Latest Odisha News

BREAKING NEWS

Browsing Category

ଓଡିଶା

Odisha

ସତର୍କ ରୁହନ୍ତୁ ! ପ୍ରବଳ ବର୍ଷା ଓ ବିଜୁଳି, ଘଡ଼ଘଡି ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଦୁର୍ବଳ ହୋଇଛି ଲଘୁଚାପ। ଏହା ଘୂର୍ଣ୍ଣିବଳୟ ଭାବେ ଛତିଶଗଡ ଉପରେ ରହିଛି। ତଥାପି ଏହାର ପ୍ରଭାବରେ ଆସନ୍ତାକାଲି ଯାଏ ବର୍ଷା ରହିବ। ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଅନେକ ସ୍ଥାନରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ରହିବ। ଝଡତୋଫାନ ମଧ୍ୟ ବୋହିବ। ଏନେଇ…

ଆସୁଛନ୍ତି ମା’, ଶକ୍ତିପୀଠରେ ଧୁମଧାମରେ ପାଳନ ହେଉଛି ଷୋଡଶ ଉପଚାର ବିଧି

ଯାଜପୁର: ବର୍ଷାକୁ ବିଦାୟ ଦେଇ ଆସିଛି ଶରତ । ଚାଲିଛି ପାର୍ବଣ ଋତୁ । ଧରା ପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଧିନି ମା ଦୁର୍ଗା । ମାଙ୍କ ଆଗମନକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଁ ସଜବାଜ ଆରମ୍ଭ ହୋଇ ଗଲାଣି । ତେବେ ଏହି ଅବସରରେ ରାଜ୍ୟର…

ବେଙ୍ଗଲୁରୁ ମହାଲକ୍ଷ୍ମୀ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା

ଭଦ୍ରକ: ବେଙ୍ଗଲୁରୁ ମହାଲକ୍ଷ୍ମୀ ହତ୍ୟା ମାମଲା । ଆତ୍ମହତ୍ୟା କଲା ମୁଖ୍ୟ ଅଭିଯୁକ୍ତ । ଭଦ୍ରକରେ ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ପ୍ରତାପ ରାୟ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ଧୁଷୁରି ଥାନା କୁଳେଇପଦା ଗାଁ ଶ୍ମଶାନରୁ ମୁକ୍ତିରଞ୍ଜନର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏନେଇ…

ତିରୁପତି ମନ୍ଦିର ପରେ ଶ୍ରୀମନ୍ଦିର ପ୍ରସାଦକୁ ନେଇ ଉଠିଲା ପ୍ରଶ୍ନ, ମାନ ଯାଞ୍ଚ ପାଇଁ ନିଯୁକ୍ତ ହେବେ ଫୁଡ୍‌ ଅଫିସର

ପୁରୀ: ଶ୍ରୀମନ୍ଦିର ପ୍ରଶାସନରେ ନିଯୁକ୍ତ ହେବେ ଫୁଡ୍‌ ଅଫିସର । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଶ୍ରୀମନ୍ଦିରରେ ମହାପ୍ରସାଦ, ଶୁଖିଲି ଭୋଗର ମାନ ଯାଞ୍ଚ କରିବା ସହ ଶ୍ରୀମନ୍ଦିରରେ ବ୍ୟବହୃତ ଭୋଗ ସାମଗ୍ରୀ ଓ ଘିଅର ଶୁଦ୍ଧତା ଯାଞ୍ଚ କରିବେ ଏହି ଅଫିସର ମାନେ ।…

୫ ଦିନ ପରେ କାବୁ ହେଲା କବ୍‌ଜାକାରୀ ଯୁବକ

ବଣାଇ: ୫ ଦିନ ପରେ କାବୁ ହେଲା କବ୍‌ଜାକାରୀ ଯୁବକ । ମହୁଲପଦା ଥାନା ବଡ଼ଜଲ ପ୍ରାଥମିକ ସ୍କୁଲ ଛାତରୁ କବ୍‌ଜାକାରୀ ଯୁବକକୁ ଧରିଲା ପୋଲିସ, ଅଗ୍ନିଶମ ବାହିନୀ ଓ ଡିଭିଏଫ୍ । ଲୁହା ଓ ଷ୍ଟିଲ କବାଟକୁ ଢାଲ ବନାଇ ଯୁବକକୁ ଧରିଲେ ସୁରକ୍ଷା କର୍ମୀ । କବ୍‌ଜାକାରୀ ଯୁବକକୁ ଧରି ମହୁଲପାଲି ଥାନା…

ଆସନ୍ତା ୧ରେ ଲଞ୍ଚ ହେବ ‘ଗାର୍ଭି ଗୁଜୁରାଟ’ ଭାରତ ଗୌରବ ଡିଲକ୍ସ ଏସି ଟୁରିଷ୍ଟ ଟ୍ରେନ୍

ଭୁବନେଶ୍ବର: ଭାରତୀୟ ରେଳବାଇ ଅକ୍ଟୋବର ୧ରେ ଦିଲ୍ଲୀରୁ "ଗାର୍ଭି ଗୁଜୁରାଟ" ଭାରତ ଗୌରବ ଡିଲକ୍ସ ଏସି ଟୁରିଷ୍ଟ ଟ୍ରେନ୍ ଲଞ୍ଚ କରିବ । ଏସି-I, ଏସି-II ଏବଂ ଏସି-III ଶ୍ରେଣୀ ସହିତ ଗାର୍ଭି ଗୁଜୁରାଟ ଡିଲକ୍ସ ଏସି ଟୁରିଷ୍ଟ ଟ୍ରେନ୍ ସମୁଦାୟ ୧୫୦ ପର୍ଯ୍ୟଟକଙ୍କୁ ସ୍ଥାନିତ କରିବ । ଅକ୍ଟୋବର…

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଜି ଓଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । କଟକ ମହାନଗର ନିଗମ କମିଶନର ଭାବେ ଅନାମ ଚରଣ ପାତ୍ର ନିଯୁକ୍ତ ହୋଇଛନ୍ତି । ସେହିପରି କଳ୍ପତରୁ ବେହେରା ହେଲେ କଟକ ମହାନଗର ନିଗମ ଅତିରିକ୍ତ କମିଶନର । ଓକାକ ମୁଖ୍ୟ ନିର୍ବାହୀ ଅଧିକାରୀ ହେଲେ ପ୍ରଦୀପ କୁମାର ରାଉତ ।…

ନଭେମ୍ବର ୧୬ ମୟୂରଭଞ୍ଜରେ ଆଞ୍ଚଳିକ ଛୁଟି, ଜାଣନ୍ତୁ କାରଣ

ଭୁବନେଶ୍ଵର: ନଭେମ୍ବର ୧୬ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଞ୍ଚଳିକ ଛୁଟି ଘୋଷଣା । ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀ ଉପଲକ୍ଷେ ଆଞ୍ଚଳିକ ଛୁଟି ଘୋଷଣା କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ । ସୂଚନା ଅନୁସାରେ, ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ନଭେମ୍ବର ୧୬ ତାରିଖ କୁ ମୟୂରଭଞ୍ଜ…

ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ତମ୍ବାଖୁମୁକ୍ତ ସମାଜ ଅଭିଯାନ ୨.୦

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେଲା ତମ୍ବାଖୁ ନିବାରଣ କେନ୍ଦ୍ର (ଟିସିସି)। ଆଭାସୀ ମାଧ୍ୟମରେ ଏହି କେନ୍ଦ୍ରକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା । ତାଙ୍କ ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଜ୍ୟ ମନ୍ତ୍ରୀ ପ୍ରତାପରାଓ ଯାଦବ ମଧ୍ୟ…

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡିଶା ସେବିକା କର୍ମଚାରୀ ସଂଘ ପ୍ରତିନିଧିଙ୍କ ସହ ଆଲୋଚନା

ଭୁବନେଶ୍ୱର: ଓଡିଶା ସେବିକା କର୍ମଚାରୀ ସଂଘର ପ୍ରତିନିଧିମାନଙ୍କ ସହ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ଲୋକସେବା ଭବନ ସ୍ଥିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମ୍ମିଳନୀ କକ୍ଷରେ ଦିନ ୧୧ ଟାରେ ଏହି ବୈଠକରେ ନର୍ସିଂ ଅଫିସରମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା…