Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୁନ୍ଦରଗଡ଼ ଜଙ୍ଗଲରେ ବୁଲୁଛି ବ୍ଲାକ ପାନ୍ଥର

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ପୁଣି ଠାବ ହେଲା ବ୍ଲାକ ପାନ୍ଥର। ସୁନ୍ଦରଗଡ଼ ହେମଗିରି ଫରେଷ୍ଟ ରେଞ୍ଜ ଗର୍ଜନ ପାହାଡ଼ ଜଙ୍ଗଲରେ ବୁଲୁଥିବା ସନ୍ଧାନ ମିଳିଛି। ଏ ନେଇ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ପ୍ରଦୀପ କୁମାର ମିରାସେ ସୂଚନା ଦେଇଛନ୍ତି । ଅଲ୍ ଓଡ଼ିଶା ଲିଓପର୍ଡ ସର୍ଭେରୁ ଏହି କଳା ବାଘର ସୂଚନା…

୧୬ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ମୋହନ ସରକାର । ନିବନିଯୁକ୍ତି ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଆୟୋଜିତ ସ୍ବତନ୍ତ୍ର…

ଗଣମାଧ୍ୟମର କଣ୍ଠରୋଧ ହେବ ନାହିଁ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଗଣମାଧ୍ୟମର କଣ୍ଠରୋଧ ହେବ ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିନ କହିଛନ୍ତି ଯେ ତାଙ୍କ ସରକାର ଚେଷ୍ଟା କରିବ ଯେ, ଗଣମାଧ୍ୟମ ପୂର୍ଣ୍ଣ ସ୍ୱାଧୀନତା ପାଇବ ଏବଂ ଗଣମାଧ୍ୟମର ସ୍ୱରକୁ କଣ୍ଠରୋଧ ନେଇ କୌଣସି ପ୍ରକରା ପ୍ରୟାସକୁ ବରଦାସ୍ତ କରାଯିବ ନାହିଁ। "ପୂର୍ବ…

କେମିକାଲ ଫ୍ୟାକ୍ଟ୍ରିରୁ ଲିକ୍ ହେଲା ସୋଡିୟମ ହାଇପୋକ୍ଲୋରାଇଟ୍ ଗ୍ୟାସ

ଭୁବନେଶ୍ୱର: କେମିକାଲ ଫ୍ୟାକ୍ଟ୍ରିରୁ ରାସାୟନିକ ଗ୍ୟାସ ଲିକ୍। ଶୁଭମ୍ କେମିକାଲ ନାମକ ଏକ କେମିକାଲ ଫ୍ୟାକ୍ଟ୍ରିରୁ ସୋଡିୟମ ହାଇପୋକ୍ଲୋରାଇଟ୍ ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି। ପ୍ରାୟ ଅଧଘଣ୍ଟା ଧରି ଗ୍ୟାସ ଲିକ୍ ଚାଲିଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏହାକୁ…

ଆଠ ବର୍ଷ ପରେ ଘରକୁ ଫେରିଲା ପୁଅ, ଘଞ୍ଚ ଜଙ୍ଗଲରେ କାଟୁଥିଲେ ‘ବଣ ମଣିଷ’ ଜୀବନ

କେନ୍ଦୁଝର: ଏଥର ପାର୍ବଣ ପରିବାର ପାଇଁ ଆଣିଲା ଖୁସି ଖବର । ଦୀର୍ଘ ଆଠ ବର୍ଷ ପରେ ଘରକୁ ଫେରିଲା ପୁଅ । ଖୁସିରେ ଆତ୍ମହରା ବାପା-ମା’ । ଡିଏମ୍ଏଫ୍ ଆଶ୍ରୟ ଟିମର ସହାୟତାରେ ଦୀର୍ଘ ଆଠ ବର୍ଷ ଧରି ପରିବାରଠୁ ଅଲଗା ହୋଇଯାଇଥିବା ଜଣେ ଯୁବକ ନିଜ ଘରକୁ ଫେରିଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି…

ଉତ୍କଳ ବିଶ୍ଵବିଦ୍ୟାଳୟରେ ପିଜି ନାମଲେଖାରେ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟରେ ପିଜି ନାମଲେଖାରେ ଅନିୟମିତତା । ଏ ନେଇ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି। ପିଜି କାଉନସିଲ୍ ଅଫିସରେ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ର। ମେରିଟ ଲିଷ୍ଟ ପ୍ରକାଶ ପାଇଥିଲା । କିନ୍ତୁ ଏକ ବିଭାଗରେ ଓ୍ବେଟିଂ ଲିଷ୍ଟରେ ମଧ୍ୟ ନାମ…

୧୫ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ ଅମିନ

ଝାରସୁଗୁଡ଼ା: ଲାଞ୍ଚ ନେବାବେଳେ ଧରାପଡ଼ିଲେ ଅମିନ । କିରିମିରା ତହସିଲ ଅମିନ ଭାସ୍କର ମେହେରଙ୍କୁ ଧରିଲା ଭିଜିଲାନ୍ସ । ଜମିଜମା କାଗଜପତ୍ର କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଅମିନ । ସୂଚନା ଅନୁସାରେ, ଜମିଜମା କାଗଜପତ୍ର କରାଇଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର…

ଅକ୍ଟୋବର ୯ରେ ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର: ୩ ଦିନ ପରେ ବ୍ୟାଙ୍କ ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା। ଦଶହରା ପୂର୍ବରୁ ମହିଳାମାନଙ୍କୁ ଭେଟି ଦେବାକୁ ଯାଉଛନ୍ତି ସରକାର। ଗତ ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅକ୍ଟୋବର ୯ରେ ପ୍ରଥମ କିସ୍ତିର ଦ୍ବିତୀୟ…

ଚଳଚଞ୍ଚଳ ଭଣ୍ଡାରଘରଣୀ ପୀଠ, ୯ ଦିନ ନବଧା ରୂପରେ ପୂଜା ପାଇବେ ମା

ନବରଙ୍ଗପୁର: ଆଉ ମାତ୍ର ଦିନ କେଇଟାର କଥା । ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା । ଅପେକ୍ଷାରେ ଭକ୍ତ । ପୂଜା ପେଣ୍ଡାଲ ଥାରୁ ଆରମ୍ଭ କରି ଶକ୍ତିପୀଠ ପର୍ଯ୍ୟନ୍ତ ସବୁଠି ଏବେ ଚଳଚଞ୍ଚଳ । ସେପଟେ ବାଜାବାଜଣା, ଶଙ୍ଖ ଧ୍ବନି ସହିତ ଭକ୍ତ ମାନଙ୍କ ଜୟକାର ଧ୍ୱନିରେ ପ୍ରକମ୍ପିତ ହେଉଛି ନବରଙ୍ଗପୁର…

ପାର୍ବଣ ସମୟରେ ଯାତ୍ରୀ ଭିଡ ଏଡ଼ାଇବା ପାଇଁ ଗଡିବ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର: ପାର୍ବଣ ସମୟରେ ଟ୍ରେନ ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଦ୍ୱାରା ଦେଶର ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାତାୟାତ ପାଇଁ ପୂଜା ସ୍ପେଶାଲ ଟ୍ରେନ୍ ଚଳାଚଳ କରାଯିବ। ଯାହା ୨୦୨୪ ମସିହା ନଭେମ୍ବର ମାସର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ପଦକ୍ଷେପରେ ପୂର୍ବତଟ…