳିଥାଏ । କେଉଁଠି ନିରବଚ୍ଛିନ୍ନ ଭାବେ ଧଳା ଲାଇନ୍ ରାସ୍ତା ମଝିରେ ଲମ୍ବିଥାଏ ତ କେଉଁଠି ଖଣ୍ଡଖଣ୍ଡ ହଳଦିଆ ଲାଇନ୍ ରାସ୍ତାରେ ଦେଖିବାକୁ ପାଉ । ଏପରି ଚିହ୍ନ କାହିଁକି ରାସ୍ତା ମଝିରେ ଦିଆଯାଇଥାଏ? ଆସନ୍ତୁ ଜାଣିବା ଏହି…

ଆଇଏଏସ ସ୍ତରରେ ଅଦଳବଦଳ: ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ଵ

ଭୁବନେଶ୍ବର: ଆଇଏଏସ ସ୍ତରରେ ହୋଇଛି ଅଦଳବଦଳ। ଆଇଏଏସ ମନୋଜ କୁମାର ସାହୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦାୟିତ୍ବ। ପୂର୍ବରୁ ସେ କେନ୍ଦ୍ର ଉପ (ଡେପୁଟି) ନିର୍ବାଚନ କମିଶନର ଭାବେ କାର୍ଯ୍ୟରତ ଥିଲେ। ୨୦୦୬ ବ୍ୟାଚ୍‌ର ଆଇଏଏସ୍‌ ମନୋଜ କୁମାର ସାହୁ ଅରୁଣାଚଳ ପ୍ରଦେଶ, ଗୋଆ,…

ଖାଇବାରେ ଲୁଣ ଅଧିକ ହୋଇଗଲେ ଆପଣାନ୍ତୁ ଏହି ଉପାୟ..

ଭୁବନେଶ୍ବର: ତରତର ହୋଇ ରାନ୍ଧିଲାବେଳେ ବେଳେବେଳେ ଖାଇବାରେ ଲୁଣ ଅଧିକ ହୋଇଯାଏ । ସେତେବେଳେ ପୂରା ଖାଇବା ତ ଫୋପାଡି ପାରିବା ନାହିଁ, କିଛି ଏମିତି ଉପାୟ ଅଛି ଯାହା ଦ୍ବାରା ଲୁଣ ପରିମାଣ ଠିକ୍ ହୋଇଯିବ । –ତରକାରୀରେ ଲୁଣର ମାତ୍ରା କମ୍‌ କରିବା ପାଇଁ ସେଥିରେ କିଛି ଲେମ୍ବୁରସ୍‌ ଓ…

ପଦରୁ ହଟିଲେ ବିଷ୍ଣୁପଦ: ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ନିଯୁକ୍ତ

ଭୁବନେଶ୍ବର: ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ପ୍ରମୁଖ ସଚିବ ପଦବୀରେ ଥିବା ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ଓଏଏସ୍‌ଡି ଭାବେ ନିଯୁକ୍ତି ମିଳିଛି। ୧୯୯୫ ବ୍ୟାଚ୍‌ର ଆଇଏଏସ୍‌ ଶ୍ରୀ ସେଠୀଙ୍କୁ ବଦଳି ହୋଇଥିଲେ ମଧ୍ୟ ପ୍ରମୁଖ ସଚିବ ପାହ୍ୟା ବଜାୟ…

ଆସନ୍ତାକାଲି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦିବା ପହୁଡ଼ ନୀତି ପାଇଁ ଆସନ୍ତାକାଲି ଅର୍ଥାତ୍ ବୁଧବାର ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ । ଏନେଇ ସୂଚନା ଦେଇଛନ୍ତି ଏଏସଆଇ ଅଧୀକ୍ଷକ ଡିବି ଗଡ଼ନାୟକ । ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ରତ୍ନଭଣ୍ଡାରର ମରାମତି କାମ । ଏଏସଆଇ ଟିମ୍ ସହ ପ୍ରଥମ ଦିନରେ ୧୫ରୁ…