Latest Odisha News

BREAKING NEWS

Browsing Category

ଓଡିଶା

Odisha

କଳିଙ୍ଗନଗର ଗୁଳିକାଣ୍ଡକୁ ୧୮ ବର୍ଷ

ଯାଜପୁର; ଯାଜପୁର ଜିଲ୍ଲା କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୁରିଛି ୧୮ ବର୍ଷ। ଶହୀଦ ଆଦିବାସୀଙ୍କ ସ୍ମୃତିରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଶହୀଦ ଦିବସ ପାଳନ କରାଯାଉଛି। ଏଥିପାଇଁ ଜନମଞ୍ଚ ପକ୍ଷରୁ ସ୍ମୃତୁ ସ୍ତମ୍ଭ ନିକଟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସ୍ମୃତି ସ୍ତମ୍ଭ ନିକଟରେ…

ନିଶ୍ଚିନ୍ତୋଇଲି ସଡ଼କ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ, ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା

ଭୁବନେଶ୍ବର: ଆଜି କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ    ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ  ପରିବାର ବର୍ଗଙ୍କୁ  ଗଭୀର  ସମବେଦନା   ଜଣାଇଛନ୍ତି ।  ଏଥିସହ ମୃତକଙ୍କ …

କମିସନରେଟ୍ ପୁଲିସର ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ

ଭୁବନେଶ୍ଵର ; କମିସନରେଟ୍ ପୁଲିସ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଯାଇଛି। ସଡ଼କ ସୁରକ୍ଷା ପରିବାର ରକ୍ଷା ବିଷୟବସ୍ତୁକୁ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିପାଇଁ ପୁଲିସ କମିସନର…

ନକ୍ସଲ ଦମନ: ଓଡ଼ିଶାରୁ ୩ ହଜାର ବିଏସଏଫ ଯବାନ ଛତିଶଗଡ଼ ଯିବେ

ଭୁବନେଶ୍ୱର: ମାଓ ବିରୋଧୀ ଅଭିଯାନକୁ ଜୋରଦାର କରିବା ପାଇଁ ସୀମା ସୁରକ୍ଷା ବଳ (ବିଏସଏଫ)ର ୩ଟି ବାଟାଲିୟନ ଏବଂ ସମାନ ସଂଖ୍ୟକ ଭାରତ-ତିବ୍ଦତ ସୀମା ପୁଲିସ (ଆଇଟିବିପି) ୟୁନିଟ୍ ଛତିଶଗଡ଼ରେ ମୁତୟନ ହେବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିବା ଏହି ଅଞ୍ଚଳରୁ ବାମପନ୍ଥୀ ଉଗ୍ରବାଦ…

ଓଡ଼ିଶାରେ ଘନ କୁହୁଡ଼ି, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ମଙ୍ଗଳବାର ସକାଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନରୁ ଅତି ଘନ କୁହୁଡ଼ି ଯୋଗୁଁ ଜନଜୀବନ ବ୍ୟାପକ ବାଧାପ୍ରାପ୍ତ ହୋଇଛି। ସମଗ୍ର ରାଜ୍ୟରେ ଶୀତ ଲହରୀ କମିବାରେ ଲାଗିଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଛି। ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ,…

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଟାଣିଲେ ପୂର୍ଣ୍ଣଛେଦ?

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ଦାବି ହୋଇଆସୁଛି। ଦୀର୍ଘ ଦିନ ଧରି ଏହି ଦାବି ହୋଇ ଆସୁଥିଲେ ମଧ୍ୟ ଏବେ ଏଥିରେ କେନ୍ଦ୍ର ସରକାର ଏକ ପ୍ରକାର ପୂର୍ଣ୍ଣଛେଦ ଟାଣିଛନ୍ତି ବୋଲି କୁହାଯାଉଛି। କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ମେଘାଓ୍ବାଲ ଓଡ଼ିଶା ଗସ୍ତରେ ଥିବା…

ବଡ଼ ଭାଇର ଗୁଳିମାଡ଼ରେ ସାନ ଭାଇର ମୃତ୍ୟୁ

ରାଉରକେଲା: ନୂଆବର୍ଷ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଥିରେ କ୍ଷୀରୋଧର ସିଂହ (୨୬) ନାମକ ଜଣେ ବ୍ୟକ୍ତି ତାଙ୍କ ବଡ଼ ଭାଇ ଉମେଶ ସିଂହଙ୍କ ହାତରେ ଅକାଳ ମୃତ୍ୟୁ ବରଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କ୍ଷୀରୋଧର ଓ ତାଙ୍କ ସାଙ୍ଗମାନେ ତେତେରକେଲା…

ପଏଁରୀ ତିହାରରେ ମନ ମୋହିଲା ବିହୁ ନାଚ

ସୋନପୁର: ସୁବର୍ଣ୍ଣପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ପଏଁରି’ର ଜାତୀୟ ପାରମ୍ପରିକ ଲୋକ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଗତକାଲି ମହା ସମାରୋହରେ ଉଦଘାଟିତ ହୋଇଯାଇଛି l ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଯୋଗଦେଇଥିଲେ…

କେଉଁ ଆସନରୁ ଧର୍ମେନ୍ଦ୍ର ସାଂସଦ ଭାବେ ପ୍ରାର୍ଥୀ ହେବେ ଦେଲେ କି ଇସାରା?

ଛେଣ୍ଡିପଦା: ଆଗାମୀ ଲୋକସଭା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେଉଁ ଆସନରୁ ପ୍ରାର୍ଥୀ ହେବେ ସେ ନେଇ ଚର୍ଚ୍ଚା ଜାରି ରହିଛି। ଢେଙ୍କାନଳ ଏବଂ ସମ୍ବଲପୁର ଲୋକସଭା ଆସନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେ ସମ୍ଭବତଃ ସମ୍ବଲପୁର ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ରବିବାର…

ଜାନୁଆରୀ ୩୧ ସୁଦ୍ଧା ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବେ ଓଡ଼ିଶା ସରକାରୀ କର୍ମଚାରୀ

ଭୁବନେଶ୍ୱର: ଜାନୁଆରି ୩୧ ତାରିଖ ସୁଦ୍ଧା ସମସ୍ତ କର୍ମଚାରୀ ସେମାନଙ୍କ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବାକୁ ଓଡ଼ିଶା ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗ୍ରୁପ୍ ଡିଠାରୁ ଆରମ୍ଭ କରି ଗ୍ରୁପ୍ ଏ ପର୍ଯ୍ୟନ୍ତ ସବୁ ସ୍ତରରେ ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ।…