Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଭୟାରଣ୍ୟକୁ ପ୍ଲାଷ୍ଟିକ ମନା, ଏପ୍ରିଲ ପହିଲା କଟକଣା ଲାଗୁ

ଭୁବନେଶ୍ବର:- ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ଅଂଚଳକୁ ପ୍ଲାଷ୍ଟିକ ଜିନିଷ ନେବା ଉପରେ ରୋକ ଲଗାଇଛନ୍ତି ସରକାର । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ଆଜି ଏହି କଟକଣା ଜାରି କରିଛନ୍ତି । ଏନେଇ ବନ୍ୟପ୍ରାଣୀ ପିସିସିଏଫଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏପ୍ରିଲ…

ଉର୍ଦ୍ଦୁ ଶିକ୍ଷକଙ୍କ ବଢ଼ିଲା ପାରିଶ୍ରମିକ

ଭୁବନେଶ୍ବର: ବଢ଼ିଲା ଉର୍ଦ୍ଦୁ ଶିକ୍ଷକଙ୍କ ଦରମା । ୭, ୪୦୦ ଟଙ୍କାରୁ ୧୫, ୦୦୦ ଟଙ୍କାଙ୍କୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ବାରା ଉପକୃତ ହେବେ ମୋଟ ୮୪ ଜଣ ଉର୍ଦ୍ଦୁ ଶିକ୍ଷକ । ରାଜ୍ୟର ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଉର୍ଦ୍ଦୁ…

ଭିଜିଲାନ୍ସ ଜାଲରେ ଆଗଲପୁର ତହସିଲର ଅମିନ, ଜମି ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଆଗଲପୁର ତହସିଲର ସେଟେଲମେଣ୍ଟ ଅମିନ । ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲର ସେଟେଲମେଣ୍ଟ ଅମିନ ସଦାନନ୍ଦ ସାହୁ ଜଣେ ବ୍ୟକ୍ତିଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ, କାବୁ କଲା ଭିଜିଲାନ୍ସ । ଖବର ଅନୁଯାୟୀ, ଜମି ପଟ୍ଟା…

ଅଙ୍ଗଦାନ କରି ଅମର ହୋଇଗଲେ ଶୁଭୋଜିତ, ଗାର୍ଡ ଅଫ୍ ଅନର ସହ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: 'ସାନ ସିନା ଦାନ ତା ମହାନ' ଏ ଉକ୍ତି ଟା ଆପଣ ଶୁଣିଥିବେ ନିଶ୍ଚୟ । ଏଭଳି ଘଟଣା ପୁନଃ ସାମ୍ନାକୁ ଆସିଛି ରାଜଧାନୀର କଳ୍ପନା ଅଞ୍ଚଳରୁ । ମୃତ୍ୟୁ ପରେ ବି ଅମର ହୋଇଯାଇଛି ଆଠ ବର୍ଷର କୁନି ପୁଅ ଶୁଭୋଜିତ ସାହୁ । ପୁଅର ମୃତ୍ୟୁ ପରେ ଶରୀର ଦାନ କରିଛନ୍ତି ପରିବାର ଲୋକେ । ପୁଅର ୮ଟି…

ଦୁଇ ଦିନ ଧରି ହୁ ହୁ ହୋଇ ଜଳୁଛି ଅର୍ଜୁନପାଣି ଜଙ୍ଗଲ

ନବରଙ୍ଗପୁର: ଦୁଇ ଦିନ ଧରି ହୁ ହୁ ହୋଇ ଜଳୁଛି ଜଙ୍ଗଲ। ବିପଦରେ ବନ୍ୟଜନ୍ତୁ, ଜଳୁଛି ବଡ଼ ବଡ଼ ଗଛ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତହୋରା ଅର୍ଜୁନପାଣି ଜଙ୍ଗଲରେ ଦୁଇ ଦିନ ହେବ ନିଆଁ ଲାଗିରହିଛି। ଉକ୍ତ ଜଙ୍ଗଲଟି ଅର୍ଜୁନ ପାଣି ଯିବା ରାସ୍ତା କଡ଼ରେ ରହିଛି। ପ୍ରତିବର୍ଷ ଏହି ସମୟରେ…

କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଦୀଙ୍କ ଗସ୍ତକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ସମୀକ୍ଷା । ଏୟାରପୋର୍ଟରୁ ଗଭର୍ଣ୍ଣର ହାଉସ ଯାଏଁ ମୁତୟନ ହେବେ ୧୫ ପ୍ଲାଟୁନ…

ବିଡିଏ ଆରମ୍ଭ କଲା ସବ୍ ପ୍ଲଟ୍ ରେଗୁଲାରାଇଜେସନ୍ ସେଲ୍

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ଜିଲ୍ଲା ସବ୍ ରେଜିଷ୍ଟ୍ରାର, ଭୁବନେଶ୍ୱର, ଖଣ୍ଡଗିରି, ବାଲିଅନ୍ତା ଓ ଜଟଣୀ କାର୍ଯ୍ୟାଳୟରେ ୪ଟି ସବ୍ ପ୍ଲଟ୍ ନିୟମିତୀକରଣ ଓ ପ୍ରସ୍ତାବିତ ଲେଆଉଟ୍ ପ୍ଲାନ୍ ଅନୁମୋଦନ ସୁବିଧା ସେଲ୍ ପ୍ରତିଷ୍ଠା…

ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୫ରୁ ଖାତାଦେଖା

ଭୁବନେଶ୍ଵର: ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଗତ ଫେବୃଆରୀ ୨୦ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆଜି ଶେଷ ହୋଇଛି । ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ । ଆସନ୍ତା ୧୫ରୁ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମାଟ୍ରିକ ବୋର୍ଡ…

ମହାରାଷ୍ଟ୍ରରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଓଡ଼ିଶାର ଦୁଇ ବ୍ୟକ୍ତି ଗରିଫ

ଥାନେ: ମହାରାଷ୍ଟ୍ରରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ଓଡ଼ିଶାର ଦୁଇ ବ୍ୟକ୍ତି। ସେମାନଙ୍କ ନିକଟରୁ ୧୬.୬୮ ଲକ୍ଷ ଟଙ୍କା ମୂଲ୍ୟର ୩୭.୩୯ କିଲୋଗ୍ରାମ ଗଞ୍ଜେଇ ଜବତ କଲା ଥାନେ ପୋଲିସ। ଏନେଇ ଥାନା ଅଧିକାରୀ ସୋମବାର ସୂଚନା ଦେଇଛନ୍ତି। ସୂଚନା ମୁତାବକ ଭିୱଣ୍ଡି ଅଞ୍ଚଳର ଅଞ୍ଜୁରଫାଟ-ଭସାଇ…

ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀଙ୍କ ନାଁ ରେ ହତ୍ୟା ଉଦ୍ୟମ ମାମଲା ରୁଜୁ

ସୁବର୍ଣ୍ଣପୁର: ଦୀର୍ଘ ଦୁଇବର୍ଷ ତଳେ ସରକାରଙ୍କ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଧୀନ ଗୁହୁରିଆଘାଟ ଗ୍ରାମରେ ଏକ ନାଟକ ମଣ୍ଡପ ପାଇଁ ଅର୍ଥ ଦିଆଯାଇଥିଲା l ଯଦିଓ କାର୍ଯ୍ୟାଦେଶ କନିଷ୍ଠ ଯନ୍ତ୍ରୀ ଭ୍ରମରବର ବାଘଙ୍କ ନାମରେ ଥିଲା, ତେବେ ଗ୍ରାମବାସୀ ସମସ୍ତେ କମିଟି କରି କାମଟିକୁ ତିନି…