Latest Odisha News

BREAKING NEWS

Browsing Category

ଓଡିଶା

Odisha

ସିବିଆଇ ଅଫିସରୁ ବାହାରି ସତ ଓଗାରିଲେ ବିଷ୍ଣୁପଦଙ୍କ ଡ୍ରାଇଭର

ଭୁବନେଶ୍ବର: ଆଇଏଏସ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ବାହାରିବା ଘଟଣାରେ ଆଜି ସିବିଆଇ ଜାରା କରିଛି । ସିବିଆଇ ଅଫିସରୁ ବାହାରି ଗଣମାଧ୍ୟମ ଆଗରେ ସବୁ ସତ ଓଗାରିଛନ୍ତି ଡ୍ରାଇଭର । ଏନେଇ ଡ୍ରାଇଭର ନୃସିଂହ କହିଛନ୍ତି, ଡ୍ରାଇଭର ସାର୍‌ଙ୍କ ବାବଦରେ ସିବିଆଇ ପଚାରିଲେ ।…

ପୁଣି ତେଜିଲା ମହାନଦୀ ରାଜନୀତି: ଆଇନ ମନ୍ତ୍ରୀ କହିଲେ ‘ସବୁ ପାଇଁ ଦାୟୀ ନବୀନ’..

ଭୁବନେଶ୍ବର: ପୁଣି ତେଜିଲା ମହାନଦୀ ରାଜନୀତି । ପରସ୍ପର ଉପରେ ଦୋଷ ଲଦା ଲଦି ହୋଇଛନ୍ତି ବିରୋଧୀ ଏବଂ ଶାସକ । ଓଡିଶାରେ ମହାନଦୀ ଲୀନ ହୋଇଯିବା ନେଇ ପ୍ରସନ୍ନଙ୍କ ବୟାନର କଡା ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ । ମହାନଦୀର ଅବସ୍ଥା ପାଇଁ ନବୀନ ଦାୟୀ ବୋଲି କହିଛନ୍ତି । ତେବେ ମହାନଦୀ…

ନଦୀ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା, ପରିଚୟ ଖୋଜିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ

କଟକ: ନଦୀ ପଠାରୁ ମହିଳାଙ୍କ କଟା ମୃତଦେହ ଉଦ୍ଧାର ଘଟଣା । ମହିଳାଙ୍କୁ ଚିହ୍ନଟ କରିବା ବଡ଼ ଚ୍ୟାଲେଞ୍ଜ ହେବ ବୋଲି କହିଲେ କଟକ ଡିସିପି । ମହିଳାଙ୍କ ମୁହଁରେ ଗଭୀର ଆଘାତ ଥିବାରୁ ଚିହ୍ନିବା କଷ୍ଟକର ହେବ । ତେବେ ଆଖପାଖ ଥାନାକୁ ନିଖୋଜ ବ୍ୟକ୍ତିଙ୍କ ତଥ୍ୟ ମଗାଯାଇଛି । ମହିଳାଙ୍କ ହାତରେ ବାବା…

ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ, ଅଭିଯୁକ୍ତ ଗିରଫ

ବାଙ୍କୀ: ପୁଣି ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା। ବାଙ୍କୀ ଅଞ୍ଚଳର ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବା ଘଟଣାରେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଗିରଫ କରିଛି ବାଙ୍କୀ ପୋଲିସ । ଅଭିଯୁକ୍ତଙ୍କ ନାମ ଅମୀୟ ଚକ୍ର । ବାଙ୍କୀ ପୋଲିସ ତାଙ୍କୁ ଯାଜପୁର ଅଞ୍ଚଳରୁ…

ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ

ଭୁବନେଶ୍ବର: ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ପକ୍ଷରୁ ଆଜି ତାଙ୍କୁ ସମନ ଜାରି କରାଯାଇଛି। ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ବିଷ୍ଣୁପଦଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ସିବିଆଇ ପକ୍ଷରୁ ଏହି ସମନ ଜାରି କରାଯାଇଥିବା…

ହାତୀ ଟ୍ରାକିଂ ବେଳେ ପାରା ଷ୍ଟାଫ ଗୁରୁତର

ସୁନ୍ଦରଗଡ଼: ହାତୀ ଟ୍ରାକିଂ ବେଳେ ବଡ଼ ଅଘଟଣ। ହାତୀ ଆକ୍ରମଣରେ ପାରା ଷ୍ଟାଫ ଗୁରୁତର ହୋଇଛନ୍ତି। ଟ୍ରାକିଂ କ୍ୟାମେରା ବି ଭାଙ୍ଗିଲା ହାତୀ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ତାମଦା ରେଞ୍ଜ ରୁଷି ମଠ ଜଙ୍ଗଲରେ ହାତୀ ଟ୍ରାକିଂ ବେଳେ ଏହି ଅଘଟଣ ଘଟିଛି। ବର୍ତ୍ତମାନ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି…

ଜାଡରେ ଥରୁଛି ମୟୂରଭଞ୍ଜ, ୩ ଡିଗ୍ରୀ ସହ ରେକର୍ଡ ଭାଙ୍ଗିଲା ବାରାକାମୁଡ଼ା

ମୟୂରଭଞ୍ଜ: ରାଜ୍ୟରେ ଏବେ ଶୀତର ଲହରୀ ଜାରି ରହିଛି । ପ୍ରବଳ ଜାଡରେ ଥରୁଛି ମୟୂରଭଞ୍ଜ ଜିଲ୍ଲାର ବାରାକାମୁଡ଼ା। ଆଜି ସର୍ବନିମ୍ନ ତାପମାତ୍ରା ତିନି ଡିଗ୍ରୀ ରହିଛି। ଶିମିଳିପାଳ ପାଦଦେଶରେ ମଧ୍ୟ ଏହାର ପ୍ରଭାବ ଦେଖବାକୁ ମିଳିଛି। ଥଣ୍ଡାର ପ୍ରକୋପ ବଢ଼ିବା ସହ ଘନ କୁହୁଡ଼ି ଦେଖିବାକୁ ମିଳୁଛି।…

ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା, ପରକୀୟା ପ୍ରୀତି ଯୋଗୁଁ ଏପରି କାଣ୍ଡ ଘଟାଇଛନ୍ତି ସ୍ଵାମୀ

ରାଉରକେଲା: ସୁନ୍ଦରଗଡ଼ ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା । ଘଟଣାର ପର୍ଦ୍ଦାଫାସ କଲା ପଶ୍ଚିମାଞ୍ଚଳ ଡିଆଇଜି । ସେପଟେ ମହିଳାଙ୍କ ସ୍ବାମୀ ଦେବେନ ବେହେରା ଓ ନଣନ୍ଦେଇ ଗିରଫ । ମହିଳାଙ୍କ ନଣନ୍ଦେଇ ଜଣେ ପୋଲିସ ଏଏସଆଇ । ତେବେ ଅଭିଯୁକ୍ତ ସ୍ବାମୀ ଗୁଳି କରିଥିବା ନେଇ ସୂଚନା ଦେଇଛି…

ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀ ହେଲେ ମହାନଦୀ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ

ଭୁବନେଶ୍ଵର: ମହାନଦୀ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ହେଲେ ଜଷ୍ଟିସ ବେଲା ଏମ୍ ତ୍ରିବେଦୀ। ଅନେକ ଦିନ ଏହି ପଦବୀ ଖାଲି ପଡିବା ପରେ ମହାନଦୀ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ଭାବରେ ଜଷ୍ଟିସ ତ୍ରିବେଦୀ  ନିଯୁକ୍ତ ହୋଇଛନ୍ତି । ଦୀର୍ଘଦିନ ହେବ ଏହି ଅଧ୍ୟକ୍ଷ ପଦ ଖାଲି ପଡିଥିଲା। ମହାନଦୀକୁ ନେଇ…

ଅସୁରକ୍ଷିତ ରାଜଧାନୀ; ଦିଲ୍ଲୀପ ତିର୍କୀଙ୍କ ମୋବାଇଲ ଚୋରି କରିନେଲେ ଲୁଟେରା

ଭୁବନେଶ୍ୱର: ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ । ସେ ଦିନ ଦ୍ବପ୍ରହର ହେଉ କି ରାତି ଅଧ ସବୁ ସମୟରେ ଏବେ ଚାଲିଛି ଲୁଟେରାଙ୍କ ରାଜ୍ । ଏବେ ଲୁଟେରାଙ୍କ କବଜାରେ ପଡିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା ଭାରତୀୟ ହକି ଖେଳାଳୀ ଦିଲ୍ଲୀପ ତିର୍କୀ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର…