Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆବାସ ହିତାଧିକାରୀଙ୍କୁ ଘର ବାଣ୍ଟିଲେ ମୋଦି, ଜନ୍ମଦିନ ଅବସରରେ ଖିରି ଖାଇଲେ

ଭୁବନେଶ୍ବର: ଗାଡକଣରେ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇ ଘଣ ଚାବି ବଣ୍ଟନ କରିଛନ୍ତି ମୋଦି । ଏଥିସହିତ କିଛି ସମୟ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଭିତରେ ତାଙ୍କ ଜନ୍ମଦିନ ଅବସରରେ ଜଣେ ହିତାଧିକାରୀଙ୍କ ଘରକୁ ଯାଇ ଘରେ ଖିରି ଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା…

ବଢୁଛି ସୁଭଦ୍ରା ଉତ୍ସାହ: ପହଞ୍ଚିଲେ ମୋଦି, ଆଉ ମାତ୍ର କେଇଟା ମୁହୂର୍ତ୍ତ

ଭୁବନେଶ୍ବର: ଆଉ ମାତ୍ର କେଇଟା ମୁହୂର୍ତ୍ତ । କାହା ଖାତାକୁ ଯିବ ସୁଭଦ୍ରାର ପ୍ରଥମ କିସ୍ତି? ପ୍ରତିଟି ମହିଳା ଉତ୍ସାହିତ । ଏହାରି ଭିତରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ଗାଡକଣ ଅଭିମୁଖେ ବାହାରିଛି ମୋଦିଙ୍କ କାରକେଡ । ଗାଡକଣ ଯାଇ ସେଠିକା ବସ୍ତିରେ ଆବାସ ଘର ଗୁଡିକରେ ଗୃହ ପ୍ରବେଶ…

ପିଏମ ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଅଢେଇ ହଜାର ଦୀପକୁ ନେଇ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ବାଲୁକାକଳାରେ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ୨୫୦୦ ଦୀପ ବ୍ୟବହାର କରି ସେ ଏହି ବାଲୁକା କଳା କରିଛନ୍ତି। ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଆକର୍ଷଣୀୟ ବାଲୁକା କଳା କରିଛନ୍ତି ସୁଦର୍ଶନ।…

କଟକରେ ଜୁଲୁସ ଶୋଭାଯାତ୍ରା ବେଳେ ଉଡିଲା ପାଲେଷ୍ଟାଇନ୍‌ ପତାକା!

କଟକ: ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ 'ଇଦ୍-ମିଲାଦୁନ୍ ନବି' ଅବସରରେ ପାଲେଷ୍ଟାଇନ୍‌ ପତାକା ଉଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କଟକ ଦରଘାବଜାର ଥାନା ଅଞ୍ଚଳରେ ଜୁଲୁସ ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ଯୁବକ ପାଲେଷ୍ଟାଇନ ପତାକା ଉଡାଉଥିବା ଅଭିଯୋଗ ହୋଇଛି। ଏହି ବିବାଦୀୟ ପତାକା…

ଫୁଲୁଛି ନଦୀ, ବଢୁଛି ଜଳସ୍ତର: ବିପଦ ସଙ୍କେତ ଉପରେ ବୈତରଣୀ, ଜଳକା

ଭଦ୍ରକ: ଉପରମୁଣ୍ଡରେ ପ୍ରବଳ ବର୍ଷା, ଫୁଲୁଛି ବୈତରଣୀ। ଆଖୁଆପଦାରେ ସତର୍କ ସୂଚନା ଟପିଲା ବୈତରଣୀ ନଦୀ। ଆଜି ବର୍ଷା କମିଛି କିନ୍ତୁ ଏବେ ବି ବିପଦ ଟଳିନି । ସତର୍କ ସୂଚନା ୧୭.୮୩ ମିଟର ଥିବା ବେଳେ ଏବେ ଜଳସ୍ତର ୧୮.୧୨ ମିଟର ରହିଛି। ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ରହିଥିବା ସୂଚନା…

୮ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ୩ ଘଣ୍ଟିଆ ସତର୍କତା

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ପାଇଁ ୮ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲା ଗୁଡିକ ହେଲା ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଯାଜପୁର। ଭୁବନେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ହେବା…

ମୋଦିଙ୍କ ଜନ୍ମଦିନ, ସାରା ଓଡ଼ିଶାର ମହିଳା ଖୁସ୍

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ମିଳିବ ସୁଭଦ୍ରା ଭେଟି। ମଙ୍ଗଳବାର ଜନତା ମଇଦାନରେ ଆୟୋଜିତ ମେଗା ସୋ'ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଇଚ ଚିପିବା ମାତ୍ରେ ପର୍ଯ୍ୟାୟକ୍ରମେ ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି…

ଯେଉଁ ରାଜ୍ୟ ଜିତାଇଲା ସେଇଠି ଜନ୍ମଦିନ ପାଳିବେ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୪ ତମ ଜନ୍ମଦିନ। ପ୍ରଥମ ଥର ପାଇଁ ସେ ତାଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀ, ଗୁଜରାଟ ଛାଡି ଜଗନ୍ନାଥଙ୍କ ମାଟିକୁ ଆସିବେ। ଆଉ ଏହି ଅବସରରେ ସେ ରାଜ୍ୟ ସରକାରର ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ସାଧାରଣତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ରେଳ ସଂଯୋଗ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ୨୮୭୧ କୋଟି ମୂଲ୍ୟର ରେଳ ପ୍ରକଳ୍ପ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭୁବନେଶ୍ୱରରୁ ରାଜ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ସହଯୋଗ କରିବା ପାଇଁ ରେଳ ସଂଯୋଗକୁ ବୃଦ୍ଧି କରାଇବା ସହ ପ୍ରମୁଖ ରେଳ…

ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପଞ୍ଜୀକରଣ ପାଇଁ ଟଙ୍କା ନେଇ ଫସିଲେ ସାଇବର କାଫେ ମାଲିକ

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅଫିସ ପାଖରେ ଥିବା ସାଇବର କାଫେ ଉପରେ ପୋଲିସର ଚଢ଼ାଉ । ଚଢ଼ାଉ ବେଳେ ସାଇବର କାଫେ ରୁ କମ୍ପ୍ୟୁଟର, ସିପିୟୁ ଜବତ କରି କାଫେ କୁ ତାଲା କରିଛି ପୋଲିସ । କାଫେ ମାଲିମକୁ ଥାନାରେ ଅଟକ ରଖି ପଚାର ଉଚାରା କରୁଛି ପୋଲିସ । ସୁଭଦ୍ରା ଯୋଜନା…