Latest Odisha News

BREAKING NEWS

Browsing Category

ଓଡିଶା

Odisha

ନନ୍ଦନ କାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ

ଭଦ୍ରକ: ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଉପରକୁ ଗୁଳିମାଡ଼ । ଭଦ୍ରକ ଓ ବାଉଦପୁର ସେକ୍ସନ ମଝିରେ ଟ୍ରେନ୍ ଉପରକୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ତେବେ ଟ୍ରେନ୍‌ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ରେ ଗାର୍ଡ ବଗିର ୱିଣ୍ଡୋ କାଚ ଭାଙ୍ଗିଥିବା ବେଳେ ଏଥିରେ କାହାର କ୍ଷତି ହୋଇନଥିବା ପ୍ରାଥମିକ…

ମା’ କୋଳକୁ ଫେରିଲା କୂଅରେ ପଡିଯାଇଥିବା ହାତୀ ଛୁଆ

ଦେବଗଡ: ୫ ଘଣ୍ଟା ପରେ ମା’ ହାତୀ କୋଳକୁ ଫେରିଲା ଛୁଆ । ଦେବଗଡ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ଅଞ୍ଚଳରେ ଏକ କୂଅରେ ପଡିଯାଇଥିବା ହାତୀ ଶାବକକୁ ଉଦ୍ଧାର କରିଛି ବନ ବିଭାଗ । ଏହାପରେ ନିଜ ମା’ ସହ ଖୁସି ହୋଇ ଜଙ୍ଗଲକୁ ଚାଲିଯାଇଛି ଛୁଆଟି । ଖବର ମୁତାବକ, ଆଜି ସକାଳେ ଏକ ୧୪ ଟିକିଆ ହାତୀପଲ…

ମେଘନାଦ ପାଚେରୀରେ ଫାଟ ପ୍ରସଙ୍ଗ: ପୂର୍ବ ବିଜେଡି ସରକାର ଉପରେ ବର୍ଷିଲା ବିଜେପି

ପୁରୀ: ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହେବା ପ୍ରସଙ୍ଗ ଏବେ ଚିନ୍ତାର କାରଣ ହୋଇଥିବା ବେଳେ ଏହାକୁ ନେଇ ଆରମ୍ଭ ହେଲାଣି ରାଜନୈତିକ ବୟାନ ବାଜି । ପୂର୍ବ ବିଜେଡି ସରକାରଙ୍କ କାମର ଏହି ଫଳ ବୋଲି କହି ବର୍ଷିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ଏନେଇ ନିଜ ସୋସିଆଲ ମିଡିଆରେ ନବୀନ…

ଦୁର୍ବୃତ୍ତଙ୍କ ବୀଭତ୍ସକାଣ୍ଡ, ସ୍ବାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା

କୋରାପୁଟ: ସ୍ବାମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ। ସ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଦେଲେ। ସ୍ବାମୀଙ୍କ ଆଖି ଆଗରେ ଛଟଛଟ ହୋଇ ପ୍ରାଣ ହରାଇଲେ ସ୍ତ୍ରୀ। ଏଭଳି ବିଭତ୍ସ, ହୃଦୟ ବିଦାରକ, ଛାତି ଥରାଇଦେଲା ଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ଥାନା କୁମାରଗନ୍ଧନା…

ଗୋଟେ ପରେ ଗୋଟେ ସ୍ଥାନରୁ ବାହାରୁଛି ପାଣି, ପଶ୍ଚିମ ଓ ଦକ୍ଷିଣ ଦ୍ବାର ମେଘନାଦ ପାଚେରିରେ ବି ଫାଟ

ପୁରୀ: ଚାରି ଦ୍ବାରରେ ମେଘନାଦ ପାଚେରିରେ ଦେଖିବାକୁ ମିଳିଛି ଫାଟ l ପଶ୍ଚିମ ଓ ଦକ୍ଷିଣ ଦ୍ବାର ମେଘନାଦ ପାଚେରିରେ ବି ଫାଟ l ପଶ୍ଚିମ ଦ୍ବାରରେ ଥିବା ଡ୍ରେନେଜ୍‌ ପାଣି ପାଚେରି ଦେଇ ତଳେ ପଡ଼ୁଛି l ଶ୍ରୀମନ୍ଦିରକୁ ସୁରକ୍ଷା ଯୋଗାଉଥିବା ମେଘନାଦ ପାଚେରିରେ ପାଣି ଝରି ଖାଲି ଫାଟ ସହଜରେ…

ନ ମାନିଲେ ଆମେ ଆଇନର ରାସ୍ତା ନେବୁ: ଗଜପତି

ପୁରୀ: ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ସାମ୍ବାଦିକ ସମ୍ମିଳନୀ l ଇସ୍କନର ଅଦିନିଆ ରଥ ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ ବୋଲି କହିଲେ ଗଜପତି l ଯଦି ସେମାନେ ଆମ କଥା ନ ମାନନ୍ତି ତେବେ ଆଇନର ରାସ୍ତା ନେବୁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗଜପତି ମହାରାଜା…

ସପ୍ତମାତୃକାର ଷଷ୍ଠ ଦିନ: ମହା ସରସ୍ଵତୀ ବେଶରେ ମା’ ଭଦ୍ରକାଳୀ

ଭଦ୍ରକ: ପବିତ୍ର କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଭଦ୍ରକ ଜିଲ୍ଲା । ଭଦ୍ରକ ସହରଠାରୁ ମାତ୍ର ନଅ କିଲୋମିଟର ଦୂରରେ ପୁଣ୍ୟତୋୟା ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ମା' ଭଦ୍ରକାଳୀ ପୀଠ । ପୁରାଣ ପ୍ରସିଦ୍ଧ ଏହି ଶକ୍ତି ପୀଠ, କାଳୀ ପୂଜା ପାଇଁ ବେଶ ଚଳଚଞ୍ଚଳ। ମାଆ ସଦାସର୍ବଦା ବିଶ୍ବମାତା ରୂପରେ…

ଭୁବନେଶ୍ୱର ବିମାନବନ୍ଦରରେ ବୋମା ଆତଙ୍କ: ଜରୁରୀ ଅବତରଣ କଲା ବିମାନ

ଭୁବନେଶ୍ବର: ପୁଣି ବିମାନରେ ବୋମା ଆତଙ୍କ । ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରୁଥିବା ବେଳେ ବୋମା ଆତଙ୍କ ଖେଳିଯିବାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନକୁ ଜରୁରୀ ଅବତରଣ…

ଓମଫେଡର ବଡ ନିଷ୍ପତ୍ତି, ଉପକୃତ ହେବେ ଉଭୟ ଗ୍ରାହକ ଓ ଦୁଗ୍ଧ ଚାଷୀ

ଭୁବନେଶ୍ବର: ଆହୁରି ୨ ଲକ୍ଷ ଲିଟର ଦୁଗ୍ଧ କ୍ରୟ ଓ ବିକ୍ରୟ କରିବ ଓମ୍‌ଫେଡ୍‌ । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ବର୍ତ୍ତମାନ ଓମଫେଡ୍ ଦିନକୁ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରି ବଜାରରେ ବିକ୍ରି କରୁଥିବା ବେଳେ ଆଗକୁ ଆହୁରି ୨ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ…