Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶସ୍ତା ମୂଲ୍ୟରେ ବିକ୍ରି ହେଉଛି କୋଟି କୋଟି ଟଙ୍କାର ସିଟି ବସ୍

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ସହରରେ ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ୨୦ଟି ସିଟି ବସ୍ ଚଳାଚଳ କରୁଛି। କାର୍ଯ୍ୟକ୍ଷମ ନହେବା ପରେ ଏହି ବସ୍ ଗୁଡିକ ସ୍କ୍ରାପ୍ ଭାବରେ ବିକ୍ରି ହୋଇଛି। ରିପୋର୍ଟ ଅନୁଯାୟୀ, ୨୦୧୪ ମସିହାରେ ଓଡିଶା ସରକାର ଏହି ଜିଲ୍ଲା ପାଇଁ ମୋ ବସ୍ ସେବା ଘୋଷଣା କରିଥିଲେ।…

ବିଜେପି ନା ବିଜେଡି, କେଉଁଠି ହେବ ବିସ୍ଫୋରଣ?

ଭୁବନେଶ୍ବର: ବିଜେପି ନା ବିଜେଡି, କେଉଁଠି ହେବ ବିସ୍ଫୋରଣ? କେଉଁ ଦଳର ନେତା କେଉଁ ଦଳକୁ ଯିବେ? ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି । ମମତା ମହନ୍ତ ଓ ସୁଜିତ କୁମାର ବିଜେଡି ଛାଡି…

ରୁକ୍ସାନା ବାନୋ ମୃତ୍ୟୁ ଘଟଣା: ପୋଲିସ ତଦନ୍ତରେ ବାଧା ଦେଲେ ପରିବାର ଲୋକେ

ଭବାନୀପାଟଣା: ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋ ମୃତ୍ୟୁ ଘଟଣା l ପୋଲିସ ତଦନ୍ତରେ ବାଧା ଦେଲେ ରୁକ୍ସାନାଙ୍କ ପରିବାର ଲୋକେ l କବର ଖୋଳି ରୁକ୍ସାନାଙ୍କ ଶବ ବାହାର କରିବାକୁ ସଫା ସଫା ମନା କରିଦେଲେ ରୁକ୍ସାନାଙ୍କ ମା’ l ତେଣୁ ତଦନ୍ତ ନକରି ପୋଲିସଙ୍କ ସହ ମାଜିଷ୍ଟ୍ରେଟ୍‌ ଫେରିଯାଇଥିବା…

ସୁଧୁରୁନି ଆନ୍ଧ୍ର; କୋଟିଆରେ ପୁଣି ମାରିଲା ଷ୍ଟିକର୍‌

ପଟାଙ୍ଗି: ପୁଣି କୋଟିଆରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଆଜି କୋଟିଆ ପଞ୍ଚାୟତର କିଛି ଘରେ ଆନ୍ଧ୍ର ‌ପକ୍ଷରୁ ଷ୍ଟିକର୍‌ ଲାଗିଛି । ତେବେ ଏହି ଷ୍ଟିକରରେ କଣ ଲେଖାଯାଇଛି ଆଉ କେଉଁ ଉଦ୍ଦେଶ୍ୟରେ ଏହା ଲଗାଯାଇଛି ତାହା ଜଣାପଡିନାହିଁ । ଯଦି ଦେଖାଯାଏ ଓଡ଼ିଶା ଓ ଆନ୍ଧ୍ରରେ ସରକାର ବଦଳିଛି ।…

ଶହେ ଦିନ ପୂରିଲା…ସଂପ୍ରସାରଣ କେବେ?

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେପି ସରକାରକୁ ଶହେ ଦିନ ପୂରିଛି । ହେଲେ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିନାହାନ୍ତି ମୋହନ ସରକାର। ୨୨ ଜାଗାରେ ୧୬ଜଣ ମନ୍ତ୍ରୀ ସାମିଲ ହୋଇଥିବା ବେଳେ ଆହୁରି ୬ଟି ପଦବୀ ଖାଲି ପଡିଛି । ଚର୍ଚ୍ଚା ହେଉଥିଲା, ଶପଥ…

ନିଲମ୍ବିତ ସବ୍-ଇନ୍ସପେକ୍ଟରଙ୍କୁ ଗରିଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ନିଲମ୍ବିତ ସବ୍-ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସଙ୍କ ବିରୋଧରେ ଓଡିଶା ଭିଜିଲାନ୍ସ ଏକ ନୂଆ ମାମଲା ରୁଜୁ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଭିଜିଲାନ୍ସ ବିଜ୍ଞପ୍ତି ଅନୁଯାୟୀ ବିଞ୍ଝାରପୁର ଥାନାର ଏସଆଇ କେଶବ ଚନ୍ଦ୍ର ଦାସଙ୍କ…

ସୁଭଦ୍ରା ଯୋଜନାକୁ ନେଇ ବଡ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ୨୫ ଲକ୍ଷ ମହିଳା ସାମିଲ ହୋଇସାରିଥିବାବେଳେ, ସେମାନଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳି ସାରିଛି । କିଛି ଦିନ ଭିତରେ ସୁଭଦ୍ରା ଯୋଜନାରେ ଆଉ ୨୫ ଲକ୍ଷ ମହିଳାଙ୍କୁ…

ଭରତପୁର ଥାନା ମାମଲା: ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା l କୋର୍ଟରେ ହାଜର ହେଲେ ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର l ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଜେଏମ୍‌ଏଫ୍‌ସି କୋର୍ଟର ହାଜର କରିଛି କ୍ରାଇମବ୍ରାଞ୍ଚ । ତେବେ ଦୀନକୃଷ୍ଣଙ୍କ ପଲିଗ୍ରାଫ୍‌…

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ପରିସରରେ ନର୍ସିଂ କର୍ମଚାରୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ପୁରୀ: ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଚଳିତ ମାସ ୨୧ ତାରିଖରେ ୧୦ ଦଫା ଦାବି ନେଇ ସମସ୍ତ ମେଡିକାଲରେ ଗଣ ଧାରଣା ଦିଆଯାଇଥିଲା ହେଲେ ତାହା ସୁଫଳ ହୋଇନାହିଁ । ଯାହାକୁ ନେଇ ଆଜି ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପରିସରରେ ନର୍ସିଂ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ…

ଆସନ୍ତାକାଲି ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର: କାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା l ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ l ଦିନିକିଆ ଓଡ଼ିଆ ଗସ୍ତରେ ଆସି ଭୁବନେଶ୍ୱରସ୍ଥିତ ବିଜେପି ପାର୍ଟି ଅଫିସ୍‌ରେ ପହଞ୍ଚିବେ ଜେପି ନଡ୍ଡା l ସାଂସଦ, ବିଧାୟକ, ଦଳୀୟ କର୍ମକର୍ତ୍ତାଙ୍କ…