Latest Odisha News

BREAKING NEWS

Browsing Category

ଓଡିଶା

Odisha

ଧରା ପଡିଲେ ଅମାନିଆ ଗାଡି ଚାଳକ, ଗାଡ଼ି ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର: ଗାଡ଼ି ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା । ଓମ୍‌ଫେଡ୍‌ ଛକ ନିକଟରେ କାର୍‌ରୁ ଟଙ୍କା ଜବତ କଲା ପୋଲିସ । ୪ ଲକ୍ଷ ୭୭ ହଜାର ଟଙ୍କା ଜବତ ସହ ଜଣେ ଯୁବକକୁ ଅଟକ ରଖିଛି ପୋଲିସ । ବ୍ୟକ୍ତି ଜଣଙ୍କ ହେଲେ ଦିବ୍ୟଜ୍ୟୋତି ନାୟକ। ପୋଲିସ ତାଙ୍କୁ ଅଟକ ରଖି ଟଙ୍କା ବାବଦରେ ପଚରାଉଚରା…

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’କୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମୋଟ ୬ଟି ବିଭାଗରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ…

ନର୍ସିଂ ଆନ୍ଦୋଳନ ସମ୍ପର୍କରେ ବଡ ଖବର ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ନର୍ସିଂ ସଂଘ ରାଜି ହୋଇଥିବା ନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ସନ୍ଧ୍ୟାରେ ଆଲୋଚନା ପରେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି…

ଭଦ୍ରକ ବିବାଦୀୟ ପୋଷ୍ଟ ମାମଲାରେ ୯ ଅଭିଯୁକ୍ତ ଗିରଫ

ଭଦ୍ରକ: ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ସନ୍ଥିଆ ଠାରେ ଉପୁଜିଥିବା ତୁମୁଳକାଣ୍ଡ ଘଟଣାରେ ପୋଲିସ ଆଜି ୯ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ସହିତ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ବର୍ତ୍ତମାନ ସହରରେ…

ଟିପିଏସଓଡିଏଲର ଏଚଓଟିଟି କେନ୍ଦ୍ର ଓ ଟ୍ୟାମ୍ପର ଟେଷ୍ଟିଂ ଲ୍ୟାବ ଉଦଘାଟିତ

ବ୍ରହ୍ମପୁର: ବ୍ରହ୍ମପୁରର ଆମ୍ବଗଡ଼ ଠାରେ ଏକ ଅତ୍ୟାଧୁନିକ ହ୍ୟାଣ୍ଡସ୍ ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର (ଏଚ୍ଓଟିଟି) ଓ ଟ୍ୟାମ୍ପର ଟେଷ୍ଟିଂ ଲ୍ୟାବ୍ ଉଦଘାଟିତ ହୋଇଛି । କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଓ ମିଟରର ସଠିକ୍ ଉପଯୋଗିତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା…

ସ୍କ୍ରବ୍ ଟାଇଫସରେ ଜଣେ ମହିମା ସାଧୁ ମୃତ

କଟକ: ଆଉ ଗୋଟିଏ ଜୀବନ ନେଲା ସ୍କ୍ରବ୍ ଟାଇଫସ୍। କଟକସ୍ଥିତ ମହିମା ଆଶ୍ରମର ଜଣେ ସାଧୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯାଇଛି। ସୂଚନାନୁସାରେ, ମହିମା ସମ୍ପ୍ରଦାୟର ଜଣେ ଅନୁଗାମୀ ପ୍ରଭାକର ଦାସ ନିଆଳି ବ୍ଲକ ଅନ୍ତର୍ଗତ ଅନଲୋ ଗ୍ରାମରେ ରହୁଥିଲେ। କିଛି ସମୟ ପୂର୍ବରୁ ସେ ଔଷଧୀୟ ଗଛ…

କୋରାପୁଟରେ ପୁଷ୍ଟିହୀନତାର ମୁକାବିଲା ପାଇଁ ୟୁନିସେଫ୍ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ

କୋରାପୁଟ: ନ୍ୟାସନାଲ ହେଲଥ ମିଶନ (ଏନଏଚଏମ୍) ଏବଂ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ୟୁନିସେଫ, କୋରାପୁଟ ଜିଲ୍ଲାରେ ଅପପୃଷ୍ଟି ରୋକିବା ପାଇଁ ଏକ ମିଡିଆ ରାଉଣ୍ଡ ଟେବୁଲ ବୈଠକ ଆୟୋଜନ କରିଛି । ବୈଠକରେ ଜିଲ୍ଲାରେ ଦେଖାଦେଉଥିବା ଗୁରୁତର କୁପୋଷଣ ସମସ୍ୟାର ସମାଧାନ କରିବା ଉପରେ ଆଲୋଚନା…

ଆସନ୍ତା ସୋମବାରରେ ବନ୍ଦ ରହିବ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ସେପ୍ଟେମ୍ବର ୩୦ ତାରିଖ ଅର୍ଥାତ୍ ସୋମବାର ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜରୁରୀ ଗୁରୁତ୍ୱପୂର୍ଣ୍ଣ ସରକାରୀ…

ରାତି ୨ଟାରେ ମହିଳା ଥାନାକୁ ଗଲେ…

ଭୁବନେଶ୍ବର: ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯାଉ । ରାତି ୨ଟାରେ ବି ମହିଳା ଥାନାକୁ ଗଲେ ଧୈର୍ଯ୍ୟର ସହ ଶୁଣ । ଅପରାଧୀ ଯେଉଁ ପଦରେ ରହିଲେ ବି ହେଉ ଆକ୍ସନ୍ । ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀର ଦ୍ବିତୀୟ ଦିନରେ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।…