Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହାରାଷ୍ଟ୍ର ବାଘୁଣୀ ପ୍ରେମରେ ଶିମିଳିପାଳର ରାଜା ଟି-୧୨

ବାରିପଦା: ସୁଦୂର ମହାରାଷ୍ଟ୍ରରୁ ଆସିଥିବା ଯମୁନା ପ୍ରେମରେ ପଡିଛି ଶିମିଳିପାଳର ରାଜା ଟି-୧୨ । ଶିମିଳିପାଳର ଜଣାଶୁଣା ମହାବଳ ବାଘ ଟି-୧୨କୁ ଏବେ ପ୍ରେମ ହେଇଯାଇଛି । ଯମୁନାକୁ ଦେଖିବା ପାଇଁ ଖାସ୍ କରି ଅଧା ଜଙ୍ଗଲ ପାର୍ ହେଇ ଯମୁନାଗଡରେ ପହଞ୍ଚିଛି ଟି-୧୨ । ଯେତେବେଳେ ଦେଖିବ ଯମୁନାର…

ଟ୍ରେନ ଧକ୍କାରେ ଦନ୍ତା ମୃତ

ଢେଙ୍କାନାଳ: ଟ୍ରେନ ଧକ୍କାରେ ଦନ୍ତା ମୃତ । ମାଲବାହୀ ଟ୍ରେନ୍ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସଦର ରେଞ୍ଜ ମେରାମଣ୍ଡଳି ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା । ଦନ୍ତା ହାତୀଟି ରେଳ ଲାଇନ୍ ପାର ବେଳେ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ୍ । ଘଟଣାସ୍ଥଳରେ ବନ…

ଓୟୋ ହୋଟେଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଲଜ୍ଜା । ଏକ ଓୟୋ ହୋଟେଲରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ୪ ଜଣ ଯୁବକ । ଏଥିସହ ବଳାତ୍କାର ସମୟର ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ପୀଡ଼ିତା ଓ ତାଙ୍କ ମା’ଙ୍କଠାରୁ ୬୨ହଜାର ଟଙ୍କା ନେଇଯାଇଛନ୍ତି । ଏନେଇ ଘଟଣାର ଅଭିଯୋଗ ପରେ ୪ଜଣ…

ଦୀପାବଳି ବାଣ ଭିତରେ ରାଜଧାନୀରେ ଫୁଟିଲା ବୋମା

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ବରରେ ଫୁଟିଲା ବୋମା । ସହିଦନଗର ୱିନର୍ସ ଆସୋସିଏସନ ପାଖରେ ବୋମାମାଡ଼ । ୩୦ରୁ ୪୦ ଯୁବକ ସଂଘବଦ୍ଧ ଭାବେ ଆସି ବୋମା ଫିଙ୍ଗିଲେ । ବୋମା ମାଡ଼ରେ ଗୋଟିଏ କାର୍‌, ଗୋଟିଏ ବାଇକ୍‌ ଭାଙ୍ଗିଥିବା ନେଇ ସୂଚନା ମିଳିଛି । ଘଟଣା ସ୍ଥଳରେ ସହିଦନଗର ପୋଲିସ ପହଞ୍ଚି…

ନବୀନଙ୍କୁ ହରାଇବାକୁ କଣ୍ଟାବାଞ୍ଝି ପଠାଯାଇଥିଲା: ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ

ଭୁବନେଶ୍ୱର : କିଛିଦିନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେପିରେ ମିଶିବା ନେଇ ତାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ସୂଚନା ଦେଇଛନ୍ତି। ଏହା ସହ ସେ ଏକ ବିସ୍ଫୋରକ ବୟାନ ଦେଇ ରାଜନୈତିକ ହଟଚମଟ ସୃଷ୍ଟି କରିଛନ୍ତି। ସେ କହିଛନ୍ତି, ନବୀନଙ୍କୁ…

ସ୍ତ୍ରୀକୁ ହତ୍ୟା ପରେ ସ୍ଵାମୀର ଆତ୍ମହତ୍ୟା

ବରଗଡ: ସାରା ଦେଶ ଦିପାବଳୀ ଉତ୍ସବ ପାଳନ କରୁଥିବା ବେଳେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ କୁସନପୁରୀ ବିଜୟା ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ଵାମୀ ନିଜେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ୨୮ ବର୍ଷିୟ କିଶୋର…

ଟ୍ରେନ୍ ଟିକେଟ୍ ପାଇଁ ଅଗ୍ରୀମ ସଂରକ୍ଷଣ ଅବଧି ୬୦ ଦିନକୁ ହ୍ରାସ

ଭୁବନେଶ୍ୱର: ଟ୍ରେନ ଟିକେଟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ଭାରତୀୟ ରେଳବାଇ । ଟ୍ରେନ୍ ଟିକେଟ୍ ଅଗ୍ରୀମ ସଂରକ୍ଷଣ ଦିବସ ପାଇଁ ପୂର୍ବର ୧୨୦ ଦିନରୁ ୬୦ ଦିନ ପର୍ଯ୍ୟନ୍ତ ଅଗ୍ରୀମ ସଂରକ୍ଷଣ ଅବଧି ହ୍ରାସ କରିଛି ଯାହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଏହି ପରିବର୍ତ୍ତନର ଲକ୍ଷ୍ୟ…

ଜିଏସ୍‌ଟି ଚଢ଼ାଉ ପରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା: ଜୟପୁର ଚାମ୍ବର୍ ଅଫ୍ କମର୍ସର ୧୨ ଘଣ୍ଟିଆ ବନ୍ଦ ଡାକରା

ଜୟପୁର: ଜିଏସ୍‌ଟି ଟିମ୍‌ର ଚଢ଼ାଉ ପରେ ହୃଦଘାତରେ କୋରାପୁଟ ଜିଲ୍ଲା ଜୟପୁରର ସୁନା ବ୍ୟବସାୟୀ ପି. ହରପ୍ରସାଦ (୪୨)ଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସନ୍ତାକାଲି ଅର୍ଥାତ ଶନିବାର ୧୨ ଘଣ୍ଟା ଜୟପୁରର ସମସ୍ତ ଦୋକାନ ବନ୍ଦ ରହିବ। ଏହି ବନ୍ଦ ଡାକରା ଦେଇଛି ଜୟପୁର ଚାମ୍ବର୍…

୨ ରାଜସ୍ଥାନୀ ବ୍ୟବସାୟୀ ଇବ୍‌ ନଦୀରେ ବୁଡ଼ି ନିଖୋଜ

ଝାରସୁଗୁଡ଼ା: ଇବ୍‌ ନଦୀରେ ବୁଡ଼ି ଦୁଇ ଜଣ ବ୍ୟକ୍ତି ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ଦ୍ୱୟ ରାଜସ୍ଥାନର ସୋହନ ପାଲେୱାଲ ଓ ମଙ୍ଗିଲାଲ ପାଲେୱାଲ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।  ସୂଚନା ଅନୁଯାୟୀ, ସୋହନ ଓ ମଙ୍ଗିଲାଲ କିଛି ସାଙ୍ଗଙ୍କ ସହ ଇବ୍ ନଦୀକୁ ଗାଧେଇବା ପାଇଁ ଯାଇ ଭାସିଯାଇ ନିଖୋଜ…

ଶକ୍ତିଶାଳୀ ହେବ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ କିଟ୍‌ କ୍ୟାମ୍ପସ-୫ ଠାରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ୧୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ଶୋଷଣ, ନିର୍ଯାତନା ଓ ଯୌନ…