Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୪ ତାରିଖରେ ଓଡ଼ିଶାକୁ ଦିନିକିଆ ଗସ୍ତରେ ଆସିବେ ବୋଲି କୁହାଯାଉଛି। ଯଦିଓ ରାଷ୍ଟ୍ରପତି ଭବନରୁ ସରକାରୀ ଯାତ୍ରା ତାଲିକା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ସୂତ୍ରରୁ ଜଣାପଡିଛି ଯେ ରାଷ୍ଟ୍ରପତି ଶକ୍ତି ଉପାସନାର ଏକ ପ୍ରମୁଖ କେନ୍ଦ୍ର…

ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା: ପୁଣି ୨ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିଶନଙ୍କ କାର୍ଯ୍ୟକାଳ

କଟକ: କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା । ଏହାର ତଦନ୍ତ ପାଇଁ ଗଠିତ ନ୍ୟାୟିକ ତଦନ୍ତ କମିଶନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ପୁଣିଥରେ ବୃଦ୍ଧି କରିଛନ୍ତି । ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ ଲକ୍ଷ୍ମୀଧର ବିଶ୍ୱାଳଙ୍କ…

ନାବାଳକକୁ କଙ୍ଗାରୁ କୋର୍ଟ ମାମଲା: ଜଣେ ଗିରଫ, ୩ ଅଭିଯୁକ୍ତ ଚିହ୍ନଟ

କଟକ: ନାବାଳକକୁ ଉଲଗ୍ନ କରି ନିର୍ଘାତ ମାଡ଼ ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କଙ୍ଗାରୁ କୋର୍ଟ ଘଟଣାରେ ଚାଉଳିଆଗଞ୍ଜ ଥାନାରେ ପୀଡ଼ିତ ପରିବାର ପକ୍ଷରୁ ୫ ଜଣଙ୍କ ନାଁରେ ଏତଲା ଦିଆଯାଇଛି। ପୋଲିସ ଜଣେ ଅଭିଯୁକ୍ତ ଗିରଫ କରିବା ସହ ଆଉ ୩ ଜଣ ଚିହ୍ନଟ କରିଛି। ଏବେ ବିଭିନ୍ନ ଭିଡିଓ ଫୁଟେଜ…

୧୩ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ଶନିବାର ସନ୍ଧ୍ୟା ସମୟରେ କଟକ ଏବଂ ଭୁବନେଶ୍ୱର ସମେତ ଓଡ଼ିଶାର ୧୩ଟି ଜିଲ୍ଲା ପାଇଁ ଏକ ସତର୍କତା ଜାରି କରିଛି। ଏହି ସମୟ ମଧ୍ୟରେ କଟକ, ନୟାଗଡ଼, ଗଞ୍ଜାମ, କେନ୍ଦ୍ରାପଡ଼ା, ଦେବଗଡ଼ା, ପୁରୀ, ଖୋର୍ଦ୍ଧା (ଭୁବନେଶ୍ୱର ସମେତ) ଜଗତସିଂହପୁର,…

ଡିଜିଟାଲାଇଜେସନ ହେବ ସ୍ୱାସ୍ଥ୍ୟ ବିଭାଗ, Aarogya 2.0 ଆପରେ ଯୋଡି ହେବ ସମସ୍ତ ଘରୋଇ ଓ ସରକାରୀ ମେଡିକାଲ

ଭୁବନେଶ୍ୱର: ଦେଶର ସ୍ୱାସ୍ଥ୍ୟସେବାକୁ ସମ୍ପୂର୍ଣ୍ଣ ଡିଜିଟାଲ ଓ ଆଧୁନିକ କରିବା ଦିଗରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ୨୯ ଜୁନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଦେଶବ୍ୟାପୀ ଭାବେ ଆରୋଗ୍ୟ ସେତୁ 2.0 ସହ ଏକାଧିକ ନୂତନ ଡିଜିଟାଲ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ…

ଏପ୍ରିଲରୁ ଜୁନ ମଧ୍ୟରେ ଏକାସାଙ୍ଗରେ ହୋଇପାରେ ପଞ୍ଚାୟତ ଓ ପୌର ନିର୍ବାଚନ

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ବଡ଼ ଘୋଷଣା। ୨୦୨୭ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଉଭୟ ପଞ୍ଚାୟତ ଓ ପୌର ଭୋଟ୍ ଏକାସାଙ୍ଗରେ ହେବ। ରାଜ୍ୟରେ ଜନଗଣନା କାର୍ଯ୍ୟ ଶେଷ ହେବା ପରେ ପଞ୍ଚାୟତ ଓ ପୌର ନିର୍ବାଚନ କରାଯିବ। ଏଥିପାଇଁ ରାଜ୍ୟ ନିର୍ବାଚନ…

କଟକ ମୁଣ୍ଡଳୀ ବ୍ରିଜରୁ ଯୁବକ ନିଖୋଜ, ଚାଲିଛି ସର୍ଚ୍ଚ ଅପରେସନ…

କଟକ: କଟକର ମୁଣ୍ଡଳୀ ବ୍ରିଜ ନିକଟରେ ଜଣେ ଯୁବକ ନିଖୋଜ ହେବା ଘଟଣାରେ ଶନିବାର ଏକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ନିଖୋଜ ବ୍ୟକ୍ତି ଜଣକ ବାଙ୍କୀ କୃଷ୍ଣପୁରର ବାସିନ୍ଦା ଟୁକୁନା ସାହୁ ବୋଲି ଚିହ୍ନଟ କରାଯାଇଛି। ଯୁବକଙ୍କ ବାଇକ୍ ବ୍ରିଜ୍ ଉପରେ ପରିତ୍ୟକ୍ତ ଅବସ୍ଥାରେ ମିଳିଥିବା ବେଳେ ସେ…

ସିଏମ୍ଓରୁ ଫାଇଲ୍ ଗାଏବ ମାମଲାର ଖୋଳତାଡ଼: କ୍ୟାପିଟାଲ ଥାନାରେ ହାଜର ହେଲେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର

ଭୁବନେଶ୍ୱର: ରାଜ୍ୟ ରାଜନୀତି ତଥା ପ୍ରଶାସନିକସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର (ସିଏମ୍ଓ)ରୁ ତଦନ୍ତ କମିଶନ ଫାଇଲ ହଜିବା ଘଟଣାରେ ପୋଲିସ ତଦନ୍ତକୁ ଜୋରଦାର କରିଛି। ଏହି ବହୁଚର୍ଚ୍ଚିତ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ତଥା ତତ୍କାଳୀନ…

ଶ୍ୟାମ ମେଟାଲିକ୍ସ ପକ୍ଷରୁ ଓଡ଼ିଶାରେ ଆଲୁମିନିୟମ ଫଏଲ୍ କାରଖାନା କାର୍ଯ୍ୟକ୍ଷମ, ସେପ୍ଟେମ୍ବରରେ FRP ପ୍ଲାଣ୍ଟ…

ଭୁବନେଶ୍ୱର: ଶ୍ୟାମ ମେଟାଲିକ୍ସ ଆଣ୍ଡ୍ ଏନର୍ଜି ଲିମିଟେଡ୍‌ର ସହାୟକ କମ୍ପାନି ଏସ୍‌ଏମ୍‌ଇଏଲ୍ ଷ୍ଟିଲ୍ ଷ୍ଟ୍ରକ୍‌ଚରାଲ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ସମ୍ବଲପୁର ସ୍ଥିତ ଆଲୁମିନିୟମ ଫଏଲ୍ କାରଖାନାରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ଘୋଷଣା କରାଯାଇଛି। ଏହି କାରଖାନାର କ୍ଷମତା ହେଉଛି…

ପଞ୍ଚାୟତିରାଜ ବିଭାଗ ନାଁରେ ଭାଇରାଲ୍ ହେଉଛି ନକଲି ପଦୋନ୍ନତି ଆଦେଶ: ସାଇବର ତଦନ୍ତ ପାଇଁ ଗୃହ ବିଭାଗକୁ ଚିଠି

ଭୁବନେଶ୍ୱର: ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ନକଲି ସରକାରୀ ବିଜ୍ଞପ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନାଁରେ ଏକ ଜାଲ୍ ପଦୋନ୍ନତି ସୋଶିଆଲ ମିଡିଆରେ ପ୍ରମୋସନ୍ ଅର୍ଡର ପ୍ରସ୍ତୁତ କରାଯାଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ବ୍ୟାପକ…