Latest Odisha News

BREAKING NEWS

Browsing Category

ଓଡିଶା

Odisha

ସରୁନି ରସିକ ସତ୍ୟଜିତର ଗୁମର, ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବ ପୋଲିସ

ଭୁବନେଶ୍ୱର: ଯେତେ ଖୋଳୁଛି ସେତେ ବାହାରୁଛି ୯୯ ରାଣୀଙ୍କ ମନର ରାଜା ରସିକନାଗର ସତ୍ୟଜିତର ଗୁମର l ଅଧିକ ଗୁମର ବାହାର କରିବା ପାଇଁ ରାଜ୍ୟ ବାହାରକୁ ଯିବ କମିଶନରେଟ୍ ପୋଲିସ l ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ l ସତ୍ୟଜିତ୍ ସମ୍ପର୍କ ରଖିଥିବା ବାହାର ରାଜ୍ୟର…

ଜାଣନ୍ତୁ କେଉଁ ରାଜ୍ୟରେ ଆରମ୍ଭ ହୋଇଥିଲା ପ୍ରଥମ ଚାଉଳ ଏଟିଏମ୍…

ଭୁବନେଶ୍ବର: ଆମେ ମାନେ ସମସ୍ତେ ଏଟିଏମ୍ ରୁ ଟଙ୍କା ବାହାରୁଥିବା ଜାଣିଛେ । ହେଲେ ଏଟିଏମ୍ ରୁ କେବେ ଚାଉଳ ବାହାରିବା କଥା ଶୁଣିଛନ୍ତି କି । ଏହି ସେବା ପ୍ରଥମେ ଦେଶର ହରିୟାଣା ରାଜ୍ୟରେ ଆରମ୍ଭ ହୋଇଥିଲା । ଯେଉଁଠି ହିତାଧିକାରୀ ନିଜର ରାସନକାର୍ଡ ଆଣି ନମ୍ବର ମାରି ଏଟିଏମରୁ ଚାଉଳ ବାହାର…

ରିଜର୍ଭ ପୋଲିସ ଲାଇନ୍ ସମ୍ମୁଖ ମହାବୀର ମନ୍ଦିରରୁ ଟଙ୍କା ଓ ସୁନା ଅଳଙ୍କାର ଚୋରି

ପୁରୀ: ରିଜର୍ଭ ପୋଲିସ ଲାଇନ ସମ୍ମୁଖ ମହାବୀର ମନ୍ଦିରରୁ ଚୋରି । ମନ୍ଦିର ପରିସରରେ ଥିବା ହୁଣ୍ଡିରୁ ହଜାର ହଜାର ଟଙ୍କା ଦାନ ହୋଇଥିବା ଭକ୍ତଙ୍କ ଦ୍ବାରା ଦକ୍ଷିଣା ଗୁଡ଼ିକ ଚୋରି ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ ମୀନ କେତନ ପାଠଯୋଶୀ । ଖବର ମୁତାବକ, କୁମ୍ଭାରପଡ଼ା ଥାନା…

ବାଂଲାଦେଶ ହିଂସା: ଆଲର୍ଟରେ ଓଡ଼ିଶା

ଭୁବନେଶ୍ୱର: ବାଂଲାଦେଶରେ ଦେଖାଦେଇଥିବା ହିଂସା ଏବେ ଚରମ ସୀମାରେ ପହଂଚିଛି l ପୂର୍ବତନ ପ୍ରଧାନମନ୍ତ୍ରୀ ଦେଶ ଛାଡି ଭାରତ ଆସିବା ପରେ ଭାରତ ପ୍ରତି ବିପଦ ଘନେଇଛି l ଏହାରି ଭିତରେ ବର୍ଡ଼ର ରାଜ୍ୟକୁ ଆଲର୍ଟ ଜାରି କରିଛନ୍ତି ସରକାର l ସେପଟେ ବାଂଲାଦେଶ ହିଂସାକୁ ନେଇ ଓଡ଼ିଶାରେ ମଧ୍ୟ ହାଇ-ଆଲର୍ଟ…

ଏଣିକି ଠକାମୀ ଶିକାର ହେବେନି ହିତାଧିକାରୀ, ରାଜ୍ୟରେ ଖୋଲିଲା ପ୍ରଥମ ଚାଉଳ ଏଟିଏମ୍

ଭୁବନେଶ୍ୱର; ପ୍ରଥମ ଥର ପାଇଁ ରାଜ୍ୟରେ ଖୋଲିଲା ଚାଉଳ ଏଟିଏମ୍ l ଭୁବନେଶ୍ବର ମଞ୍ଚେଶ୍ବରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ l ରାଜ୍ୟର ପ୍ରଥମ ଚାଉଳ ଏଟିଏମକୁ ଉଦ୍‌ଘାଟନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର l ତେବେ ଚାଉଳ ଏଟିଏମରେ ଚାଉଳ ଉଠାଇବାକୁ ହେଲେ ପ୍ରଥମେ…

ବନ୍ଧା ହେଲେ ମାଲାମାଲ୍ ବିଡିଓ

କଟକ: ବିଡିଓଙ୍କ ସମ୍ପତ୍ତିର ଲାଗିଥିଲା ଲମ୍ବା ଲାଇନ । ଶେଷରେ ବାନ୍ଧିଲା ଭିଜିଲାନ୍ସ । ଆଜି ବିଡିଓଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଅର୍ଥାତ୍ ଗତକାଲି ଭିଜିଲାନ୍ସର ୮ ଜଣିଆ ଟିମ୍ ବିଡିଓ ବାବୁଙ୍କ ମୋଟ ୮ଟି ସ୍ଥାନରେ ଚଢାଉ ଆରମ୍ଭ କରିଥିଲା…

ପୁଣି ତାତିଛି ଆଳୁ ବଜାର, ଆଶ୍ବାସନା ଦେଲେ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ପୁଣି ଆଳୁ ଦର ଉପରମୁହାଁ ହୋଇଥିବା ବେଳେ ଏହାକୁ ନେଇ ହନ୍ତସନ୍ତ ହେଉଛନ୍ତି ଖାଉଟି । ସରକାରଙ୍କ ହସ୍ତକ୍ଷେପ ପରେ ବି ସ୍ଥିତି ସୁଧୁରୁନି । ଦିନକୁ ଦିନ ବଜାରରେ ଆଳୁ ଦର ବଢିଚାଲିଛି । କିଛି କିଛି ଖୁଚୁରା ଦେକାନୀ ୬୦ ଟଙ୍କା ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି ।…

ଗୁଳି ଫୁଟି ୨ ମୃତ ଘଟଣା: ଅତ୍ୟଧିକ ମଦ୍ୟପାନ କରି ନିଜେ ଗୁଳି ଫୁଟାଇ ଥିଲେ ମୃତକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚୁଲିମାଳରେ ପୋଲିସ କନେଷ୍ଟବଳଙ୍କ ବନ୍ଧୁକରୁ ଗୁଳି ଫୁଟି ଦୁଇ ମୃତ ଘଟଣା । ଅତ୍ୟଧିକ ମଦ୍ୟପାନ କରି ନିଜେ ଗୁଳି ଫୁଟାଇ ଥିଲେ ମୃତକ । ପ୍ରଥମେ ଶେଷଦେବକୁ ବାଜିଥିଲା ଗୁଳି ପରେ ପିଏସଓ ମନୋଜ ନିଜକୁ ନିଜେ ଗୁଳି କରିଥିବା ସ୍ପଷ୍ଟ କଲା ପୋଲିସ୍…

ମଦକୁ ନେଇ ବଡ ବୟାନ ଦେଲେ ମନ୍ତ୍ରୀ…..

ଭୁବନେଶ୍ବର: ବିଜେପି ଶାସନ ଅଧିନରେ ଓଡିଶା ଆସିବା ପରେ ଗୋଟିଏ ପ୍ରସଙ୍ଗ ବେଶ୍ ଚର୍ଚ୍ଚା ଧରିଥିଲା ତାହା ହେଲା ନିଶାମୁକ୍ତ ଓଡିଶା । କାରଣ ପୁର୍ବରୁ ମଧ୍ୟ ଦେଖାଦେଇଛି ଯେ ବିଜେପି ରାଜ୍ୟ ମାନଙ୍କରେ ମଦକୁ ବ୍ୟାନ୍ କରାଯାଇଛି । ଯାହାକୁ ନେଇ ଅନେକ ମନ୍ତବ୍ୟ ମଧ୍ୟ ପ୍ରକାଶ ପାଇଥିଲା । ଏନେଇ…

ଗିରଫ ହେବେ ବିଡିଓ ବାବୁ! ସରୁନି ସମ୍ପତ୍ତି ତାଲିକା….

କଟକ: ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ଆଠଗଡ ବିଡିଓ ପ୍ରଦୀପ କୁମାର ସାହୁ । ବୁଧବାର ଭିଜିଲାନ୍ସରର ମୋଟ ୮ ଜଣ ଟିମ୍ ଏକକାଳୀନ ବିଡିଓଙ୍କ ୮ଟି ସ୍ଥାନରେ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିପାରେ । ସେପଟେ ଭିଜିଲାନ୍ସ ଚଢାଉ ପରେ ଏବେ ବି ଜାରି ରହିଛି ସମ୍ପତି ଆକଳନ…