Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭାଷାର ବିକାଶ ପାଇଁ ପ୍ରୁଫ୍-ସଂଶୋଧକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

କଟକ: ଭାଷାର ଉନ୍ନତି ପାଇଁ ବର୍ଣ୍ଣାଶୁଦ୍ଧିର ଯେତିକି ଆବଶ୍ୟକତା ରହିଛି ପ୍ରୁଫ୍-ସଂଶୋଧନର ସେତିକି ମଧ୍ୟ ଗୁରୁତ୍ବ ରହିଛି। ଓଡ଼ିଆ ଭାଷାରେ ପ୍ରକାଶିତ ପୁସ୍ତକ ଆଦିରେ ଠିକ୍‌ ଭାବରେ ପ୍ରୁଫ୍-ସଂଶୋଧନ ହେଉନଥିବାରୁ ମାତ୍ରାଧିକ ବର୍ଣ୍ଣାଶୁଦ୍ଧି ଦେଖାଦେଉଛି। ଏହାଦ୍ବାରା ଭାଷା ବିକୃତ ହେଉଛି। ଆମ…

ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସ ଭବନରୁ ନାଗ ସାପ ଉଦ୍ଧାର

ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସରକାରୀ ବାସ ଭବନରେ ଦେଖିବାକୁ ମିଳିଛି ନାଗ ସାପ। ସନ୍ଧ୍ୟା ୮ଟା ସମୟରେ ଏହି ନାଗ ସାପଟି ପଶି ଯାଇଥିଲା। ଖବର ପାଇ ସ୍ନେକ ହେଲ୍ପଲାଇନ ସହଯୋଗରେ ସାପଟିକୁ ଉଦ୍ଧାର କରାଯାଇଥିଲା। ସୂଚନା ଅନୁଯାୟୀ, ରାଜଭବନ  ଛକରେ ଥିବା VIIR-1…

ମାଲକାନଗିରିରେ ନିର୍ମାଣ ହେବ ସିମେଣ୍ଟ କାରଖାନା, ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ମାଲକାନଗିରି: ମାଲକାନଗିରିରେ ପ୍ରତିଷ୍ଠା ହେବ ସିମେଣ୍ଟ କାରଖାନା। ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ୪୦୦୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ ସିମେଣ୍ଟ କାରଖାନା। ୨୦୦୦ରୁ ଅଧିକ ଯୁବକ ଓ ଯୁବତୀ ନିଯୁକ୍ତି ପାଇବେ। ଏନେଇ ଶନିବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି…

ମଧୁପାଟଣା ନିକଟରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଟକ: ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍‌। କଟକ ମଧୁପାଟଣା ଛକରେ ଘଟିଛି ଏହି ଅଘଟଣ। ବସ୍‌ଟି ଭୁବନେଶ୍ୱରରୁ କଟକ ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି। କଟକ-ଭୁବନେଶ୍ବର ଯାଉଥିବା ସମୟରେ ମଧୁପାଟଣା ଛକରେ ବସରେ ନିଆଁ ଲାଗିଯାଇଥିଲା। ସୂଚନା ଅନୁଯାୟୀ, ଏହି ବସ୍‌ଟି ଡିଜେଲ୍‌…

ସ୍ୱପ୍ନରେ ହାତୀ ଦେଖିଲେ ଶୁଭ ନା ଅଶୁଭ?

ଭୁବନେଶ୍ବର:ରାତିରେ ଶୋଇବା ସମୟରେ ଅଧିକାଂଶ ଲୋକ ସ୍ୱପ୍ନ ଦେଖନ୍ତି | କିଛି ସ୍ୱପ୍ନ ଭଲ ଏବଂ କିଛି ବହୁତ ଖରାପ ସ୍ୱପ୍ନ ଥାଏ । ସ୍ୱପ୍ନଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ୱପ୍ନର କିଛି ଅର୍ଥ ଥାଏ | ଯଦି ତୁମେ ସ୍ୱପ୍ନରେ ହାତୀ ଦେଖୁଛ, ଏହାର ମଧ୍ୟ ଏକ ବିଶେଷ ଅର୍ଥ ଅଛି | ଆସନ୍ତୁ ଜାଣିବା ଏହି…

ମେହେନ୍ଦୀ ରଙ୍ଗ ହେବ ଗାଢ, ଆପଣାନ୍ତୁ ଏହି ଟିପ୍ସ..

ଭୁବନେଶ୍ବର:ପୂଜାପର୍ବାଣୀ, ବାହାଘର ହେଉ ଅବା ସ୍ବତନ୍ତ୍ର ଦିନମାନଙ୍କରେ ଝିଅ ବୋହୂମାନେ ହାତରେ ମେହେନ୍ଦୀ ଲଗାଇଥାନ୍ତି । ଆଜିକାଲି,ବଜାରରେ ଅନେକ ପ୍ରକାରର ମେହେନ୍ଦୀ ଉପଲବ୍ଧ ଅଛି , ଯାହା ଲଗାଇବାର କିଛି ସମୟରେ ହିଁ ମେହେନ୍ଦୀ ରଙ୍ଗ ଗାଢ ଆସିଥାଏ , କିନ୍ତୁ ପାରମ୍ପାରିକ ମେହେନ୍ଦୀରେ ଥିବା…

ବିଜେଡିର ‘ପୋଲାଭରମ୍’ କାର୍ଡ

ଭୁବନେଶ୍ବର: ଜାନୁଆରୀରୁ ଜୋରଦାର ହେବ ପୋଲାଭରମ୍ ଆନ୍ଦୋଳନ । କେନ୍ଦ୍ର ବଜେଟରେ ପୋଲାଭରମ ପାଇଁ ଆନ୍ଧ୍ରକୁ ଆର୍ଥିକ ସହାୟତା ଘୋଷଣା ପରଠୁ ଏହାକୁ ପ୍ରମୁଖ ପ୍ରସଙ୍ଗ କରିଛି ବିଜେଡି । ପ୍ରଥମେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ପରଖିଥିଲେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ପରେ କେନ୍ଦ୍ର…

ଜାନୁଆରୀରେ ପୋଲାଭରମ ଲଢେଇ ଲଢିବ ବିଜେଡି

ଭୁବନେଶ୍ବର: ଜାନୁଆରୀରେ ପୋଲାଭରମ ଲଢେଇ ଲଢିବ ବିଜେଡି । ରାସ୍ତାକୁ ଓହ୍ଲାଇବ । ଆନ୍ଦୋଳନ କରିବ  । ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳକୁ ପରାମର୍ଶ ଦେଇଛନ୍ତି । ମୋଟୁରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ ହେବ । ଏନେଇ ବିଜେଡି କହିଛି, ନବୀନ କହିଛନ୍ତି- ମୁଁ…

ବୌଦ୍ଧରୁ କଲରାପତରିଆ ବାଘ ଛାଲ ଜବତ, ଜଣେ ଅଟକ

ବୌଦ୍ଧ: ବୌଦ୍ଧ ଜିଲ୍ଲାରୁ ଓଡ଼ିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) କଲରାପତରିଆ ବାଘ ଛାଲ ସହ ଜଣଙ୍କୁ ଗିରଫ କରିଛି। ଶନିବାର ଦିନ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଏସଟିଏଫ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ମେହେରୁନି ବ୍ରିଜ ନିକଟ ମନମୁଣ୍ଡା-ସାଗଡା ରାସ୍ତାରେ ଚଢାଉ କରି ଜଣେ…