Latest Odisha News

BREAKING NEWS

Browsing Category

ଓଡିଶା

Odisha

Death Penalty:ନାବାଳିକା ଭାଣିଜୀ ହତ୍ୟା ମାମଲାରେ ମାମୁକୁ ମୃତ୍ୟୁ ଦଣ୍ଡାଦେଶ

ବ୍ରହ୍ମପୁର:ନାବାଳିକା ଭାଣିଜୀ ହତ୍ୟା ମାମଲାରେ ମାମୁକୁ ଫାଶୀ ଦଣ୍ଡାଦେଶ । ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଡହୋକ ପକ୍ସୋ କୋର୍ଟ। ଅଭିଯୁକ୍ତ ମାମୁ ହେଲେ ସିପ୍ରିନ ଦିଗାଲ । ୨୦୨୨ରେ ବ୍ରହ୍ମପୁରରେ ନାବାଳିକା ଭାଣିଜୀକୁ ହତ୍ୟା ମାମଲାରେ ଦୋଷୀ ମାମୁ ସିପ୍ରିନ…

୨୦ପଞ୍ଚାୟତର ସ୍ୱାସ୍ଥ୍ୟସେବା ଜଣେ ଫାର୍ମାସିଷ୍ଟ ଓ ଦୁଇ ନର୍ସଙ୍କ ଭରସାରେ…

ଅନୁଗୁଳ: ରେଙ୍ଗାଳି ପ୍ରକଳ୍ପ ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାଁନ୍ତି ଡାକ୍ତର । ଏହି ରେଙ୍ଗାଳି ପ୍ରକଳ୍ପ ସ୍ୱାସ୍ଥ୍ୟକେନ୍ଦ୍ର ଭରସାରେ ରହିଛନ୍ତି ୨୦ ପଞ୍ଚାୟତବାସୀ । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ୫୧ ବର୍ଷର ପୁରୁଣା ରେଙ୍ଗାଳି ପ୍ରକଳ୍ପ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ବି ସ୍ଥାୟୀ ଡାକ୍ତର…

ଆଧାର ଲିଙ୍କ୍ ନକଲେ ମିଳିବନି ଭତ୍ତା: ବଦଳିଲା ପେନସନ୍ ନିୟମ, ଚିନ୍ତାରେ ୩.୩୫ ଲକ୍ଷ ହିତାଧିକାରୀ

ଭୁବନେଶ୍ୱର: ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ପେନସନ୍ ପାଇବାକୁ ହେଲେ ବ୍ୟାଙ୍କ ଆକାଉଣ୍ଟ ସହିତ ନିଜର ଆଧାର ଲିଙ୍କ୍ କରିବା ବାଧ୍ୟତାମୂଳକ…

ସ୍କୁଲ ବହିରେ ବିବାଦ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ, ସରଗରମ ହେଲା ରାଜ୍ୟ ରାଜନୀତି

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ସାମ୍ନାକୁ ଆସିବା ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବହିରେ ପ୍ରାୟ ୧୬୭୮ରୁ ଅଧିକ ଭୁଲ ରହିଥିବା ଜଣାପଡ଼ିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପାରିବାପଣିଆ ଉପରେ ଏବେ ବଡ଼…

ନକଲି ସିବିଆଇ ଅଫିସର ବେଶରେ ‘ଡିଜିଟାଲ୍ ଆରେଷ୍ଟ’ ଠକେଇ: ମୁମ୍ବାଇରୁ ଦୁଇ ସାଇବର ଲୁଟେରାଙ୍କୁ ବାନ୍ଧିଲା ରାଉରକେଲା…

ରାଉରକେଲା: ନିଜକୁ ସିବିଆଇ ଅଫିସର ପରିଚୟ ଦେଇ ସାଧାରଣ ଲୋକଙ୍କୁ ଭୟଭୀତ କରାଇବା ସହ 'ଡିଜିଟାଲ୍ ଆରେଷ୍ଟ' ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ଏକ ବଡ଼ ଧରଣର ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ରାଉରକେଲା ପୋଲିସ। ଏହି ସୁସଂଗଠିତ ରାକେଟ୍‌ରେ ସମ୍ପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ…

କଟକରେ ଜଳବନ୍ଦୀ ସମସ୍ୟାକୁ ନେଇ ରାଜନୀତି ସରଗରମ: ସିଏମ୍‌ସି ଘେରାଉ କଲା ଓଜେସି, ମେୟର ଓ ଗିରିବାଳାଙ୍କ ମଧ୍ୟରେ…

କଟକ: ସହରର ଡ୍ରେନେଜ୍ ବ୍ୟବସ୍ଥା ତଥା କୃତ୍ରିମ ଜଳବନ୍ଦୀ ସମସ୍ୟାକୁ ନେଇ ଆଜି ସହରରେ ଏକ ଅଭାବନୀୟ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। କଟକ ମହାନଗର ନିଗମ (ସିଏମ୍‌ସି)ର ଅପାରଗତା ବିରୋଧରେ ନବଗଠିତ ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ମଙ୍ଗଳବାର ସିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ…

ଏଣିକି ଆକାଶମାର୍ଗରେ ଯୋଡ଼ି ହେବ ବରଗଡ଼ରୁ ଝାରସୁଗୁଡ଼ା! ରାଜ୍ୟ ସରକାରଙ୍କ ଟେବୁଲ୍‌ରେ ଏକ ବଡ଼ ପ୍ରସ୍ତାବ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଯାତାୟାତ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଖୁବଶୀଘ୍ର ଏକ ନୂଆ ଅଧ୍ୟାୟ ଯୋଡ଼ିହେବାକୁ ଯାଉଛି। ଘଣ୍ଟା ଘଣ୍ଟାର ଲମ୍ବା ଯାତ୍ରା ଏଣିକି ଅଳ୍ପ ସମୟ ମଧ୍ୟରେ ଶେଷ ହେବ। କାରଣ ବରଗଡ଼, ସମ୍ବଲପୁର ଏବଂ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ…

ଜାତିଆଣ ପ୍ରସଙ୍ଗରେ ଯୁବକଙ୍କୁ ବାନ୍ଧି ପିଟିପିଟି ମାରିଦେଲେ ଗାଁ ଲୋକେ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଘୁଆପଦର ଗାଁର ତୋଫାନ ନାୟକ ନଡ଼ିଆ ତୋଳିବାକୁ ପାଖ ଖଣତ ଗାଁକୁ ଯାଇଥିଲେ । ସେଠାରେ ସେ ଜଣଙ୍କ ଘରର କବାଟ ଛୁଇଁବାରୁ ଲୋକେ ଜାତିଆଣ ଆକ୍ଷେପ କରି ତାଙ୍କୁ ବାନ୍ଧି ନିର୍ଦ୍ଧୁମ ପିଟି ଥିଲେ । ଘର…

ପାଠ୍ୟ ପୁସ୍ତକରେ ତୃଟି ପ୍ରସଙ୍ଗ; ପିଲାମାନଙ୍କ ଆସ୍ଥା ଓ ବିଶ୍ୱାସର ମୂଳଦୁଆକୁ ଦୁର୍ବଳ କରାଯାଉଛି: ନବୀନ

ଭୁବନେଶ୍ବର: ପ୍ରଥମରୁ ୮ମ ଶ୍ରେଣୀ ନୂଆ ପାଠ୍ୟ ପୁସ୍ତକରେ ତୃଟି ପ୍ରସଙ୍ଗ । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ନବୀନ ତାଙ୍କ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, ବିଦ୍ୟାଳୟର ପୁସ୍ତକ କେବଳ ବହି…

୨୦ ଦିନ ହେବ ଅନ୍ଧାରରେ ଦୁଇ ଗାଁ; ବିଦ୍ୟୁତ୍ ବିଭଗ କାର୍ଯ୍ୟାଳୟକୁ ଘେରାଉ କଲେ ଗ୍ରାମବାସୀ

ସୁନ୍ଦରଗଡ:କିଛି ଦିନ ପୂର୍ବେ ବଜ୍ରପାତରେ ଗାଁର ଟ୍ରାନ୍ସଫର୍ମର ଜଳିଯାଇଥିଲା । କୋଡ଼ିଏ ଦିନ ହେବ ଅନ୍ଧାରରେ ଦୁଇଟି ଗାଁ ରହିଛି । ଏଭଳି ସମସ୍ୟା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଦଲକି ଓ ଭଦରପୁର ଗାଁରେ । ଫଳରେ ନୂଆ ଟ୍ରାନ୍ସଫର୍ମର ଦାବିରେ ବିଦ୍ୟୁତ…