Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟ୍ବିନ୍‌ ସିଟିରେ ଲାଗିରହିଛି ବର୍ଷା, ଖୋର୍ଦ୍ଧାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜିଠୁ ହଠାତ୍ ପାଗରେ ପରିବର୍ତ୍ତନ। ଆଜି ସକାଳୁ ସକାଳୁ କୋହଲା ପାଗ ପରେ ଲାଗି ରହିଛି ବର୍ଷା। ଆଜି ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ସକାଳୁ ବର୍ଷା ଆରମ୍ଭ ହୋଇଛି। ଗୁରୁବାର ରାତିରେ ପାଗ ଭଲ ଥିବାବେଳେ ଶୁକ୍ରବାର ଭୋର ସମୟରୁ ହଠାତ ପାଗ ପରିବର୍ତ୍ତନ ହୋଇଯାଇଛି। ରାଜଧାନୀ…

ଅଲିଭ ରିଡଲେଙ୍କ ପ୍ରଜନନ ଋତୁ ଆରମ୍ଭ, ଆଜିଠୁ ସମୁଦ୍ରରେ ମାଛ ଧରା ଉପରେ କଟକଣା ଜାରି

କେନ୍ଦ୍ରାପଡା: ଆରମ୍ଭ ହୋଇ ଯାଇଛି ବିରଳ ଅଲିଭ ରିଡଲେ କଇଁଛ ପ୍ରଜନନ ଋତୁ । ଏଥିପାଇ ସୁରକ୍ଷିତ ଆଗମନ ଓ ଅଣ୍ଡା ଦାନ ପାଇଁ ଓଡିଶା ଉପକୂଳରେ ସାମୁଦ୍ରିକ ମାଛ ଧରା ଉପରେ ବନ ବିଭାଗ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ କଟକଣା ଯାରି କରାଯାଇଛି । ଏହି ନିୟମ ଆଜି ଠାରୁ କାର୍ଯ୍ୟକାରୀ ହେବ । …

ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଦୀପାବଳି

ପୁରୀ: ଗତକାଲି ସାରା ଦେଶରେ ଦୀପାବଳି ପାଳନ କରାଯାଇଥିବା ବେଳେ ଆଜି ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ଦୀପାବଳି ଅମାବାସ୍ୟା ନୀତି । ଏଥିସହ ଓଡିଶାର ଅନେକ ସ୍ଥାନରେ ମଧ୍ୟ ଆଜି ଦୀପାବଳି ପାଳନ କରାଯିବ । ସକାଳୁ ସକାଳୁ ପୁରୀ ବଡଦାଣ୍ଡରେ ପୟାଶ୍ରାଦ୍ଧ, ବଡ଼ବଡୁଆ ଡାକ ପାଇଁ ଜମିଛି…

ମାର୍କେଟ ବିଲ୍ଡିଂ ଅଣ୍ଡର ଗ୍ରାଉଣ୍ଡରେ ନିଆଁ

ଭୁବନେଶ୍ଵର: ୧ ନମ୍ବର ହାଟ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ମାର୍କେଟ ବିଲ୍ଡିଂ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ । ୪ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡରେ ଏକାଧିକ କପଡା ଦୋକାନ ଜଳିଯାଇଥିବା ନେଇ ସୂଚନା ମିଳିଛି । ତେବେ…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ଯୁବତୀ ମୃତ

କଳାହାଣ୍ଡି: ଏମ୍.ରାମପୁର ଥାନା ଅନ୍ତର୍ଗତ ଗୋବରବାହାଲି ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। ଦୁର୍ଘଟଣାରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବତୀ ଜଣଙ୍କ ହେଲେ ଜଗନ୍ନାଥ ମନ୍ଦିର ପଡ଼ାର…

ଡ୍ୟାମକୁ ଡେଇଁଲେ ମହିଳା, ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

କୋରାପୁଟ: ପାରିବାରିକ କଳହକୁ ନେଇ ଡ୍ୟାମକୁ ଡେଇଁଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲାର କୋଲାବ ଡ୍ୟାମରେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ମହିଳା ଜଣଙ୍କ ବିବାହିତା ବୋଲି ଜଣାପଡିଛି। ସୂଚନାନୁସାରେ, କୋରାପୁଟ ସଦର ପୋଲିସ ସୀମା…

ପୁଣି ମହାବଳ ବାଘ ଆତଙ୍କ; ଭୟରେ ଅଞ୍ଚଳବାସୀ

ଗଞ୍ଜାମ: ଦିଗପହଣ୍ଡି ବ୍ଳକ ଖମାରୀ ଗାଁରେ ମହାବଳ ଆତଙ୍କ। ବାଘ ଆତଙ୍କରେ ଭୟରେ ଅଞ୍ଚଳବାସୀ। ଏପରିକି ଘରୁ ପଦାକୁ ଗୋଡ଼ କାଢ଼ିବାକୁ ସୁରକ୍ଷିତ ମଣୁ ନାହାଁନ୍ତି। ପଦ୍ମପୁର ଗାଁରେ ଗୋଟିଏ ଗାଈକୁ ମହାବଳ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଗାଁରେ ଭୟର ଆତଙ୍କ ଖେଳିଯାଇଛି।…

ରାଜଧାନୀରେ ଲଜ୍ଜା: ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ

ଭୁବନେଶ୍ବର: ରାଜଧାନୀରେ ଲଜ୍ଜା। ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ବନ୍ଧିଲା ପୋଲିସ। ପୀଡ଼ିତାଙ୍କ ବାନ୍ଧବୀ ନାବାଳିକା ସହ ୩ ଜଣଙ୍କୁ ଗିରଫ କଲା ପୋଲିସ। ଘଟଣା ସଂପର୍କରେ ଭୁବନେଶ୍ବର ଡିସିପି ପିନାକ ମିଶ୍ର ଦେଇଛନ୍ତି ସୂଚନା। ଖବର ଅନୁଯାୟୀ, ୧୦ ଦିନ ତଳେ ଜଣେ…

ପୁଅର ଖାଦ୍ୟ ଖାଇଦେବାରୁ ୧୫ ବର୍ଷୀୟ କେୟାର ଟେକରକୁ ମାରିଦେଲେ ଦମ୍ପତି

ବେଙ୍ଗାଲୁରୁ: ତାମିଲନାଡୁ ପୋଲିସ ବେଙ୍ଗାଲୁରୁର ପାନଥୁ ନିକଟ ଭାଗନାପାଲ୍ଲୀ ଠାରେ ନିଜ ଘରେ ପାଞ୍ଚ ବର୍ଷର ପୁଅର ଦେଖାଶୁଣା କରୁଥିବା ୧୫ ବର୍ଷର ବାଳିକାକୁ ହତ୍ୟା ଅଭିଯୋଗରେ ଓଡିଶାରୁ ଜଣେ ଦମ୍ପତିଙ୍କୁ ଗିରଫ କରିଛି। ଏହି ଦମ୍ପତି ଅବିନେଶ ସାହୁ (୪୧) ଏବଂ ଅସୱିନ୍ ପାଟିଲ (୩୭) ବୋଲି…

ବିଶିଷ୍ଟ ଶିକ୍ଷାବିତ୍‌ ଓ ସ୍ତମ୍ଭକାର ଡକ୍ଟର ପାବକ କାନୁନଗୋଙ୍କ ପରଲୋକ

କଟକ: ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋଙ୍କ ଜ୍ୟେଷ୍ଠପୁତ୍ର ବିଶିଷ୍ଟ ଶିକ୍ଷାବିତ୍‌ ଓ ସ୍ତମ୍ଭକାର ଡକ୍ଟର ପାବକ କାନୁନ୍‌ଗୋ (୭୮)ଙ୍କର ବୁଧବାର ରାତିରେ ମର୍କତନଗର (ସିଡିଏ)ସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି। ସେ ଖ୍ରୀଷ୍ଟ କଲେଜ ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ତଥା ମୁଖ୍ୟ…