Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖୋଲିବ ପୁରୁଣା ପେଡି, ନବ ଦାସ ହତ୍ୟାକାଣ୍ଡର ପୁନଃ ତଦନ୍ତ କରିବେ ରାଜ୍ୟ ସରକାର

ଭୁବନେଶ୍ଵର: ପୁଣି ଖୋଲିବ ପୁରୁଣା ପେଡି । ବହୁଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ମମିତା ମେହେର ହତ୍ୟା ମାମଲା, ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣାର ହେବ ଫାଇଲ ରିଓପନ । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ନବ ଦାସ ହତ୍ୟା, ମମିତା ମେହେର ହତ୍ୟା, ସ୍ୱାମୀ…

ଏସସିବି ଲଜ୍ଜା: ଗିରଫ ହେଲେ ଡାକ୍ତର ଅଭିଯୁକ୍ତ

କଟକ: ଏସସିବିରେ ରୋଗୀଙ୍କୁ ଜଣେ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲା ସ୍ବାସ୍ଥ୍ୟ ବିଭାଗ । କମିଟିରେ ଡିଏମଇଟି ସନ୍ତୋଷ ମିଶ୍ର, ଏସସିବି ଅଧୀକ୍ଷକ ସୁଧାଂଶୁ ମିଶ୍ର, ଯୁଗ୍ମ ଡିଏମଇଟି ରୋମା ରତନ ରହିଛନ୍ତି । ସେପଟେ ଏହି ଘଟଣାର ଅଭିଯୁକ୍ତ ଡାକ୍ତର ଠାକୁର…

ବିମୁଦ୍ରିକରଣ ବେଳେ ଲୁଚେଇଥିଲେ, ଏବେ ମିଳିଲା ୩୮ ଲକ୍ଷ ଟଙ୍କା

ମାଲକାନଗିରି: ମାଟିତଳୁ ମିଳିଲା ନକ୍ସଲ ଲୁଚାଇଥିବା ୩୮ ଲକ୍ଷ ଟଙ୍କା । ଛତିଶଗଡ଼ ଗରିଆବନ୍ଦ ଗୋବରା ଓ ପେଣ୍ଡ୍ରା ଜଙ୍ଗଲର ମାଟି ତଳୁ ମିଳିଲା ଟଙ୍କା । ୧୦ ଫୁଟର ଗାତ ଖୋଳି ଟଙ୍କା ଲୁଚାଇ ରଖିଥିଲେ ନକ୍ସଲ । ମିଳିଥିବା ୩୮ ଲକ୍ଷ ଟଙ୍କା ମଧ୍ୟରେ ୬ ବଣ୍ଡଲ ୨ ହଜାର ଟଙ୍କିଆ ନୋଟ୍‌ ରହିଥିବା ସୂଚନା…

ନିର୍ବାଚନ ମାମଲା: ଭୁବନେଶ୍ୱର ମଧ୍ୟ ବିଧାୟକଙ୍କୁ ନୋଟିସ୍

ଭୁବନେଶ୍ଵର: ଭୁବନେଶ୍ଵର ମଧ୍ୟ ବିଧାୟକଙ୍କୁ ଲାଗିଲା ଝଟ୍‌କା। ନିର୍ବାଚନୀ ଅନିୟମିତତା ମାମଲାରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ହାଇକୋର୍ଟ ନୋଟିସ ଜାରିକରିଛନ୍ତି। ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଆବେଦନ ଆଧାରରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ନୋଟିସ ଜାରି କରିଛନ୍ତି ।…

୬ ଲେନ୍ ବିଶିଷ୍ଟ ହେବ ଭୁବନେଶ୍ୱର-ପୁରୀ ରାସ୍ତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ ଘୋଷଣା । ୬ ଲେନ୍ ବିଶିଷ୍ଟ ହେବ ଭୁବନେଶ୍ୱର-ପୁରୀ ରାସ୍ତା । ଖର୍ଚ୍ଚ ହେବ ୧୮ ଶହ କୋଟି ଟଙ୍କା । ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ପୁରୀ ସର୍ଭିସ ରୋଡ୍ ସହ ହେବ ୬ ଲେନ୍ ବିଶିଷ୍ଟ ରାସ୍ତା । ଚଣ୍ଡିଖୋଲରୁ ବଡବିଲ ରାସ୍ତା ହେବ ୮ ଲେନ୍…

ଓଡ଼ିଶାରେ ନବୀନ ବାବୁଙ୍କ ନେତୃତ୍ୱରେ ଏକ “କରପ୍‌ସନ୍ କ୍ଲବ” ଚାଲିଥିଲା: ବିଜେପି

ଭୁବନେଶ୍ୱର: ବିଜେଡି ସରକାର ସମୟରେ ଯେଉଁଭଳି ଖୁଲମଖୁଲା ଦୁର୍ନୀତି ଚାଲୁଥିଲା ତା'ର ପ୍ରମାଣ ଏବେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହେବା ପରେ ସାମ୍ନାକୁ ଆସୁଛି । ଆଗରୁ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ କିରାଣୀ ଓ ପିଅନଙ୍କ ଦୁର୍ନୀତିକୁ ଧରପଗଡ କରି ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିଲେ…

ଅବଢା ଯୋଜନା ମାଧ୍ୟମରେ ଆସିଥିବା ୩୫ ଟି ଇ-ବସର ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଅବଢା ଯୋଜନା ମାଧ୍ୟମରେ ଆସିଥିବା ୩୫ ଗୋଟି ଇ-ବସ୍ ଗୁଡିକର ଆଜି ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ପୁରୀ ସମଙ୍ଗ ପାର୍କିଂ ଠାରେ ରଖାଯାଇଥିବା ଏହି ବସଗୁଡିକୁ ନିରୀକ୍ଷଣ କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ମୁଖ୍ୟ ପ୍ରଶାସକ ଆଲୋଚନା…

ମାଦକ ଦ୍ରବ୍ୟରେ ସାମିଲ୍ ହେଲା ‘ଭାଙ୍ଗ’, ବିଜ୍ଞପ୍ତି ଜାରି କଲେ ସରକାର

ଭୁବନେଶ୍ୱର: ମାଦକ ଦ୍ରବ୍ୟରେ ସାମିଲ୍ ହେଲା 'ଭାଙ୍ଗ' ଗଞ୍ଜେଇ। ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳ ବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଓଡିଶା ଏକ୍ସାଇଜ୍ ଆକ୍ଟ, ୨୦୦୮ (ଓଡିଶା ଆକ୍ଟ ୧୦, ୨୦୧୩)ର ଧାରା ୨ର କ୍ଲଜ (t) ଅନୁଯାୟୀ ଅବକାରୀ ବିଭାଗ ଏହି ଘୋଷଣା କରିଛି।…

ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି…ବଢିଲା ରାଜନୀତି

ଭୁବନେଶ୍ବର: ଓଡିଶା ବିଶ୍ବବିଦ୍ୟାଳୟ ଆଇନ-୨୦୨୦ରେ ହେଉ ସଂଶୋଧନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିକୁ ନେଇ ବଢିଲା ରାଜନୀତି । ଆଇନରେ ରହିଥିବା ଅସଙ୍ଗତି ଦୂର କରିବା ସହ ଆବଶ୍ୟକ ସଂଶୋଧନ କରିବାକୁ ଚିଠିରେ ଧର୍ମେନ୍ଦ୍ର ଲେଖିଛନ୍ତି ।…

ବର୍ଷା ଓ ବଜ୍ରପାତ ନେଇ ଓଡିଶାର ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ୩ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ମଙ୍ଗଳବାର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ନୟାଗଡ଼, ବଲାଙ୍ଗିର ଓ ଖୋର୍ଦ୍ଧା (ଭୁବନେଶ୍ୱର)। ଆଗାମୀ ୩ଘଣ୍ଟା ମଧ୍ୟରେ ଏସବୁ…