Latest Odisha News

BREAKING NEWS

Browsing Category

ଓଡିଶା

Odisha

ସତରେ ଥିଲା କି ଗୁପ୍ତ ସୁଡଙ୍ଗ….କ’ଣ ଯାଞ୍ଚ କଲା ରାଡର୍? ବଢୁଛି ଉତ୍କଣ୍ଠା

ପୁରୀ: ଶେଷ ହେଲା ଏଏସଆଇ ଦ୍ବାରା ରତ୍ନଭଣ୍ଡାରର ବୈଷୟିକ ଯାଞ୍ଚ ପ୍ରକ୍ରିୟା । ଏହି ସର୍ଭେରେ ୩ଟି ଆଣ୍ଟିନା ମାଧ୍ୟମରେ ଭିତର ରତ୍ନଭଣ୍ଡାରର ସମସ୍ତ ଡାଟା ଜେନେରେଟ କରିଛି ଏନଜିଆରଆଇ ଟିମ୍ । ଏହାର ଚୂଡାନ୍ତି ରିପୋର୍ଟ ଆସିବା ପରେ ସବୁ ଚର୍ଚ୍ଚା ଉପରୁ ପରଦା ହଟିବ । ବାସ୍ତବରେ ଭିତର…

ତିରୁପତି ମନ୍ଦିର ବିବାଦ ନେଇ ଶ୍ରୀମନ୍ଦିରରେ ଛନକା: ଯାଞ୍ଚ ହେବ ଘିଅ!

ପୁରୀ:  ତିରୁପତି ଶ୍ରୀ ଭେଙ୍କଟେଶ୍ବର ମନ୍ଦିରରେ ଯେଉଁ ବିବାଦ ଦେଖାଦେଇଛି ତାହା ଏବେ ପୁରା ଦେଶରେ ହଇଚଇ ସୃଷ୍ଟି କରିଛି । ଭକ୍ତଙ୍କ ଆବେଗକୁ ମଧ୍ୟ ଠେସ୍ ପହଞ୍ଚିଛି । ସେପଟେ ଏହାର ପ୍ରଭାବ ମଧ୍ୟ ଦେଶର ସମସ୍ତ ମନ୍ଦିରରେ ଦେଖାଦେଲାଣି ।  ଏନେଇ ସବୁ ମନ୍ଦିର ପ୍ରଶାସନ ଏନେଇ ସଜାଗ ହେଲେଣି ।…

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବୁର୍ଲା ଭୀମସାରକୁ ୧୧ ଲକ୍ଷ ଫାଇନ୍

ସମ୍ବଲପୁର: ବୁର୍ଲା ଭୀମସାରକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୧୧ ଲକ୍ଷ ୨୦୦ ହଜାର ଟଙ୍କା ଜରିମାନା କରାଯାଇଛି । ଠିକ୍ ଭାବେ ବର୍ଜ୍ୟ ବସ୍ତୁ ପରିଚାଳନା କରାଯାଉ ନ ଥିବା ଅଭିଯୋଗରେ ଏହି ଜରିମାନା କରାଯାଇଥିବା ସୂଚନା ରହିଛି । ୨୦୨୩ ଅଗଷ୍ଟ ମାସରେ ଭୀମସାରକୁ କେନ୍ଦ୍ରୀୟ…

ମାସେ ପରେ ନିଦ ଭାଙ୍ଗିଲା !

ଭୁବନେଶ୍ବର: ନେଇଗଲା ମହାରାଷ୍ଟ୍ର, ଚାହିଁ ଜଳକା ଓଡିଶା। ରାଜ୍ୟ ହାତରୁ ଖସିଗଲା ଜେଏସଡବ୍ଲୁ ଇଭି ପ୍ରକଳ୍ପ। ଅଗଷ୍ଟ ୨୨ତାରିଖରେ ଏନେଇ ଖବର ପ୍ରକାଶ କରିଥିଲା ଓଡିଶା ସମ୍ବାଦ । ଜେଏସଡବ୍ଲୁ ଗ୍ରୁପ ମହାରାଷ୍ଟ୍ରରେ ଇଭି ଓ ବ୍ୟାଟେରୀ ପ୍ଲାଣ୍ଟ ନେଇ ୫୨ହଜାର ୨ଶହ କୋଟି ଟଙ୍କା ନିବେଶ କରିବା…

ତିରୁପତି ପ୍ରଭାବ; ଓଡିଶାର ସମସ୍ତ ମନ୍ଦିରରେ ଓମଫେଡ୍ ଘିଅ ବ୍ୟବହାର କରିବାକୁ ଦାବି

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ସ୍ଥିତ ପ୍ରସିଦ୍ଧ ତିରୁପତି ମନ୍ଦିରରେ ପଶୁ ଚର୍ବିଯୁକ୍ତ ଘିଅରେ ଲଡୁ ପ୍ରସ୍ତୁତ ହେଉଥିବା ଖବର ସାରା ବିଶ୍ବରେ ଆଲୋଡନ ସୃଷ୍ଚି କରିଛି । ଯାହା ଦ୍ବାରା କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ବାସରେ କଠୋରାଘାତ ହୋଇଛି । ଏନେଇ ଓଡିଶାରେ ଏବେ ଏହାର ପ୍ରଭାବ ଦେଖିବାକୁ…

ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ପ୍ରବଳ ବର୍ଷିବ, ୩ ଘଣ୍ଟା ପାଇଁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ପୁଣି ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଗାମୀ ୫ ଦିନ ପ୍ରବଳ ବର୍ଷିବା ନେଇ ଓ୍ବାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରରେ…

ତେଜୁଛି ବିବାଦ: ଥାନାରେ ପହଞ୍ଚିଲା ବିଜେଡି କଳି

ଭୁବନେଶ୍ବର: ତେଜିବାରେ ଲାଗିଛି ଭୁବନେଶ୍ବର ବିଜେଡି ବିବାଦ । ଶଙ୍ଖଭବନରୁ ଏବେ ଥାନାରେ ପହଞ୍ଚିଲା ବିଜେଡି କଳି । ବିରଞ୍ଚି ମହାସୁପକାରଙ୍କ ସମର୍ଥକ ଅବିନାଶ ପାତ୍ର ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ରାକେଶ ପାତ୍ରଙ୍କ ନାଁରେ ଏୟାରଫିଲ୍ଡ ଥାନାରେ ଫେରାଦ ହୋଇଛନ୍ତି । ଅଶୋକ ପଣ୍ଡା, ରାକେଶ…

କ୍ୟାପିଟାଲ ହସ୍ପିଟାଲରେ ପଡିରହିଛି ଅଳିଆ, କୁଆଡେ ଗଲେ ସଫେଇ କର୍ମଚାରୀ?

ଭୁବନେଶ୍ବର: ଭୁବନେଶ୍ବର ପ୍ରମୁଖ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ । ଯେଉଁଠିକି ଦୈନିକ ଶହ ଶହ ରୋଗୀ ଆସନ୍ତି । ହେଲେ ଏବେ ସେଠି ନାକ ଦେଇହଉନି । ଯେଉଁଠି ଦେଖ ପଡିରହିଛି ଅଳିଆ, ସିରିଞ୍ଜ । ଡଷ୍ଟବିନ୍ ପୂରିଗଲାଣି । ଅଳିଆରୁ ଗନ୍ଧ ବି ଆସିଲାଣି । ସେଠି ସେମିତି ଅସ୍ବାସ୍ଥ୍ୟକର ପରିବେଶ…

ବିବାଦୀୟ ଥାନାରେ ଶେଷରେ ଲାଗିଲା ସିସିଟିଭି..

ଭୁବନେଶ୍ବର: ବିବାଦୀୟ ତଥା ବର୍ତ୍ତମାନର ଚର୍ଚ୍ଚିତ ଭରତପୁର ଥାନାରେ ପରିଶେଷରେ ସିସିଟିଭି ଲାଗଛି । ଖାଲି ସିସିଟିଭି ଲାଗିନି, ଏହାକୁ ମନିଟର ସହ ଯୋଡି ଚାଲୁ ମଧ୍ୟ କରାଯାଇଛି । ଥାନାର ବିଭିନ୍ନ ସ୍ଥାନକୁ ସିସିଟିଭି ପରିସରଭୁକ୍ତ କରାଯାଇଛି । ଥାନାରେ କେଉଁ ସ୍ଥାନରେ କ’ଣ ଚାଲିଛି ତାହା…

ଚଳନ୍ତା ଟ୍ରକ୍‌ରେ ନିଆଁ; ପୋଡ଼ିଗଲା ୩୦ ଟନ୍‌ ଡାଲି

ନିଆଳି: ଚଳନ୍ତା ଡାଲି ଟ୍ରକ୍‌ରେ ଲାଗିଲା ନିଆଁ। ପୋଡ଼ିଗଲା ୩୦ ଟନ୍‌ ଡାଲି। କଟକ ଜିଲ୍ଲା ଅଡ଼ଶପୁର-ନିଆଳି ରାସ୍ତାର ଅମଣାକୁଦ ଛକରେ ଏହି ଘଟଣା ଘଟିଛି। ନିଆଁ ଆୟତ୍ତ କଲା ଅଡ଼ଶପୁର ଓ ନିଆଳି ଅଗ୍ନିଶମ ବାହିନୀ। ବଶଃତ ଟ୍ରକ୍‌ ଡ୍ରାଇଭରର କିଛି ହୋଇନାହିଁ। ରାୟପୁରରୁ କୋଣାର୍କ ଯାଉଥିଲା ଡାଲି…