Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଚୈତ୍ର ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି । ଏହି ତିଥିରେ ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି କରାଯିବ । ଏନେଇ ୪ ଘଣ୍ଟା ସନ୍ଧ୍ୟା ୬ରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି । ଏହା ମହାପ୍ରଭୁଙ୍କ ଏକ ଗୁପ୍ତନୀତି । ଏହି ସମୟ…

ମାଲକାନଗିରି: କାରରୁ ନଗଦ ୩ ଲକ୍ଷରୁ ଅଧିକ ଟଙ୍କା ଜବତ

ମାଲକାନଗିରି: ଛତିଶଗଡ଼ ଅଭିମୁଖେ ଯାଉଥିବା ଏକ ଏସୟୁଭିରୁ ପୁଲିସ ୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଛି। ମାଲକାନଗିରି ଭାରପ୍ରାପ୍ତ ମାଜିଷ୍ଟ୍ରେଟ ତଥା ସହକାରୀ ଜିଲ୍ଲାପାଳ ଅଲେଖ ଭୋଇଙ୍କ ନେତୃତ୍ୱରେ ଫ୍ଲାଇଂ ସ୍କ୍ୱାଡ୍ ମଙ୍ଗଳବାର ଚଲାନଗୁଡାରେ ପାଟ୍ରୋଲିଂ କରୁଥିଲେ। ଉଭୟ ରାଜ୍ୟରେ…

୫୫ ନମ୍ବର ଜାତୀୟ ରାଜପଥ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ପ୍ରଶ୍ନ, ଖଟିଆରେ କାହିଁକି ରୋଗୀ ଯାଉଛନ୍ତି ପଚାରିଲେ…

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ସମ୍ବଲପୁର-କଟକ ମଧ୍ୟରେ ଥିବା ୫୫ ନମ୍ବର ଜାତୀୟ ରାଜପଥର ବିପଜ୍ଜନକ ଅବସ୍ଥା ଯୋଗୁଁ ଗତ ଦଶନ୍ଧି ମଧ୍ୟରେ ୨୦୦ରୁ ଅଧିକ ଦୁର୍ଘଟଣା ଘଟିଛି ଏବଂ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବିଜେଡି ସାଂଗଠନିକ ସମ୍ପାଦକ ତଥା…

ରାୟଗଡ଼ାରେ ସ୍କ୍ରାପ୍ ବ୍ୟବସାୟୀଙ୍କ ଠାରୁ ୨୩୭ ବର୍ଷ ପୁରୁଣା ତମ୍ବା ପ୍ଲେଟ୍ ଉଦ୍ଧାର

ଭୁବନେଶ୍ୱର: ଜୟପୁରର ମହାରାଜା ବିକ୍ରମ ଦେବଙ୍କ ପୂର୍ବପୁରୁଷଙ୍କ ସହ ଜଡ଼ିତ ଏକ ତମ୍ବା ପ୍ଲେଟ୍ ରାୟଗଡ଼ା ଜିଲ୍ଲାର ଜଣେ ଧାତବ ସ୍କ୍ରାପ୍ ବ୍ୟବସାୟୀ ଆବିଷ୍କାର କରିଛନ୍ତି। ଏହାପରେ ଐତିହ୍ୟ ଓ ସଂସ୍କୃତି ଗବେଷକ ତଥା କଳିଙ୍ଗ ଏପିଗ୍ରାଫିକାଲ୍ ରିସର୍ଚ୍ଚ ଗ୍ରୁପ୍ (କେଇଆର୍ଜି)ର ସଦସ୍ୟ ବିଷ୍ଣୁ…

୪ ବର୍ଷ ପରେ ଧରାପଡ଼ିଲା ଥାନାରୁ ଫେରାର ହୋଇଥିବା ଅଭିଯୁକ୍ତ

ପାରଳାଖେମୁଣ୍ଡି: ୪ ବର୍ଷ ପରେ ଧରାପଡ଼ିଲା ଥାନାରୁ ଫେରାର ହୋଇଥିବା ଅଭିଯୁକ୍ତ। ଫେରାର ଅଭିଯୁକ୍ତ ହେଲା ସନାତନ କରାଡ଼। ତାଙ୍କ ଘର ଆର.ଉଦୟଗିରି ଥାନା ଏନ୍. ଝାଲରଶିଂ ଗାଁରେ। ଗଞ୍ଜେଇ ଚାଲାଣ କରୁଥିବା ବେଳେ ୨୦୨୦ ମସିହାରେ ମୋହନା ଥାନା ପୋଲିସ ହାତରେ ଧରାପଡ଼ିଥିଲେ ଦୁଇ ଜଣ ଅଭିଯୁକ୍ତ। ଏବେ…

ଖଟିଆରେ ରୋଗୀ ବୁହାହେବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟସେବାର କି ପରିବର୍ତ୍ତନ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସରକାରକୁ କଡ଼ା ସମାଲୋଚନା କରିବା ସହ ଗତ ୨୫ ବର୍ଷ ଧରି ରାଜ୍ୟରେ ଶାସନ କରିବା ସତ୍ତ୍ୱେ ବିଶେଷ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ବିଫଳ ହୋଇଥିବା ଅଭିଯୋଗ…

ବଲାଙ୍ଗୀରରେ ବିଗ୍ ଫାଇଟ୍

ଭୁବନେଶ୍ୱର: ବଲାଙ୍ଗୀର ଦେଖିବ ବଡ ଲଢେଇ । ବିଜେଡି, କଂଗ୍ରେସରୁ ନୂଆ ସିପାହୀ । ରାଣୀଙ୍କୁ ରିପିଟ୍ କଲା ବିଜେପି । କିଏ ଜିତିବ ବଲାଙ୍ଗୀର ବାଜି ? ପୁଣି ପଦ୍ମ ଫୁଟାଇବେ ସଂଗୀତା ସିଂହଦେଓ ? ନା ଶଙ୍ଖନାଦ କରିବେ ସୁରେନ୍ଦ୍ର ସିଂ ଭୋଇ ? କଂଗ୍ରେସକୁ କମବ୍ୟାକ୍ କରାଇ ପାରିବେ କି ମନୋଜ ମିଶ୍ର ?…

ଆସନ୍ତା ୧୧ରେ ରାଜ୍ୟରେ ପାଳନ ହେବ ଇଦ୍

କଟକ: ଆସନ୍ତା ୧୧ ତାରିଖରେ ଓଡ଼ିଶାରେ ପାଳନ ହେବ ଇଦ୍। ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟି ଉକ୍ତ ତାରିଖରେ ଇଦ୍ ପାଳନ ପାଇଁ ନିଷ୍ପତ୍ତି ନେଇଛି। ମଙ୍ଗଳବାର ଏକ ବୈଠକ ପରେ କମିଟି ଏହି ଘୋଷଣା କରିଛି। ସୋମବାର ଅର୍ଥାତ ଆଜି ଚନ୍ଦ୍ର ଦର୍ଶନ ହୋଇ ନଥିବାରୁ ଗୁରୁବାର ଦିନ ଇଦ୍…

ପ୍ରବଳ ଗ୍ରୀଷ୍ମପ୍ରବାହ ମଧ୍ୟରେ ସଫଳ ନିର୍ବାଚନ ପରିଚାଳନା ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ତାରିଖ ଅନୁସାରେ ମଇ ୧୩, ୨୦, ୨୫ ଓ ଜୁନ ୧ରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ମତଦାନ ହେବ । ଏହି…

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ, ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ସେତେ ଜୋର ଅଣ୍ଟା ଭିଡୁଛନ୍ତି। ରାଜ୍ୟରେ ନିର୍ବାଚନ ଆଚରଣ ବିଧିର ଧଜିଆ ଉଡାଉଛି ବିଜେଡି। ଏପରି ଅଭିଯୋଗ ଆଣିଛି ବିଜେପି। ବ୍ରହ୍ମପୁର ବିଜେଡି ଲୋକସଭା ପ୍ରାର୍ଥୀଙ୍କ ପାଇଁ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ପ୍ରଚାର କରିବା ପାଇଁ ବାଧ୍ୟ…