Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦନ୍ତା ନେଲା ଦୁଇ ଜୀବନ

ବାରିପଦା: ଦନ୍ତା ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହେବା ଖବର ସାମ୍ନାକୁ ଆସିଛି। ମୟୂରଭଞ୍ଜ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ପୃଥକ ସ୍ଥାନରେ ୨ଜଣଙ୍କ ମୃତ୍ୟୁ ଘଟିଛି । ମୋରଡ଼ା ବ୍ଲକ ସନପୁରିଆ ଓ ଉଲିଡିହି ଗାଁରେ ଦନ୍ତା ହାତୀ ଉତ୍ପାତ ଚଲାଇଛି। ଦୀର୍ଘ ଦିନ ଧରି ଉପଦ୍ରବ ମଚାଉଥିବା…

ପୁଣି ସୃଷ୍ଟି ହୋଇପାରେ ଲଘୁଚାପ: ୫ ଦିନ ପ୍ରବଳ ବର୍ଷିବ, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୬ ତାରିଖରେ ପ୍ରବଳ ବର୍ଷା ହେବ। ସୋମବାର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। କିନ୍ତୁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ…

ଶିଶୁ ଯୌନ ଶୋଷଣ: ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟକୁ ରାଜ୍ୟ ସରକାରଙ୍କ ସମର୍ଥନ

ଭୁବନେଶ୍ୱର: ଶିଶୁ ଯୌନ ଶୋଷଣ ବିରୁଦ୍ଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣେଇବେ । ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟକୁ ରାଜ୍ୟ ସରକାର ପୂର୍ଣ୍ଣ ସମର୍ଥନ ଜଣାଇବା ସହ ରାଜ୍ୟରେ କୌଣସି ପ୍ରକାର ଶିଶୁ ଯୌନ ଶୋଷଣକୁ ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗ…

କୋଣାର୍କ ସୂର୍ଯ୍ୟ ମନ୍ଦିର ଚାରି ପାର୍ଶ୍ୱରେ ହେଲା ଜିପିଆର୍‌ ସର୍ଭେ

କୋଣାର୍କ: ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ଓ ଚତୁଃପାର୍ଶ୍ବରେ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର (ଜିପିଆର୍) ସର୍ଭେ ଆରମ୍ଭ ହୋଇଛି । ଏହି ପଦ୍ଧତ୍ତି ମାଧ୍ୟମରେ ମାଟି ତଳେ ୧୫ ମିଟର ପର୍ଯ୍ୟନ୍ତ ସ୍କାନ କରାଯାଇଛି । ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ଜିଓଫିଜିକାଲ ରିସର୍ଚ୍ଚ…

ସଂକ୍ରମିତ ୨ ଜିଲ୍ଲାରେ ବାର୍ଡ ଫ୍ଲୁ ନିୟନ୍ତ୍ରଣାଧୀନ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଦୁଇଟି ଜିଲ୍ଲାର ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳରେ କୁକୁଡ଼ା ଚାଷ ଉପରେ ସରକାରଙ୍କ ନିଷେଧାଦେଶ ଜାରି ରହିଛି। ଏହାରି ମଧ୍ଯରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଲାନନ୍ଦ ମଲ୍ଲିକ ସୋମବାର କହିଛନ୍ତି ଯେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଗଣମାଧ୍ୟମକୁ ସୂଚନା…

୪ ହଜାରରୁ ଉର୍ଦ୍ଧ୍ବ କଫ୍‌ ସିରପ ବୋତଲ ଜବତ, ୧୭ ଗିରଫ

ବରଗଡ: ବରଗଡ ସହରରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ନିଶା କରବାର । ଏହାକୁ ରୋକିବା ଦିଗରେ ପୋଲିସ ମଧ୍ୟ ନୂତନ କୌଶଳ ଆପଣେଇ ନିଶା ବେପାରୀ ମାନଙ୍କୁ ଧରିବାରେ ସଫଳ ହୋଇଛି l ତେବେ ବରଗଡ଼ ରିଜର୍ଭ ପୋଲିସ ଛକରେ ବ୍ୟାପକ ମାତ୍ରାରେ କଫ ସିରପ ଜବତ କରିଛି ଟାଉନ ପୋଲିସ । ସୋମବାର ଦିନ…

କ୍ଷୀରରେ ଅପମିଶ୍ରଣ, ଚଢାଉ ପରେ ତନାଘନା

କଟକ: ପୂର୍ବରୁ ଅନେକ ସମୟରେ ଘିଅ, ଖାଇବା ତେଲ, ମସଲାଗୁଣ୍ଡ, ହଳଦୀ ଗୁଣ୍ଡ ତ ପୁଣି କେବେ ଅନେକ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଥିବା ଖବର ସାମ୍ନାକୁ ଆସିଛି । ଆଉ ଏହାକୁ କିଣି ଖାଉଛନ୍ତି ଲୋକେ । ଫଳରେ ନା ନା ରୋଗରେ ପୀଡିତ ହେଉଛନ୍ତି । ସେହିପରି ପୁଣି ଏକ ନକଲି ସାମଗ୍ରୀ ସାମ୍ନାକୁ ଆସିଛି…

ଦରଦାମ କଥା ଉଠାଇ ସରକାରଙ୍କୁ ଘେରିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜେଡି ସରକାରର ୨୪ ବର୍ଷ ଶାସନରେ ରାଜ୍ୟରେ ଗରିବୀ ୭୦ ପ୍ରତିଶତ ରୁ ୧୦ ପ୍ରତିଶତ କମିଛି । କଳାହାଣ୍ଡି ଓ ନବରଙ୍ଗପୁର ସମେତ ସାରା ରାଜ୍ୟର ବିକାଶ ପାଇଁ ବିଜେଡି ସରକାର ସମୟରେ ଅନେକ କାମ ହୋଇଛି । ବିଭିନ୍ନ କ୍ଷେତ୍ରରେ କଳାହାଣ୍ଡିର ବିକାଶ ଯଥା, ମେଡିକାଲ କଲେଜ,…

ଅଲୋଡା ଶିଶୁ କନ୍ଯା; କ୍ୟାପିଟାଲ ହସ୍ପିଟାଲର ଡଷ୍ଟବିନରୁ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଡଷ୍ଟବିନରୁ ସୋମବାର ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ସୂଚନାନୁସାରେ, ଡାକ୍ତରଖାନାର କିଛି ଲୋକ ଶିଶୁ କନ୍ୟାକୁ ଓଡ଼ିଶା ସରକାରଙ୍କ ପେଡିଆଟ୍ରିକ୍ ୱାର୍ଡ ନିକଟରେ ଥିବା ଡଷ୍ଟବିନ ଭିତରେ ପଡ଼ିଥିବାର…

୨୦ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ମହାନଦୀ ସେତୁ ଉପରୁ ଚପଲ ବାଇକ୍ ଉଦ୍ଧାର ଘଟଣା । ୨୦ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଭୁଦୋବର ନିକଟସ୍ଥ ମହାନଦୀ କୂଳରେ ଏକ ମୃତ ଦେହ ଭାସୁଥିବା ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ…