Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଢୁଛି ଶିଶୁ ଦୃଷ୍ଟିହୀନତା, ଉଦବେଗ ପ୍ରକାଶ କଲେ ବିଶେଷଜ୍ଞ

ଭୁବନେଶ୍ୱର: ଦିନକୁ ଦିନ ବଢିବାରେ ଲାଗିଛି ଶିଶୁ ଦୃଷ୍ଟିହୀନତା । ଚିକିତ୍ସା ବିଜ୍ଞାନରେ ଅଗ୍ରଗତି କାରଣରୁ ଶିଶୁ ମୃତ୍ୟୁହାର ହ୍ରାସ ଘଟିଛି। ମାତ୍ର ଶିଶୁଙ୍କ ନିକଟରେ ଅପରିପକ୍ୱତା, ହାଇପୋକ୍ସିଆ ଏବଂ ପୁଷ୍ଟିହୀନତା ଭଳି ବିଭିନ୍ନ କାରଣଗୁଡିକ ବୃଦ୍ଧି ପାଇବାରେ ଲାଗିଛି। ଏପରି ସମସ୍ୟାରୁ…

ତୁରନ୍ତ ସମାଧାନ ହେବ ସହରାଞ୍ଚଳର ଜଳବନ୍ଦୀ ସମସ୍ୟା

ଭୁବନେଶ୍ଵର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ନେତୃତ୍ୱରେ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଜଳବନ୍ଦୀ ସମସ୍ୟାର ବ୍ୟାପକ ସମୀକ୍ଷା ଆରମ୍ଭ ହୋଇଛି। ବୈଠକରେ ଶ୍ରୀମତୀ ପାଢ଼ୀ ବିଶେଷ କରି ମୌସୁମୀ ଋତୁରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ…

ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ଵର: ଗିରଫ ହେଲେ ଖୋର୍ଦ୍ଧା ଜଟଣୀ ବ୍ଲକର ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି । ନିବେଦିତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ନିବେଦିତା ମହାନ୍ତି । ସୂଚନା ଅନୁସାରେ, ଜଣେ ଠିକାଦାରଙ୍କ ଠାରୁ ପୁରୁଣା…

ବିଜେଡିକୁ ବଡ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ

ଭୁବନେଶ୍ଵର: ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫା । ମମତାଙ୍କ ଇସ୍ତଫା ନେଇ ସୂଚନା ଦେଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ । ୨୦୨୦ରେ ରାଜ୍ୟସଭାକୁ ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ ମମତା । ରାଜ୍ୟସଭା ସାଂସଦ ସହ ବିଜେଡିରୁ ବି ଇସ୍ତଫା ଦେଇଛନ୍ତି ମମତା । ବିଜେଡିରୁ…

୫-ଟି ସ୍କୁଲ ରୂପାନ୍ତିକରଣରେ ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର: ବିଜେଡି ଶାସନ ସମୟରେ 5T ଯୋଜନା ମାଧ୍ୟମରେ କରାଯାଇଥିବା କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଓଡିଶା ସରକାର। ଯୋଜନାରେ ଯଦି କୌଣସି ଦୁର୍ନୀତି ଜଣାପଡ଼େ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୁଧବାର କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ।…

ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ର ଅସୁସ୍ଥ

ଭୁବନେଶ୍ୱର: ଗୁରୁତର ଅବସ୍ଥାରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ର । କିଛିଦିନ ତଳେ ସେ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବ୍ରହ୍ମପୁରରୁ…

ଖୋଲିବ ଡଙ୍କାରୀ ଗୁମର, ଏନଜିଟି ମାଗିଲେ ରିପୋର୍ଟ

ଭୁବନେଶ୍ବର: ଖୋଲିବ ଡଙ୍କାରୀ ବେଆଇନ ଖାଦାନ ଗୁମର ! ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ । ପାହାଡ଼ ଧସି ୩ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ୪ସପ୍ତାହରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବେଆଇନ ଖଣି ଖନନ ଦ୍ବାରା ଶ୍ରମିକ ମୃତ୍ୟୁ ସହ ସ୍ଥାନୀୟ…

ଏସବୁ ସ୍ଥାନରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭୁବନେଶ୍ୱର ଏବଂ କଟକ ସହର ସମେତ ଓଡିଶାର ପାଞ୍ଚଟି ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି। ବୁଧବାର ଅପରାହ୍ନରେ ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଖୋର୍ଦ୍ଧା (ଭୁବନେଶ୍ୱର), କଟକ, ଜଗତସିଂହପୁର, ବଲାଙ୍ଗୀର…

ନକଲି ବିହନ ବିକ୍ରୟ ଘଟଣା: ୬ ଦୋକାନୀଙ୍କୁ ଦଣ୍ଡ

ବରଗଡ଼: ବରଗଡ଼ରେ ଖୋଲାଖୋଲି ନକଲି ବିହନ କାରବାର ଘଟଣା l ୬ ଦୋକାନୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା କୃଷି ବିଭାଗ l ୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ସହ ୨ ଜଣଙ୍କ ଲାଇସେନ୍ସ ବାତିଲ କଲା କୃଷି ବିଭାଗ l ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଜିଲ୍ଳା କୃଷି ଅଧିକାରୀ ପ୍ରସନ୍ନ ମିଶ୍ର…

ରାଜ୍ୟର ୧୮ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି

ଭୁବନେଶ୍ୱର: ରାଜ୍ୟର ୧୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି ହୋଇଥିବା ନେଇ ସୂଚନା ମିଳିଛି l କିନ୍ତୁ ୧୪୭ କୋଟିରୁ ମାତ୍ର ୧୪ କୋଟି ଆଦାୟ କରିଛନ୍ତି ରାଜ୍ୟ ସରକାର l ଦୁର୍ନୀତିରେ ସାମିଲ ଥିବା ୫୨୧ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି l ସୁନ୍ଦରଗଡ଼ରେ ସର୍ବାଧିକ…