Latest Odisha News

BREAKING NEWS

Browsing Category

ଓଡିଶା

Odisha

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆଖି ବୁଜିଲା ‘ଅଭି’

ଭୁବନେଶ୍ବର: ପୁଣି ଗଲା ଏକ ହାତୀର ଜୀବନ । ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୭ ମାସର ଅଣ୍ଡିରା ହାତୀ ଶାବକ ‘ଅଭି’ର ମୃତ୍ୟୁ ହୋଇଛି । ହରପିସ୍‌ ସଂକ୍ରମଣରେ 'ଅଭି'ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ କିଛି ଦିନ ହେବ ଅସୁସ୍ଥ ଥିବାରୁ ‘ଅଭି’ ଠିକ୍ ଭାବରେ ଖାଦ୍ୟ ଗ୍ରହଣ କରୁନଥିଲା ।…

ବଢୁଛି ଜଳ ସ୍ତର; ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ହୀରାକୁଦ ଜଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଆଜି ପୁଣି ହୀରାକୁଦ ଡ଼୍ୟାମର ଆଉ ୨ଟି ଗେଟ୍ ଖୋଲାଯାଇଛି । ଏହାକୁ ମିଶାଇ ମୋଟ ୪ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ଚାଲିଛି । ଏନେଇ ହୀରାକୁଦ ଡ଼୍ୟାମ…

ମାଓବାଦୀଙ୍କ ବର୍ବର କାଣ୍ଡ; ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ନିର୍ମମ ହତ୍ୟା

ମାଲକାନଗିରି: ପୁଣି ବଳି ପଡିଲେ ନିରୀହ ଜନତା । ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଭେଜ୍ଜି ଥାନା ଅନ୍ତର୍ଗତ ଭଣ୍ଡାରପଦର ଗ୍ରାମର ସୋୟମ ପାଣ୍ଡୁ (୫୦) । ଖବର ମୁତାବକ, ମାଓବାଦୀ ସୋୟମ ପାଣ୍ଡୁଙ୍କୁ ଘରୁ…

୪୩ ଜଣ ବିଡିଓଙ୍କ ଅଦଳ ବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି ବିଡିଓ ସ୍ତରରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ମୋଟ ୪୩ ଜଣ ବିଡିଓଙ୍କୁ ବଦଳି କରିଛନ୍ତି ସରକାର । ଏନେଇ ଗୁରୁବାର ପଞ୍ଚାୟତରାଜ ଓ ପାନୀୟ ଜଳ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଚନ୍ଦ୍ରମଣି ନାଗଙ୍କୁ ରାଜବଡ଼ାସମ୍ବରରୁ ଟିଟିଲାଗଡ଼କୁ ବଦଳି…

୩ ଘଣ୍ଟା ଯାଏଁ ଏହିସବୁ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର: କଟକ ସମେତ ଓଡିଶାର ୧୩ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାତି ୭ଟା ସୁଦ୍ଧା ସାମାନ୍ଯରୁ ମଧ୍ୟମଧରଣର ବର୍ଷା ହେବା ନେଇ ଆକଳନ କରାଯାଇଛି। ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ଯାଜପୁର, ଭଦ୍ରକ, ଗଞ୍ଜାମ, ଗଜପତି,…

ସୁରକ୍ଷିତ ଉଦ୍ଧାର ହେଲେ ସମୁଦ୍ର ମଝିରେ ଫସିଥିବା ୧୪ ମତ୍ସ୍ୟଜୀବୀ

ପାରାଦୀପ: ପାରାଦୀପ ମହାନଦୀ ମୁହାଣରୁ ସୁରକ୍ଷିତ ଉଦ୍ଧାର ହେଲେ ୧୪ ଜଣ ମତ୍ସ୍ୟଜୀବୀ । ୨ଟି ବୋଟ୍‌ ସହ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କଲା କୋଷ୍ଟଗାର୍ଡ । ସମୁଦ୍ର ଅଶାନ୍ତ ଯୋଗୁଁ ବୋଟ୍‌ ସହ ଫସି ରହିଥିଲେ ଏହି ମତ୍ସ୍ୟଜୀବୀ ମାନେ । ଆଜି ସକାଳୁ ଏପରି ଘଟଣା ଘଟିଛି । ଆଜି ସକାଳେ…

ଥମୁନି ବର୍ଷା: ସବୁଠୁ ଅଧିକ ଭିଜିଛି ତାଳଚେର, ବାଲିକୁଦା

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଲଘୁଚାପର ପ୍ରଭାବ । ତୁହାକୁ ତୁହା ବର୍ଷା ସାଙ୍ଗକୁ କିଛି କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବାଦଲ ଫଟା ବର୍ଷା ମଧ୍ୟ ଅନୁଭୂତ ହୋଇଛି । ଗତ ୨୪ ଘଣ୍ଟାରେ ସବୁଠୁ ବେଶୀ ବର୍ଷା ତାଳଚେରରେ ୧୫୫ ମିଲିମିଟର ଅନୁଭୂତ ହୋଇଛି । ସେହିପରି ବାଲିକୁଦାରେ ୧୦୫…

ଓଡିଶାରୁ ନଡ୍ଡାଙ୍କ ନିଶାନା; କହିଲେ, ‘ଭାଇଭଉଣୀଙ୍କୁ ଆଉ କିଛି ଦିଶୁନି’

ଭୁବନେଶ୍ବର: ଓଡିଶାରୁ ବିରୋଧୀ ଦଳ ନେତାଙ୍କୁ ତେରଛା ନିଶାନା କରିଛନ୍ତି ଜେପି ନଡ୍ଡା । ନାଁ ନନେଇ ରାହୁଲ ଓ ପ୍ରିୟଙ୍କାଙ୍କୁ ସମାଲୋଚନା କରିଛନ୍ତି । ଆଜି ଭୁବନେଶ୍ବର ଆୟୋଜିତ ବିଜେପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି,…

ନୂଆ ସଦସ୍ୟଙ୍କୁ ନଡ୍ଡାଙ୍କ ମନ୍ତ୍ରଣା; ‘ବିଜେପି ଏକମାତ୍ର ଗଣତାନ୍ତ୍ରିକ ପାର୍ଟି’

ଭୁବନେଶ୍ବର: ବିଜେପି ଏକମାତ୍ର ଗଣତାନ୍ତ୍ରିକ ଦଳ । ଯେଉଁଠି ଅତି ସ୍ବଚ୍ଛତା ଭାବେ ସଦସ୍ୟତା ଗ୍ରହଣ କରାଯାଏ । ଆଜି ଭୁବନେଶ୍ବରରେ ଆୟୋଜିତ ବିଜେପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆ ସଦସ୍ୟଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ…

ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର: ଯାଞ୍ଚ ହେବ ମହାପ୍ରସାଦର ମାନ

ପୁରୀ: ତିରୁପତି ଶ୍ରୀ ଭେଙ୍କଟେଶ୍ବର ମନ୍ଦିର ପ୍ରସାଦ ବିବାଦ ତେଜିବା ପରେ ଏବେ ଏହାକୁ ନେଇ ପୁରା ସଜାଗ ରାଜ୍ୟ ସରକାର ପୁରୀ ପ୍ରଶାସନ । ପୂର୍ବରୁ ପୁରୀ ଜିଲ୍ଲାପାଳ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ହେଇଥିବା ଘିଅର ମାନ ଯାଞ୍ଚ କରାଯିବ ବୋଲି କହିଥିବା ବେଳେ ଏବେ  ଶ୍ରୀମନ୍ଦିରରେ…