Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ପାରାଦୀପ: କୁଜଙ୍ଗ କୋଠିଆସାହି ହମ୍ପ୍ସ ନିକଟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ତାଳଦଣ୍ଡାରୁ ଘରକୁ ଫେରିଲା ବେଳେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କୁଜଙ୍ଗ ପ୍ରାଥମିକ ଚିକିତ୍ସାଳରେ ଭର୍ତ୍ତି କରାଯିବା ପରେ କଟକ ବଡ଼…

ଆଜି ସୃଷ୍ଟି ହେବ ଲଘୁଚାପ, ୩ଦିନ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ଵର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟ ଏବେ   ପଶ୍ଚିମ-ଉତ୍ତର ଦିଗରେ ଗତି କରୁଛି । ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଆସନ୍ତା ୨୬ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ…

ଦେବଦତ୍ତ ପଟ୍ଟନାୟକଙ୍କ ପୁସ୍ତକ “ରାମାୟଣ ବନାମ ମହାଭାରତ” ଉନ୍ମୋଚିତ

ଭୁବନେଶ୍ୱର: ଇସ୍‌ଲାମ୍, ଖ୍ରୀଷ୍ଟିଆନ୍‌ ଓ ଅନ୍ୟ ପାଶ୍ଚାତ୍ୟ ଧର୍ମଠାରୁ ହିନ୍ଦୁଧର୍ମ ପୃଥକ। ବିବିଧତା ହିଁ ହିନ୍ଦୁ ଧର୍ମର ଅନନ୍ୟ ବିଭବ ବୋଲି କହିଛନ୍ତି ପ୍ରସିଦ୍ଧ ଲେଖକ ଓ ପୁରାଣବିତ୍‌ ଦେବଦତ୍ତ ପଟ୍ଟନାୟକ। ତାଙ୍କର ପୁସ୍ତକ "ରାମାୟଣ ବନାମ ମହାଭାରତ" ଉନ୍ମୋଚନ ଅବସରରେ ସେ କହିଥିଲେ ଯେ…

ନବଗୁଞ୍ଜର ସମ୍ମାନ ୨୦୨୪: ପୁରସ୍କୃତ ହେଲେ ବିଶିଷ୍ଟ ବୌଦ୍ଧ ଗବେଷକ ପ୍ରବୀର ପଟ୍ଟନାୟକ, ଡ.ଅନୀତା ସାବତଙ୍କୁ ଏବର୍ଷର…

ଭୁବନେଶ୍ୱର: ରାଜ୍ୟର ସୁପରିଚିତ ସଂସ୍କୃତି ମଞ୍ଚ 'ନବଗୁଞ୍ଜର' ପକ୍ଷରୁ ଓଡ଼ିଶାର ସଂସ୍କୃତି, ଇତିହାସ ଓ ଅସ୍ମିତା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଦୁଇଜଣ ପ୍ରତିଭାଧରଙ୍କୁ ସେପ୍ଟେମ୍ବର ୨୨ ତାରିଖ ରବିବାର ଦିନ ଭୁବନେଶ୍ବରର ବୁଦ୍ଧ ମନ୍ଦିର ସଭାଗାରରେ ଏକ ସମାରୋହରେ ପୁରସ୍କୃତ ଓ…

ରାଜଧାନୀର ଏକ କଲେଜ ପରିସରରେ ବୋମାମାଡ଼

ଭୁବନେଶ୍ୱର: ଭୁବନେଶ୍ୱରରେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଏକ ଇଞ୍ଜିନିୟରିଂ କଲେଜ ପରିସରରେ ଶନିବାର ରାତିରେ କିଛି ଦୁବୁର୍ତ୍ତ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି। ଦୁବୁର୍ତ୍ତ ମାନେ ବିଳମ୍ବିତ ରାତିରେ କଲେଜକୁ ଟାର୍ଗେଟ କରି ବୋମା ଫିଙ୍ଗିଥିଲେ। ଏହି ଘଟଣାରେ ଅନେକ ଛାତ୍ର ଆହତ ହୋଇଥିବା…

ଶେଷ ହେଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ରାଡର୍ ସର୍ଭେ

ପୁରୀ: ଶେଷ ହେଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ରାଡର୍ ସର୍ଭେ। ଦୁଇ ଦିନ କାଳ ୩ଟି ଆଣ୍ଟିନା ମାଧ୍ୟମରେ ସର୍ଭେ କରି ଡାଟା ଜେନେରେଟ୍ କରିଛି ଏନ୍‌ଜିଆର୍‌ଇ ଟିମ୍। ଚୂଡାନ୍ତ ରିପୋର୍ଟ ଆସିବା ପରେ ଦୂର ହେବ ରତ୍ନ ଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ସଂଶୟ। ୭ଟି ଷ୍ଟେଜରେ ସଂଗ୍ରହ ହୋଇଥିବା…

ଜଳେଶ୍ଵରରୁ ଧରାହେଲା ବିରଳ ତେଲିଆ ମାଛ

ବାଲେଶ୍ବର: ଦୀଘା ସମୁଦ୍ରରୁ ନଅଟି ବିଶାଳ ତଥା ବିରଳ 'ତେଲିଆ ଶିଳା' ମାଛ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ମତ୍ସ୍ୟଜୀବୀମାନେ ପ୍ରାୟ ୧.୯୯୦ କ୍ୱିଣ୍ଟାଲ ଓଜନର ବିରଳ ମାଛକୁ ୧୫ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି କରାଯାଇଛି। ଏହା ବ୍ୟତୀତ ବାଲେଶ୍ବର ଜିଲ୍ଲାର ଜଲେଶ୍ୱର ନିକଟ ବଜାରରେ ମାଛ…

ଏକଲବ୍ୟ ପୁରସ୍କାର ପାଇବେ ସନ୍ତରଣକାରୀ ପ୍ରତ୍ୟାଶା ରାୟ

ଭୁବନେଶ୍ବର: ଏକଲବ୍ୟ ପୁରସ୍କାରରେ ସମ୍ମାନିତ ହେବେ ସନ୍ତରଣକାରୀ ପ୍ରତ୍ୟାଶା ରାୟ । ପ୍ରତ୍ୟାଶାଙ୍କୁ ୩୨ ତମ ଏକଲବ୍ୟ ପୁରସ୍କାରର ବିଜେତା ଘୋଷଣା କରିଛନ୍ତି ଜୁରୀ । ଜଣେ ଉଦୀୟମାନ ସନ୍ତରଣକାରୀ ଭାବେ ବହୁ ରେକର୍ଡ ସୃଷ୍ଟି କରିଥିବା ପ୍ରତ୍ୟାଶା ‘ଇମ୍ପାକ୍ଟ’ ପରିଚାଳିତ ଏକଲବ୍ୟ ପୁରସ୍କାର…

୨ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଅଟକ

ରାଉରକେଲା: ପୁଣି ଲଜ୍ଜା। ରାଉରକେଲାରେ ଦୁଇ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଦୁଇ ନାବାଳିକା ଦୁଇ ଭଉଣୀ ଥିବା କୁହାଯାଉଛି। ବିଶ୍ରା ଛକ ଅଞ୍ଚଳରେ ଏହି ଘଟଣା ଘଟିଛି। ଦୁଇ ନାବାଳିକା ରାଉରକେଲାକୁ ମାର୍କେଟିଂ କରିବାକୁ ବସ ଯୋଗେ ଆସିଥିଲେ। ଗତକାଲି ପ୍ରାୟ ସଂଧ୍ୟା ସମୟରେ ଏହି ଅଭାବନୀୟ ଘଟଣା…

ବାତିଲ୍ ହେଲା ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ

ଭୁବନେଶ୍ବର: ବାତିଲ୍ ହେଲା ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ । କେନ୍ଦୁଝରରୁ ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ବାତିଲ୍ ହୋଇଛି । ଆଉ ଆଜି ମୟୁରଭଞ୍ଜ ଯିବେନି ମୁଖ୍ୟମନ୍ତ୍ରୀ । ତେବେ…