Latest Odisha News

BREAKING NEWS

Browsing Category

ଓଡିଶା

Odisha

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ଅସନ୍ତୋଷ ଝାଡିଲେ ବିରୋଧୀ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଯେଉଁଭଳି ଭାବେ ନିର୍ଯାତନ ଦିଆଗଲା ତାହାର ଛାତିଥରା କାହାଣୀ ନିଜେ ସେନା ଅଧିକାରୀଙ୍କ ବାନ୍ଧବୀ ଗୁରୁବାର ଗଣମାଧ୍ୟମ ଆଗରେ କୋହ ଭରା କଣ୍ଠରେ କହିବା ପରେ ଏବେ ଏହାକୁ ନେଇ ଅପରାଧିକ ମାମଲା ରୁଜ୍ଜୁ କରିଛି କ୍ରାଇମବାଞ୍ଚ ।…

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ବଡ ପଦକ୍ଷେପ ନେଲା କ୍ରାଇମବାଞ୍ଚ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଏବେ ଆକ୍ସନ ମୋଡରେ କ୍ରାଇମବାଞ୍ଚ । ଗୁରୁବାର ସେନା ଅଧିକାରୀଙ୍କ ବାନ୍ଧବୀଙ୍କ ହୃଦୟ ବିଦାରକ ବୟାନ ଆସିବା ପରେ ନିଲମ୍ବିତ ଆଇଆଇସି ଓ ଅନ୍ୟ ୪ ପୋଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ…

ବିପଦ ସଂକତ ତଳେ ସୁବର୍ଣ୍ଣରେଖା, ହେଲେ ଏବେ ବି ବିପଦରେ ବାଲେଶ୍ବର ବାସୀ

ଜଳେଶ୍ବର: କମିଲା ସୁବର୍ଣ୍ଣରେଖା ଜଳସ୍ତର । ହେଲେ କମିନି ବାଲେଶ୍ବର ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ବିତ୍ପାତ । ଏବେ ବି ଅନେକ ଅଞ୍ଚଳରେ ଜଳ ଭରି ରହିଥିବାରୁ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଲୋକେ । କିଛି ସ୍ଥାନରେ ଜଳର ପରିମାଣ କମିଥିଲେ ମଧ୍ୟ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ…

ମାଓ ଯୋଜନା ପଣ୍ଡ, ଲ୍ୟାଣ୍ଡମାଇନ୍ ଠାବ କଲା ସୁରକ୍ଷାବାହିନୀ

ମାଲକାନଗିରି: ପୁଣି ସକ୍ରିୟ ହେଉଛନ୍ତି ମାଓବାଦୀ। ଦିନକୁ ଦିନ ବଢିଚାଲିଛି ନକ୍ସଲମାନଙ୍କ ହିଂସାକାଣ୍ଡ। ସୁରକ୍ଷାବାହିନୀଙ୍କୁ କରାଯାଉଛି ଟାର୍ଗେଟ୍। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡା ଅଞ୍ଚଳରେ ଚାଲିଛି ମାଓବାଦୀଙ୍କ ଷଡଯନ୍ତ୍ର। ନକ୍ସଲମାନେ ମିଳିତ ଷଡଯନ୍ତ୍ର…

“ଛାତ୍ର ମୃତ୍ୟୁ ନେଇ କପୋଳକଳ୍ପିତ କାହାଣୀ ଅନ୍ୟ ଛାତ୍ରଙ୍କ ଉପରେ ଖରାପ ପ୍ରଭାବ ପକାଉଛି”

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଆଇଟିଆର କଲେଜର ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ତଦନ୍ତ ଜାରି ରହିଛି। ଏହାରି ଭିତରେ କଲେଜର ଶିକ୍ଷକ, ଛାତ୍ରଛାତ୍ରୀ ଝାଡଖଣ୍ଡର ଏହି ଛାତ୍ରଙ୍କ ମୃତ୍ୟୁରେ ମର୍ମାହତ ଓ ଦୁଃଖିତ ବୋଲି କହିଛନ୍ତି। ଏଥିସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ତେବେ ଛାତ୍ରଙ୍କ…

୨୧ରୁ ରତ୍ନଭଣ୍ଡାରର ବୈଷୟିକ ସର୍ଭେ, ନିରୀକ୍ଷଣ ସମୟରେ ସାଧାରଣ ଦର୍ଶନ ବନ୍ଦ

ପୁରୀ: ୨୧ରୁ ୩ ଦିନ ଧରି ଚାଲିବ ରତ୍ନଭଣ୍ଡାର ବୈଷୟିକ ସର୍ଭେ। ବୈଷୟିକ ସର୍ଭେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୨୧, ୨୨ ଓ ୨୩ ତାରିଖରେ ହେବ ରତ୍ନଭଣ୍ଡାରର ବୈଷୟିକ ସର୍ଭେ। ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ଏଏସଆଇ ପକ୍ଷରୁ ସର୍ଭେ କରାଯିବ। ରତ୍ନଭଣ୍ଡାର ନିରୀକ୍ଷଣ ସମୟରେ…

ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

ବାଲେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଘରେ ରେଡ୍‌। ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରରାଓଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ। ସରକାରୀ ଅଫିସ ସହ ବାସ ଭବନରେ ରେଡ୍‌ କରିଛି ଭିଜିଲାନ୍ସ। ଏହି ଚଢ଼ାଉରେ ୧୧…

ଏସବିଆଇ ଶାଖାରେ ଭୟାବହ ଅଗ୍ନିକାଣ୍ଡ

ଆନନ୍ଦପୁର: ଏସବିଆଇ ବ୍ୟାଙ୍କ ଭିତରେ ଭୟାବହ ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ଘଷିପୁରା ଥାନା ସାମ୍ନାରେ ଥିବା ଘଷିପୁରା ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଏହି ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ବ୍ୟାଙ୍କ ଫିଲ୍ଡ ଅଫିସରଙ୍କ ପ୍ରକୋଷ୍ଠର କିଛି କାଗଜ ପତ୍ର…

ରାଜ୍ୟରେ ବିଜେପି ସରକାରଙ୍କ ୧୦୦ ଦିନ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ବିଜେପି ସରକାରର ୧୦୦ ଦିନର ପୂର୍ତ୍ତି ଅବସରରେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଶ୍ରୀମନ୍ଦିର, ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସେବାୟତ ନିଯୋଗ ପକ୍ଷରୁ…

ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀ: ନିଜ ସହ ଅନ୍ୟକୁ ସଚେତନ କରାଇବାକୁ ପରାମର୍ଶ

ପୁରୀ: ଆଜି ଓଡିଶାରେ ବିଜେପି ସରକାରଙ୍କ ଶାସନ ଭାର ଗ୍ରହଣ କରିବାର ୧୦୦ ଦିନ ପୁରିଛି । ଏନେଇ ଶ୍ରୀକ୍ଷେତ୍ର ପୁରୀରେ ଆୟୋଜିତ ହୋଇଛି 'ପ୍ରଗତିର ନୂତନ ସୂର୍ଯ୍ୟୋଦୟ' ସମାରୋହ । ଏହି ଅବସରରେ ଓଡିଶା ବିକାଶ ମେଳାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସୁସଜ୍ଜିତ…