Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭଦ୍ରକ ରେଳ ଷ୍ଟେସନ କାର୍ଯ୍ୟକ୍ରମରେ ବିଜେଡି ନେତାଙ୍କ ଉପସ୍ଥିତିକୁ ନେଇ ବିଜେପି ଉଠାଇଲା ଆପତ୍ତି

ଭଦ୍ରକ: ଅମୃତ ଯୋଜନା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରେଳ ଷ୍ଟେସନର ଭିତ୍ତିଭୂମି ଏବଂ ଉଦଘାଟନ କରୁଥିବା ବେଳେ ଭଦ୍ରକରେ ଏକ ସମାରୋହରେ ମଞ୍ଚରେ ବିଜୁ ଜନତା ଦଳର ଜଣେ ନେତାଙ୍କ ଉପସ୍ଥିତିକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ବିଜେଡି ନେତା ତଥା ଧାମନଗରର ପୂର୍ବତନ…

ରାଜ୍ୟ ସରକାରଙ୍କ ଏନଏସି ଘୋଷଣା ବେଆଇନ, ଭୂଆଁ ବୁଲାଉଛନ୍ତି ସରକାର: ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ରାଜ୍ୟର ୩୫ଟି ଅଞ୍ଚଳକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରିଛନ୍ତି। ସଦ୍ୟ ଘୋଷଣା ହୋଇଥିବା ୩୫ ଏବଂ ପୂର୍ବରୁ ଥିବା ୬୭ ଜ୍ଞାପିତ ଅଞ୍ଚଳ ପରିଷଦକୁ ମିଶାଇ ସର୍ବମୋଟ ଏନଏସି ସଂଖ୍ୟା ୧୦୨ରେ ପହଞ୍ଚିଛି । ଯଦିଓ ଏବେ ବି ଅନେକ ସ୍ଥାନକୁ…

ମାଟ୍ରିକ ପରୀକ୍ଷାରେ ଭାଇରାଲ ପ୍ରଶ୍ନପତ୍ର, ପରୀକ୍ଷା ପରିଚାଳନାର ସ୍ବଚ୍ଛତାକୁ ନେଇ କାଠଗଡ଼ାରେ ବୋର୍ଡ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ଓଡ଼ିଶା ପକ୍ଷରୁ ମାଟ୍ରିକ୍ ପରୀକ୍ଷା ୨୦୨୪କୁ ସୁନିଶ୍ଚିତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏହି ପରୀକ୍ଷାରେ ଅନିୟମିତତା ଓ ବିବାଦ ଲାଗି ରହିଛି। ଆଉ ବିବାଦ ପରେ ବୋର୍ଡ କର୍ତ୍ତୃପକ୍ଷ ଭାଇରାଲ ପ୍ରଶ୍ନପତ୍ର ଏବଂ ପରୀକ୍ଷାରେ…

ରାଜଧାନୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ, କେନ୍ଦ୍ର ଓ ରାଜ୍ୟ ସରକାରକୁ ସମାଲୋଚନା କଲେ ପିସିସି ସଭାପତି

ଭୁବନେଶ୍ୱର: ସୋମବାର ଲୋୟର ପିଏମଜିରେ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବହୁ କଂଗ୍ରେସ କର୍ମୀ ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ଓଡ଼ିଶା ସରକାରଙ୍କୁ ଚ୍ୟାଲେଞ୍ଜ କରିବାକୁ ଯାଇ କଂଗ୍ରେସ ଏହି…

ଏମାର ମଠ: ମାଟିତଳେ ଅଛି କି ଗୁପ୍ତଧନ, ବିବାଦରେ ଓବିସିସି

ପୁରୀ: ଏମାରମଠ ପରିସରରୁ ବଡବଡ ଗାତ ଖୋଳିବା ପ୍ରସଙ୍ଗରେ ନୂଆ ଟୁଇଷ୍ଟ। ବିବାଦରେ ଓବିସିସି ବା ରାଜ୍ୟ ସେତୁ ନିର୍ମାଣ ନିଗମ। ପଦାରେ ପଡିଲା ଓବିସିସିର ଡାହା ମିଛ।  ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ହୋଇଥିବା ଜିପିଆରଏସ୍ ରିପୋର୍ଟରେ ସେମିତି କୌଣସି ଗୁପ୍ତଧନ ମାଟି ତଳୁ ବାହାରିନଥିବା ଗତକାଲି…

ବିଜେପି ସରକାରକୁ ଆସିଲେ ଚାଷୀ ପାଇବେ ପ୍ରତି କ୍ୱିଂଟାଲ ଧାନ ପିଛା ୩୧ଶହ ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରକୁ ଆସିଲେ ଚାଷୀ ପାଇବେ ପ୍ରତି କ୍ୱିଂଟାଲ ଧାନ ପିଛା ୩୧ଶହ ଟଙ୍କା । ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀମାନଙ୍କର ଆୟକୁ ଦୁଇଗୁଣା କରିବା ପାଇଁ ଆରମ୍ଭ କରିଥିଲେ କୃଷକ କଲ୍ୟାଣକାରୀ ଯୋଜନା । ଏହି ଯୋଜନା ଅଧିନରେ ଦେଶର…

ଉପକୃତ ହେବେ ୪ଲକ୍ଷ ଭିନ୍ନକ୍ଷମ, କୃତ୍ରିମ ଅଙ୍ଗ ଓ ସହାୟକ ଉପରଣ ଯୋଗାଇବେ ସରକାର

ଭୁବନେଶ୍ୱର: ମିଳିବ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ । ବିଭିନ୍ନ କେନ୍ଦ୍ର ଓ ଭାମ୍ୟମାଣ ଶିବିର ଜରିଆରେ ଜାରି ରହିବ ବିତରଣ । ରାଜ୍ୟରେ ପ୍ରାୟ ୪ଲକ୍ଷ ଭିନ୍ନକ୍ଷମଙ୍କୁ ଯୋଗାଇ ଦିଆଯିବ ଆବଶ୍ୟକୀୟ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ସହ ଅନ୍ୟାନ୍ୟ ସହାୟକ ସରଞ୍ଜାମ । ସାମାଜିକ ସୁରକ୍ଷା…

ସିବିଏସଇ ଦଶମ ବୋର୍ଡ୍ ପରୀକ୍ଷାରେ ଓଡ଼ିଆ ଭାଷାକୁ ଅସମ୍ମାନ, ଭୁଲ୍ ପ୍ରଶ୍ନ ପଢି ଉତ୍ତର ଲେଖିଲେ ପିଲା

ଭୁବନେଶ୍ୱର: ପୁଣି ଓଡ଼ିଆ ଭାଷାକୁ ଅସମ୍ମାନ ! ଓଡ଼ିଆ ଭାଷା ସମ୍ମିଳନୀରେ କାନ୍ତକବିଙ୍କୁ 'କଣ୍ଠକବି' କହି ଓଡ଼ିଆ ଭାଷାର ଯେପରି ଅପମାନିତ କରାଯାଇଥିଲା, ସେ କ୍ଷୋଭ ଏବେ ବି ମନରୁ ଯାଇନି । ଆଉ ଏହାରିଭିତରେ ଆଉ ଏକ ଭୟଙ୍କର ତ୍ରୁଟି ସାମ୍ନାକୁ ଆସିଛି । ତାହା ପୁଣି ସିବିଏସଇ ଦଶମ ବୋର୍ଡ…

ଓଡ଼ିଶା ସମେତ ଦେଶରେ ୨ ହଜାରୁ ଅଧିକ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶବାସୀଙ୍କୁ ୪୧ ହଜାର କୋଟି ମୂଲ୍ୟର ୨ ହଜାରରୁ ଅଧିକ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସି ଜରିଆରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ୫୫୪ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରିଛନ୍ତି ।…

ବରମୁଣ୍ଡା ଆମ୍ବେଦକର ବସ୍‌ ଟର୍ମିନାଲରେ ହେବ ପୋଲିସ୍‌ ଆଉଟପୋଷ୍ଟ, ନିଯୁକ୍ତି ପାଇବେ ୮୯ ପୋଲିସ୍‌ କର୍ମଚାରୀ

ଭୁବନେଶ୍ବର: ବରମୁଣ୍ଡା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲରେ ହେବ ପୋଲିସ୍‌ ଆଉଟପୋଷ୍ଟ । ଏଥିରେ ୮୯ ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ । ଏନେଇ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନାଯୋଗ୍ୟ ଯେ, 5-T ଉପକ୍ରମରେ ଏହି ଆନ୍ତଃରାଜ୍ୟ ବସ୍‌…