Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତାମାସରୁ ରାସନ ଖାତାରେ ଚଢିବ ଗହମ

ଭୁବନେଶ୍ବର: ଏଣିକି ରାସନ ଖାତାରେ ମିଳିବ ଚାଉଳ ସାଙ୍ଗରେ ଗହମ । ଆସନ୍ତାମାସ ଠାରୁ ରାସନକାର୍ଡଧାରୀ ମାନେ ପାଇବେ ଗହମ । ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି ଜାରି ହୋଇଛି । ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ରାସନର ୨୦ ପ୍ରତିଶତ ଗହମ ମିଳିବ । ତେବେ…

ଲୋକସେବା ଭବନରେ ଜିଲ୍ଲାପାଳଙ୍କ ଆସର

ଭୁବନେଶ୍ବର: ଲୋକସେବା ଭବନରେ ଆରମ୍ଭ ହେଲା ମୋହନ ସରକାରଙ୍କ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ। ସରକାରକୁ ଆସିବା ପରେ ପ୍ରଥମ ଥର ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନେଇ ବୈଠକ କରୁଛନ୍ତି ରାଜ୍ୟ ସରକାର। ଏଥିରେ ଶାସନ ଓ ପ୍ରଶାସନ ନେଇ ବିଭିନ୍ନ ବିଷୟରେ ଆଲୋଚନା ଚାଲିଛି । ତେବେ…

ରାଜ୍ୟ ସରକାରଙ୍କ ବଡ ଘୋଷଣା: ସରୋଗାସୀରେ ମିଳିବ ପିତାମାତାଙ୍କୁ ଛୁଟି

ଭୁବନେଶ୍ବର: ଏଣିକି ସରୋଗାସୀରେ ବି ମିଳିବ ପିତୃତ୍ୱ ଓ ମାତୃତ୍ୱ ଛୁଟି । ଏମିତି କିଛି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଯଦି କୌଣସି ଦମ୍ପତି ସରୋଗାସୀରେ ନିଜର ସନ୍ତାନ କରିବାକୁ ଚାହୁଁଛନ୍ତି, ଏଣିକି ସେମାନେ ବି ସନ୍ତାନ ଜନ୍ମ ହେବା ପରେ ୧୫ ଦିନ ଛୁଟି ନେଇପାରିବେ । ଏନେଇ ଅର୍ଥ…

ଚିକିଟି ମଦ ମୃତ୍ୟୁ: ‘୨ ମାସରେ ତଦନ୍ତ ଶେଷ କର’

ଗଞ୍ଜାମ: ଚିକିଟି ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ମାମଲାର ୨ ମାସ ଭିତରେ ତଦନ୍ତ ଶେଷ କରି ରିପୋର୍ଟ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ମାମଲାରେ ରାଜସ୍ବ ପର୍ଷଦ ସଦସ୍ୟ ତଥା ବୋର୍ଡ ଅଫ ରେଭନ୍ୟୁ ତଦନ୍ତ କରିବେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏଥିପାଇଁ ୪ଟି…

ସକାଳୁ ଛେଚୁଛି: ଆହୁରି ବର୍ଷା ନେଇ ୩ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ଏବେ ରାଜ୍ୟରେ ଜାରି ରହିଛି ବର୍ଷାର ବିତ୍ପାତ । ଗତ ଦୁଇ ଦିନ ହେବ ବିନା ଫୁରସତରେ ବର୍ଷୁଛି । ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ବର୍ତ୍ତମାନ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ଲାଗିରହିଛି । ସେପଟେ ଆହୁରି ବର୍ଷିବା ନେଇ ଆଗାମୀ ୩ ଘଣ୍ଟା ପାଇଁ ପ୍ରବଳ ବର୍ଷା…

ନର୍ସିଂ କର୍ମଚାରୀ ସଂଘ ଦାବି ଉପରେ ବିଚାରବିମର୍ଶ ପାଇଁ ଗଠିତ ହେଲା ଅନ୍ତଃବିଭାଗୀୟ କମିଟି

ଭୁବନେଶ୍ୱର: ୧୦ ଦଫା ଦାବି ନେଇ ଓଡିଶା ନର୍ସିଂ କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ବିଫଳ ହେବାପରେ ନର୍ସିଂ କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ନର୍ସିଂ କର୍ମଚାରୀ ସଂଘକୁ ସନ୍ତୁଷ୍ଟ କରିବାକୁ ସରକାରଙ୍କ ପକ୍ଷରୁ ପ୍ରୟାସ…

ସାଙ୍ଘାତିକ ସତ୍ୟର ଗୁମର ଫିଟାଇଲା ଏଡିଜିଙ୍କ ଚିଠି!

ଭୁବନେଶ୍ବର: ଆଜି ଏସପି ଓ ଡିସିପିଙ୍କୁ ଚିଠି ଲେଖିଛନ୍ତି ଏଡିଜି । ଯାହା ପୋଲିସ ବିଭାଗର ସାଙ୍ଘାତିକ ସତ୍ୟର ଗୁମର ଫିଟାଇ ଦେଇଛି । ଆଉ ଖଣି ଓ ଶିଳ୍ପାଞ୍ଚଳରେ ପରିବହନ କାର୍ଯ୍ୟରେ ପୋଲିସ ସହାୟତା କରୁଥିବା ସ୍ପଷ୍ଟ ବାରି ହୋଇପଡୁଛି । ଏଓଡିଜିଙ୍କ ଚିଠିରେ ଉଲ୍ଲେଖ ରହିଛି ଯେ, ଫିଲ୍ଡ…

ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର: ସମ୍ବର୍ଦ୍ଧିତ ହେବେ ୧୬ ବୈଜ୍ଞାନିକ

ଭୁବନେଶ୍ୱର: ଘୋଷଣା ହୋଇଛି ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ପୁରସ୍କାର ତାଲିକା । ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଏହି ପୁରସ୍କାର ତାଲିକା ପ୍ରକାଶ ପାଇଛି । ଏଥିରେ ୫ଟି ବର୍ଗରେ ୧୬ ଜଣ ବୈଜ୍ଞାନିକଙ୍କୁ ପୁରସ୍କୃତ କରାଯିବ…

ସାଇବର ଥାନାରେ କଣ୍ଠଶିଳ୍ପୀ ପମି, ମ୍ୟୁଜିକ ଚୋରି ଅଭିଯୋଗ

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ଗାୟକ ପମି ମିଶ୍ର ଭୁବନେଶ୍ୱରର ସାଇବର ଥାନାରେ ଏକ ମ୍ୟୁଜିକ୍ ପ୍ରଡକ୍ସନ୍ ହାଉସ ବିରୋଧରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରଡକ୍ସନ୍ ହାଉସ୍ ତାଙ୍କର ୧୪ ବର୍ଷ ତଳର ପୁରୁଣା ଗୀତକୁ ନିଜର କହି ଆର୍ଥିକ ଲାଭ କରୁଛନ୍ତି। ଘଟଣା ସମ୍ପର୍କରେ ଜାଣିବା…

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଏଥର ଦୁର୍ଗାପୂଜାରେ ରାସ୍ତା ଉପରେ ହେବନି ତୋରଣ

କଟକ: ଏଥର ଦୁର୍ଗାପୂଜାରେ ରାସ୍ତା ଉପରେ ହେବନି ତୋରଣ । ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି ହାଇକୋର୍ଟ । ଏଥିସହ ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି କଟକ ସହରର ରାସ୍ତାଘାଟ ଅବସ୍ଥାକୁ ଅସନ୍ତୋଷ ପ୍ରକାଶ କରିବା ସହ ଶବ୍ଦ…