Latest Odisha News
Browsing Category

ଓଡିଶା

Odisha

ପାଇପ୍ ଲାଇନ୍ ଫାଟିବାରୁ କଟକରେ ଦୟନୀୟ ରାସ୍ତା, ଦୁର୍ନୀତି ଅଭିଯୋଗ ଆଣି ମେୟରଙ୍କୁ ଘେରିଲେ ନେତା

କଟକ: ସହରର ନୂଆପଡ଼ା ଛକରେ ପାଇପ୍ ଲାଇନ୍ ଫାଟିଯିବାରୁ ରାସ୍ତାର ଏକ ବଡ଼ ଅଂଶ ଖାଲ ହୋଇଯାଇଛି। ତେଣୁ ନୂଆପଡ଼ା ଓ ଖାନନଗର ମଧ୍ୟରେ ରାସ୍ତା ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ଚାଲିଥିବା ଜାପାନ ଇଣ୍ଟରନ୍ୟାସନାଲ କୋଅପରେସନ୍ ଏଜେନ୍ସି (ଜାଇକା) ପ୍ରକଳ୍ପ ଏବଂ ଆନୁସଙ୍ଗିକ ଦୁର୍ନୀତି…

କାହିଁକି ଓଡିଶା ଆସିଲେ ଓ୍ବାଇ ବି ଖୁରାନିଆ?

ଭୁବନେଶ୍ବର: ଓଡିଶା ଫେରିବେ ୧୯୯୦ ବ୍ୟାଚର ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ । ଖୁରାନିଆଙ୍କୁ ଓଡିଶା କ୍ୟାଡରକୁ ତତ୍କାଳ ପ୍ରଭାବରେ ଫେରାଇ ଆଣିବା ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ ନିଯୁକ୍ତି କମିଟି ଅନୁମୋଦନ କରିଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ…

ବିଜେଡି ସରକାରରେ ଅର୍ଜିଥିଲେ…

ଭୁବନେଶ୍ବର: ବିଜେଡି ସରକାର ବେଳେ ଥିଲେ ପାଓ୍ବାରଫୁଲ୍, ଏବେ ପଡିଛି ଭିଜିଲାନସ ଛାଟ। ମାଳମାଳ ଫ୍ଲାଟ୍, ଆକାଉଣ୍ଟରେ କୋଟି କୋଟି ଟଙ୍କା । କୁବେର ଅଧିକାରୀଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା। ଜଣକ ପରେ ଜଣେ ଅଧିକାରୀଙ୍କ ଘରେ ରେଡ୍ କରିବା ସହ ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ…

ଏନଓସି ବାତିଲ ପରେ ଅନ୍ଧାରରେ ୧୪୭ଟି ଓଡ଼ିଶା ନର୍ସିଂ କଲେଜର ଭବିଷ୍ୟତ

ଭୁବନେଶ୍ୱର: ଚିକିତ୍ସା ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ (ଡିଏମ୍ଇଟି) ପକ୍ଷରୁ ଏନ୍ଓସି ବାତିଲ କରାଯିବା ପରେ ଓଡ଼ିଶାର ୧୪୭ଟି ନର୍ସିଂ କଲେଜର ଭବିଷ୍ୟତକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଇଣ୍ଡିଆନ୍ ନର୍ସିଂ କାଉନସିଲ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଆଧାରରେ ଏହି…

ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ

କଟକ: ଗୋଟିଏ ପରିବାରର ୩ ଜଣ ଆତ୍ମହତ୍ୟା ଉଦ୍ୟମ । ଏଭଳି ଘଟଣା ସାମ୍ନାକୁ ଆସିଛି କଟକ ସିଡିଏ ସେକ୍ଟର ୬ ଅଞ୍ଚଳରୁ । ଗୁରୁତର ଅବସ୍ଥାରେ ବାପା, ମାଆ ଓ ପୁଅଙ୍କୁ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ବେଙ୍ଗାଲୁରୁର ଏକ ଆଇଟି କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଭାବେ…

ମାଲକାନଗିରିର ଏହି ସବୁ ରୁଟରେ ଆଉ ଗଡ଼ିବନି ଲକ୍ଷ୍ମୀ ଏସି ବସ୍, ପରମିଟ୍ ବାତିଲ କଲେ ଆରଟିଓ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବନ୍ଦ ହୋଇଗଲା ଲକ୍ଷ୍ମୀ ଏସି ବସ୍ ଚଳାଚଳ । ମାଲକାନଗିରିର ୬ଟି ରୁଟରେ ଆଉ ଗଡ଼ିବନି ଲକ୍ଷ୍ମୀ ଏସି ବସ୍ । ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚାଲୁଥିବା ଏହି ବସ୍ ସବୁକୁ ବାତିଲ କରାଯାଇଛି । ଏନେଇ ଆରଟିଓ ବସ୍ ଚଳାଚଳ ପରମିଟ୍ ବାତିଲ କରିଛନ୍ତି । ସବୁ ବସ୍…

ଗିରଫ ହେଲେ ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ

ବାଲେଶ୍ୱର: ଗିରଫ ହେଲେ ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଗତକାଲି (ଶୁକ୍ରବାର) ପ୍ରଭାସଙ୍କ ଘର, କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ପ୍ରଭାସଙ୍କର…

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି । ଯାହାକୁ ନେଇ ଆଜି ରାଜ୍ୟର ୬ଟି ଜିଲ୍ଲାକୁ ୟେଲୋ…

ଭାରସାମ୍ୟ ହରାଇ ମାଡ଼ିଗଲା ଟ୍ରକ୍‌; ୨ କାଉଡ଼ିଆଙ୍କ ସମେତ ୩ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ଡିମିରିଆ ଗାଁ ଛକ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ଚଢ଼ି ଯିବାରୁ ୨ ଜଣ କାଉଡ଼ିଆଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ୨ କାଉଡିଆ ହେଲେ ବାଣପୁର ଅଞ୍ଚଳର ପାପୁ ନାହାକ ଓ ରଞ୍ଜି ନାହାକ । ସେହିପରି ଏହି ଦୁର୍ଘଟଣାରେ…