Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଉଡ଼ା ଖବର ବୋଲି କହିଲେ ବଦ୍ରି ପାତ୍ର

ଭୁବନେଶ୍ୱର: ନିର୍ବାଚନରେ ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଭି କେ ପାଣ୍ଡିଆନଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ଆର କାର୍ତ୍ତିକେୟନ ଖୁବଶୀଘ୍ର ବିଜୁ ଜନତା ଦଳରେ ଯୋଗ ଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଏହି ଚର୍ଚ୍ଚାକୁ ଉଡା ଖବର ବୋଲି…

ରାଜଧାନୀରୁ ରାଜ୍ୟ ବାହାରକୁ ଯୁବତୀ ଚାଲାଣ ରାକେଟର ପର୍ଦ୍ଦାଫାଶ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବରମୁଣ୍ଡା ବସଷ୍ଟାଣ୍ଡରୁ ଚାଲାଣ ବେଳେ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି କମିଶନରେଟ୍ ପୋଲିସ । ସେମାନଙ୍କ ଭିତରେ ଜଣେ ନାବାଳିକା ଥିବା ଜଣାଯାଇଛି । ଷ୍ଟେ ହୋମ୍ ରେ ଉଦ୍ଧାର ଯୁବତୀ ମାନଙ୍କୁ ରଖାଯାଇଥିବା ସୂଚନା ରହିଛି । ଖବର ଅନୁଯାୟୀ, କିଛି ଏନଜିଓ…

କର୍ତ୍ତବ୍ୟରେ ଅବହେଳା ଅଭିଯୋଗ; ୩ ଯନ୍ତ୍ରୀ ନିଲମ୍ବିତ

ବରଗଡ଼: କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ପରେ ଓଡ଼ିଶା ସରକାର ତିନି ଜଣ ବରିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପରେ ନିଲମ୍ବନ କରିଛନ୍ତି। ବରଗଡ଼ ଟାଉନରେ ଏକ ପ୍ରମୁଖ କେନାଲ ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ଅନିୟମିତତା ଅଭିଯୋଗ ପରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ…

Menstrual stigma hit Odisha girls’ education: ପ୍ରାଇଭେସି, ଶୌଚାଳୟ, ସାମାଜିକ ବାସନ୍ଦ…ଋତୁସ୍ରାବ ବେଳେ ସ୍କୁଲ…

ଭୁବନେଶ୍ବର: ଓଡିଶାର ଛାତ୍ରୀଙ୍କ ପାଇଁ ପାଠ ପଢାରେ ବାଧକ ସାଜୁଛି ମାସିକ ଋତୁସ୍ରାବ । ଶିକ୍ଷାନୁଷ୍ଠାନରେ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ମାସିକ ଚକ୍ରର ୧ମରୁ ୮ମ ଦିନ ପର୍ଯ୍ୟନ୍ତ ଶ୍ରେଣୀରୁ ଅନୁପସ୍ଥିତ ରହୁଛନ୍ତି ଛାତ୍ରୀ । କିଛି ଏପରି ସାଂଘାତିକ ଖୁଲାସା କରିଛି ସର୍ଭେ । ଯାହା ଏବେ…

ଗରିବ ଶ୍ରମିକଙ୍କ ପାଇଁ ବଡ଼ ସୁବିଧା ଏଣିକି ଦେଶର ଯେକୌଣସି ସ୍ଥାନରୁ ମିଳିବ ସରକାରୀ ରାସନ

ଭୁବନେଶ୍ୱର: କେନ୍ଦ୍ର ସରକାର ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଏକ ବଡ଼ ସୁବିଧା ଆଣିଛନ୍ତି। ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନା ମାଧ୍ୟମରେ ଏବେ ଯୋଗ୍ୟ ହିତାଧିକାରୀମାନେ ଦେଶର ଯେକୌଣସି ସ୍ଥାନରୁ ନିଜର ମାସିକ ରାସନ ସାମଗ୍ରୀ ପାଇପାରିବେ। ଏଥିପାଇଁ ନିଜ ଗାଁ କିମ୍ବା ପଞ୍ଚାୟତର…

ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି କରିବାକୁ ଦାବି କରିଛି ବିଜୁ ଜନତା ଦଳ। ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ଏକ ଚିଠି ଲେଖିଛନ୍ତି। ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ ଅଭିଯାନ…

ଗରିବଙ୍କ ପାଇଁ ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି କମିଲା ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜୀକରଣ ଫି

ଭୁବନେଶ୍ୱର: ଅର୍ଥନୈତିକ ଅନଗ୍ରସର ଶ୍ରେଣୀର ଲୋକଙ୍କ ପାଇଁ ରାଜ୍ୟ କ୍ୟାବିନେଟ ଏକ ବଡ଼ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଏବଂ ଅନ୍ୟାନ୍ୟ ରାଜ୍ୟ ସରକାରୀ ଆବାସ ଯୋଜନା ଅଧୀନରେ ଘର କିଣୁଥିବା ହିତାଧିକାରୀଙ୍କ ପାଇଁ ଷ୍ଟାମ୍ପ ଡ୍ୟୁଟି ଏବଂ ପଞ୍ଜୀକରଣ ଫି ବହୁ…

ସମ୍ବଲପୁର ନିକଟ ମହାନଦୀରେ ନୂଆ ବ୍ୟାରେଜ୍ ନିର୍ମାଣ ପାଇଁ ୪୪୦ କୋଟି ଟଙ୍କା ମଞ୍ଜୁର କଲା ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ୱର: ସମ୍ବଲପୁର ବାସୀଙ୍କ ପାଇଁ ଏକ ଖୁସି ଖବର। ସହର ନିକଟ ଦେଇ ଯାଇଥିବା ମହାନଦୀରେ ଏକ ନୂଆ ବ୍ୟାରେଜ୍ ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟ୍ ୪୪୦ କୋଟି ୩୩ ଲକ୍ଷ ଟଙ୍କାର ଅନୁମୋଦନ ଦେଇଛି। ପୁରୁଣା ଅଯୋଧ୍ୟା ସାଗର ୱିୟର ବଦଳରେ ଏକ ନୂତନ ବ୍ରିଜ୍ ସହ ଏହି ବ୍ୟାରେଜ୍…

ଓଜେଇଇ ୨୦୨୬ ରେଜଲ୍ଟ ବିଫାର୍ମାରେ ଶୁଭ୍ରାଂଶୁ ଏବଂ ଏମବିଏରେ ତ୍ରିବିକ୍ରମ ଟପ୍ପର

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ୨୦୨୬ର ଫଳାଫଳ ସୋମବାର ପ୍ରକାଶ ପାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବିଧିବଦ୍ଧ ଭାବେ ଏହି ଫଳାଫଳ ଘୋଷଣା କରିଛନ୍ତି। ଚଳିତ ବର୍ଷ ବିଫାର୍ମାରେ ଶୁଭ୍ରାଂଶୁ ସୂତାର ଟପ୍ପର ହୋଇଥିବା ବେଳେ…

ମହେନ୍ଦ୍ରଗିରି ମେଳାରେ ଯୋଗ ଦେଲେ ରାଜ୍ୟପାଳ; ବୌଦ୍ଧ ମଠ ପରିଦର୍ଶନ କଲେ

ଗଜପତି: ଗଜପତି ଜିଲ୍ଲାର ପ୍ରସିଦ୍ଧ ପୌରାଣିକ ମହେନ୍ଦ୍ରଗିରିରେ ଚାଲିଥିବା ମହେନ୍ଦ୍ରଗିରି ମେଳାର ମହାଯଜ୍ଞରେ ଆଜି ଯୋଗ ଦେଇଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି । ଐତିହାସିକ କୁନ୍ତୀ ମନ୍ଦିରରେ ପ୍ରାର୍ଥନା କରିଥିଲେ। ମହେନ୍ଦ୍ରଗିରିକୁ ଓଡ଼ିଶାର ସ୍ଥାୟୀ ଆଧ୍ୟାତ୍ମିକ…