Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାର ପର୍ଯ୍ୟଟନକୁ ପ୍ରୋତ୍ସାହନ ପାଇଁ ୟୁକେସ୍ଥିତ ଭାରତୀୟ ହାଇ-କମିଶନରଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ବିକଶିତ କରିବା ଦିଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ୟୁନାଇଟେଡ୍‌ କିଙ୍ଗଡ଼ମ୍‌ ଗସ୍ତ କରିଛନ୍ତି। ଏହି କ୍ରମରେ ୟୁନାଇଟେଡ୍‌ କିଙ୍ଗଡମ୍‌ରେ ଅବସ୍ଥିତ ଭାରତୀୟ ହାଇ-କମିଶନର ବିକ୍ରମ…

ଜାତୀୟ ଉତ୍ସବ ଭାବେ ପାଳିତ ହେବ ‘ଉତ୍କଳ କେଶରୀ ହରେକୃଷ୍ଣ ମହତାବ’ଙ୍କର ୧୨୫ ତମ ଜନ୍ମ ବାର୍ଷିକୀ

ଭୁବନେଶ୍ୱର: କେନ୍ଦ୍ର ସରକାର ‘ଉତ୍କଳ କେଶରୀ ହରେକୃଷ୍ଣ ମହତାବ’ଙ୍କର ୧୨୫ ତମ ଜନ୍ମ ବାର୍ଷିକୀକୁ ଜାତୀୟ ଉତ୍ସବ ଭାବରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ  ଆଜି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଏହାକୁ ଓଡ଼ିଆ ଅସ୍ମିତା  ତଥା ମହାନ ଜନନୟକଙ୍କ…

ବିଜେପିରେ ମିଶିବେ ବିଜେଡ଼ିର ୨୭ ବିଧାୟକ: ସରୋଜ ପାଢ଼ୀ

ଭୁବନେଶ୍ବର: ରହୟରେ ଚାଲିଛି ବିଜେପି ଓ ବିଜେଡିର ବାକଯୁଦ୍ଧ। ନେତାମାନେ ଦଳର ନେତୃତ୍ବକୁ ନେଇ ବୟାନବାଜୀ କରୁଥିବାର ଦେଖିବାକୁ ମିଳୁଛି। ଆଜି ଦଳ ବଦଳକୁ ନେଇ ବଡ ବୟାନ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ।ସେ କହିଛନ୍ତି, ବିଜେପିରେ ମିଶିବା ପାଇଁ ବିଜେଡିର ୨୭  ବିଧାୟକ ଆମ ସହ ଯୋଗଯୋଗରେ…

ଯାତ୍ରାରେ ଅଶ୍ଳୀଳତା: ସ୍ଵତନ୍ତ୍ର ନିୟମ ଆଣିବା ଦାବିରେ ଆଇନ ମନ୍ତ୍ରୀଙ୍କୁ ଭେଟିଲା ଯାତ୍ରା କମିଟି ମହାସଂଘ

ଭୁବନେଶ୍ବର: ଆଜି ଯାତ୍ରା କମିଟି ମହାସଂଘ ପକ୍ଷରୁ ଆଇନ ମନ୍ତ୍ରୀଙ୍କୁ ବିଭିନ୍ନ ଦାବି ଦିଆଯାଇଛି। ଯାତ୍ରାକୁ ପ୍ରୋତ୍ସାହନ ବଦଳରେ ବ୍ୟବସାୟୀକରଣ କରୁଥିବାରୁ ଯାତ୍ରା ଅନୁଷ୍ଠାନକୁ ଯାତ୍ରା ପରିବେଷଣ ପାଇଁ ଏକ ସ୍ବତନ୍ତ୍ର ନିୟମ ପ୍ରସ୍ତୁତ କରିବାକୁ କର୍ମକର୍ତ୍ତାମାନେ ଦାବି କରିଛନ୍ତି।  ଏହା ସହ…

ଦୁଃସାହସିକ ଜଳ ଯାତ୍ରାରେ ଓଡ଼ିଆ ଝିଅ ଦୀପ୍ତିମୟୀ

ନୂଆଦିଲ୍ଲୀ: ଦୁଃସାହସିକ ଜଳ ଯାତ୍ରାରେ ଭାଗ ନେଇଛନ୍ତି ଓଡ଼ିଆ ଝିଅ। ଗଙ୍ଗା ସଫେଇ ସଚେତନତା ଅଭିଯାନରେ ସାମିଲ ହୋଇ ସେ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଓରା ଗାଁର ଦୀପ୍ତିମୟୀ ତରାଇ ଗଙ୍ଗୋତ୍ରୀରୁ ଗଙ୍ଗା ସାଗର ଅଭିମୁଖେ ବାହାରିଛନ୍ତି। ଡିସେମ୍ବର ୨୪ରେ ପ୍ରାୟ ୨୫ ହଜାର କିଲୋମିଟର ଜଳ…

ମେଘନାଦ ପାଚେରି ଫାଟ… ବଢିଲା ରାଜନୀତି

ଭୁବନେଶ୍ବର: ମେଘନାଦ ପାଚେରିରେ ଫାଟ ପାଇଁ ଦାୟୀ କିଏ? ପୂର୍ବ ବିଜେଡି ସରକାରକୁ କଡା ସମାଲୋଚନା କରିଛି ବିଜେପି । ନିଜର ରାଜନୈତିକ ଫାଇଦା ପାଇଁ ପୁରାତନ ଐତିହ୍ୟକୁ ବିପଦକୁ ଠେଲି ଦେଇଥିବା ସୋସିଆଲ ମିଡିଆରେ ପୋଷ୍ଟ କରି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ପୂର୍ବତନ…

ବରଦାସ୍ତ କରାଯିବନି ଅଦିନିଆ ରଥଯାତ୍ରା

ଭୁବନେଶ୍ବର: ବାରମ୍ବାର ଆପତ୍ତି ପରେ ବି ଜିଦ୍ ଛାଡୁନି ଇସ୍କନ । କାହିଁକି ଅଦିନିଆ ରଥଯାତ୍ରା ଆୟୋଜନ? ବିଶ୍ବରେ ଜଗନ୍ନାଥପ୍ରେମୀଙ୍କ ଭାବନା ସହ ଖେଳ । ଗଜପତି ମହାରାଜା ଦେଖାଇଲେ କଡା ଆଭିମୁଖ୍ୟ । କହିଲେ, ବହୁତ ହୋଇଗଲା ଏଥର ବରଦାସ୍ତ କରାଯିବନି । ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରା…

ଭିଜିଲାନ୍ସ ଜାଲରେ ଏଡିପିଏଚର ବରିଷ୍ଠ କିରାଣି

କେନ୍ଦୁଝର : ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣି ଶେଖରଲାଲ ସାହୁ। ଅନୈତିକ ଉପାୟରେ ଠୁଳ ହୋଇଥିବା ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। କେନ୍ଦୁଝର ସହରର ଅଜନ୍ତା ହୋଟେଲ୍ ସମ୍ମୁଖରୁ କିରାଣି ଶେଖରଲାଲଙ୍କ…

ଓଡିଶାରେ ହାତୀ ବେଶୀ, ଜାଗା କମ୍..

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିଥିବା ବେଳେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । ସେ କହିଛନ୍ତି, ଓଡିଶାରେ ହାତୀଙ୍କ ପାଇଁ ଜାଗାର ଅଭାବ ରହିଛି । ସେଥିପାଇଁ ଖାଦ୍ୟ ଅନ୍ବେଷଣରେ ହାତୀମାନେ ଗାଁ ମୁହାଁ ହେଉଛନ୍ତି…

ତାମିଲନାଡୁରେ ସଡକ ଦୁର୍ଘଟଣା; ୪ ଓଡ଼ିଆ ସାମ୍ବାଦିକ ଆହତ

ଭୁବନେଶ୍ୱର: ତାମିଲନାଡୁର ରାମେଶ୍ୱରମ ନିକଟରେ ଏକ ସଡକ ଦୁର୍ଘଟଣାରେ ଓଡିଶାର ୪ ଜଣ ସାମ୍ବାଦିକ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ଚାରିଜଣ ସାମ୍ବାଦିକ ରାମେଶ୍ୱରମ୍ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବାବେଳେ ସେମାନଙ୍କ ଗାଡି ପଛପଟୁ ଟ୍ରକକୁ ଧକ୍କା…