Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡି ଜନଜାଗରଣ ଅଭିଯାନ ପଛର କାରଣ କ’ଣ?

ଭୁବନେଶ୍ବର: ଅଗଷ୍ଟ ୧୬ରୁ ପ୍ରତି ପଞ୍ଚାୟତରେ ବିଜେଡି ଆରମ୍ଭ କରିବ ଜନଜାଗରଣ ଅଭିଯାନ । ଭତ୍ତାକୁ ନେଇ ବିଜେପିକୁ ସୋସିଆଲ୍ ମିଡିଆରେ ସିଧା ଆଟାକ୍ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ବିଜେପିର ପ୍ରତିଶ୍ରୁତି ପାଣିର ଗାର ହୋଇଛି। ଭତ୍ତାଧାରୀ ବୟସ୍କ ତଥା ରାଜ୍ୟବାସୀଙ୍କ ସହ ପ୍ରତାରଣା…

ମୃତ୍ୟୁ ହେବା ଭୟରେ ମେଡ଼ିକାଲକୁ ଯାଉନଥିଲେ ରୋଗୀ, ବୁଝେଇଲେ ବିଡ଼ିଓ

ନବରଙ୍ଗପୁର: ଯୁଗ ଯେତେ ଆଗେଇଲେ ମଧ୍ୟ ଏବେବି ଗାଁ ଗହଳିରେ ଦେଖିବାକୁ ମିଳୁଛି ଝଡ଼ା ଫୁଙ୍କା । ଏବେବି ଅନେକ ଲୋକ ରୋଗ ହେଲେ ଡାକ୍ତରଙ୍କ ପାଖକୁ ନଯାଇ ଗୁଣିଆ ପାଖକୁ ଯାଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକ ଦଣ୍ଡସେନାଗୁଡା ଗ୍ରାମରେ ।…

ଏସସିବିରେ ଲଜ୍ଜା: ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ କରିଥିବା ଅଭିଯୋଗ

କଟକ: କଟକସ୍ଥିତ ଏସସିବି ମେଡିକାଲରୁ ମଙ୍ଗଳବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ତେବେ ମେଡିକାଲରେ ଚିକିତ୍ସିତ ୨ ଜଣ ରୋଗୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଛି। କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ରୋଗୀଙ୍କୁ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ଆଇନ ୨୦୨୦ରେ ଥିବା ଅସଙ୍ଗତିଗୁଡ଼ିକୁ ଆଇନଗତ ଓ ନିୟାମକ ଢାଞ୍ଚା ଅନୁସାରେ ସୁଧାରିବା ସହ ଆବଶ୍ୟକ ସଂଶୋଧନ କରିବା ପାଇଁ ପାଇଁ ଚିଠି…

ଲୋକଙ୍କ ମତରେ ଆସିବ ସୁଭଦ୍ରାର ଏସଓପି, ହେଲେ କେବେ? ଜାଣନ୍ତୁ…

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ଅନେକ ମତ ପ୍ରକାଶ ପାଉଥିବା ବେଳେ ଏହାକୁ ନେଇ ବଡ ଖୁଲସା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା । ତେବେ ପୂର୍ବରୁ ଅଗଷ୍ଟ ୧୫ରେ ସୁଭଦ୍ରା ଯୋଜନା ନେଇ ଏସଓପି ଆସୁଥିବା କହିଥିବା ବେଳେ ଏବେ ଏଥିରେ କିଛି…

“ଭାରତ ମାତା କି ଜୟ”, ଭୁଲ୍ ଲେଖିଲେ ମନ୍ତ୍ରୀ, ଟାର୍ଗେଟ କଲେ ଲେଖାଶ୍ରୀ

ଭୁବନେଶ୍ବର: ‘ଭାରତ ମାତା କି ଜୟ’ ଭୁଲ୍ କରି ‘ଡାରତ ମାତା କି ଜୟ’ ବୋଲି ଲେଖିଦେଲେ ରାଜସ୍ବ ମନ୍ତ୍ରୀ । ସଂଶୋଧନ କଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଯାହାକୁ ନେଇ କଡା ନିନ୍ଦା କରିଛି ବିଜେଡି । ଓଡିଶାର ଶାସନ କୁଳାଙ୍ଗାରଙ୍କ ହାତରେ ଅଛି ବୋଲି କହି ଧିକ୍କାର କରିଛି । ତେବେ…

ଘରେ ସୁନାର ପାହାଡ କରିଥିଲେ ମୁଖ୍ୟଯନ୍ତ୍ରୀ, ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର: ମହଙ୍ଗା ପଡିଲା କଳା ଧନରେ ଅୟସ ଆରାମ । ବାନ୍ଧିଲା ଭିଜିଲାନ୍ସ । ଆର ଏବଂ ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ମାମଲାରେ ଆଜି ଭିଜିଲାନ୍ସ ଗିରଫ କରିଛି । ଗତକାଲି ଏକା ସାଙ୍ଗରେ ମିଶ୍ରଙ୍କ ପ୍ରାୟ ୯ଟି ସ୍ଥାନରେ ଚଢାଉ…

ମହାପ୍ରଭୁ ପଡିଯିବା ଘଟଣା: ଆରମ୍ଭ ହେଲା ତଦନ୍ତ

ପୁରୀ: ରଥଯାତ୍ରା ସମୟରେ ଆଡପ ପହଣ୍ଡି ବେଳେ ବଡ ଠାକୁର ପଡିଯିବା ଘଟଣାରେ ଆରମ୍ଭ ହେଲା ତଦନ୍ତ । ଏକ ୩ ଜଣିଆ କମିଟି ଏହା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀଙ୍କୁ ଡାକି କମିଟି ପଚରାଉଚରା କରିଥିବା ବେଳେ ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ,…

ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜାଙ୍କ ପରଲୋକ

ବରଗଡ଼: ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ପରଲୋକ। ୭୦ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ୨୫ ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ଗୋପାଳ ସାହୁ। କିଛି ଦିନ ହେବ ସେ ମଧୁମେହ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି…

୭ଟି ପଞ୍ଚାୟତ ସମିତିରେ ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ୧୪ରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୬ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ସହ ଗୋଟିଏ ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଉପନିର୍ବାଚନ। ଏଥିପାଇଁ ୧୪ରେ ପ୍ରକାଶ ପାଇବ…