Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ବରିଷ୍ଠ କିରାଣି ସୁବ୍ରତ କାନୁନଗୋ 

ଯାଜପୁର: ଭିଜିଲାନ୍ସ ଜାଲରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜିଲ୍ଲା ମଙ୍ଗଳ ବିଭାଗର ବରିଷ୍ଠ କିରାଣି ସୁବ୍ରତ କୁମାର କାନୁନଗୋ। ୧୦ ହଜାର ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ହରିଜନ ଓ ଆଦିବାସୀ ଅନୁକମ୍ପା ରାଶି ବିଲ୍‌ ପାସ କରାଇଦେବା ନେଉଥିଲେ ଲାଞ୍ଚ। ଏତିକିବେଳେ ଚଢାଉ…

ଅଭୁଲା ୨୦୨୩: ଚଳିତ ବର୍ଷ ଚହଳ ସୃଷ୍ଟି କରିଥିଲା ଏହି ସବୁ ହତ୍ୟାକାଣ୍ଡ

ଭୁବନେଶ୍ଵର: ଆଉ ହାତଗଣତି ଦିନ କେଇଟା ପରେ ବିଦାୟ ନେବ ୨୦୨୩ । ପାଦ ଥାପିବ ୨୦୨୪ । ଆଶା ଓ ସମ୍ଭାବନାର ବର୍ଷ ୨୦୨୪କୁ ସ୍ୱାଗତ କରିବାକୁ ସମଗ୍ର ବିଶ୍ୱ ଏବେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ସେପଟେ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହେବାକୁ ଯାଉଛି ବିଦାୟୀ ବର୍ଷ ୨୦୨୩ । ଘଟଣା, ଦୁର୍ଘଟଣା…

ପୁଣି ଚମକିଲେ ଶ୍ରୀକ୍ଷେତ୍ର ବୋହୂ, ରୋପ୍ୟ ଜିତିଲେ ମିସ୍ ଇଣ୍ଡିଆ ଗ୍ଲାମର ମଧୁସ୍ମିତା

ପୁରୀ: ପୁଣି ଜାତୀୟ ସ୍ତରରେ ଚମକିଲେ ଶ୍ରୀକ୍ଷେତ୍ର ବୋହୂ । ଜିଲ୍ଲା ପାଇଁ ପଦକ ଜିତିଲେ ମିସ୍‌ ଇଣ୍ଡିଆ ଗ୍ଲାମର ମଧୁସ୍ମିତା । ୱାର୍ଲଡ ଫିଟନେସ୍ ଫେଡେରେଶନ ଓ କଳିଙ୍ଗ ବଡି ବିଲିଂ ଆଣ୍ଡ ଫିଟ୍‌ନେସ୍ ଆସୋସିଏଶନ ସହଭାଗିତାରେ ରାଜସ୍ଥାନରେ ମିଷ୍ଟର ଓ ମିସ୍ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା…

ପୁରୀ ଆସି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି

ପୁରୀ: ପୁରୀ କୁ ଆସି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ । ଦିନକୁ ଦିନ ଶ୍ରୀମନ୍ଦିରକୁ ପ୍ରବଳ ଭକ୍ତଙ୍କ ଭିଡ ଜମୁଥିବା ବେଳେ ବ୍ୟାରିକେଡ୍ ଭିଡ ଭିତରେ ଅନେକ ଭକ୍ତ ଅଚେତ ହେଇଯାଉଛନ୍ତି । ଆଗକୁ ନୂଆବର୍ଷ ଆସୁଛି ତେଣୁ ଆହୁରି ଭକ୍ତଙ୍କ ଭିଡ ବଢିବ…

ଦୁଇଟି ପ୍ରସଙ୍ଗରେ ସିଂହଦ୍ଵାର ଥାନାରେ ଏତଲା ଦେଲା ଜଗନ୍ନାଥ ସେନା

ପୁରୀ: ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା । ଦୁଇଟି ପ୍ରସଙ୍ଗରେ ସିଂହଦ୍ଵାର ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା । ବିଧର୍ମୀ ଗୋମାଂସ ଭକ୍ଷଣକାରୀ କାମିଆ ଜାନୀଙ୍କ ମହାପ୍ରସାଦ ସେବନ ସହ ପ୍ରଚାରପ୍ରସାର ଓ ଶ୍ରୀମନ୍ଦିର ଭିତରକୁ ପ୍ରବେଶକୁ ବିରୋଧ କରି ଥାନାରେ ଏତଲା ଦେଲେ ସେନାର…

ଓଲଟିଲା ପର୍ଯ୍ୟଟକଙ୍କ ବସ୍ , ୨ ଗୁରୁତର, ୨୫ ଜଣ ଆହତ

କନ୍ଧମାଳ: ଓଲଟିଲା ପର୍ଯ୍ୟଟକଙ୍କ ବସ୍ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବାବେଳେ, ୨୫ ଜଣ ଆହତ ହୋଇଥିବା ଜଣାପଡିଛି । ପଶ୍ଚିମବଙ୍ଗ ରୁ ପର୍ଯ୍ୟଟକ ଙ୍କୁ ନେଇ ପ୍ରଥମେ ଦାରିଙ୍ଗବାଡି ବୁଲିସାରିବା ପରେ ଗୋପାଳପୁର ଅଭିମୁଖେ ଯାଉଥିବା ଏକ ବସ୍ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ରାହ୍ମଣୀଗାଁ ଥାନା…

ରାଜ୍ୟରେ ଆହୁରି ୩ ଦିନ ଜାରି ରହିବ ଘନ କୁହୁଡ଼ି : ପାଣିପାଗ ବିଭାଗ

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ଏବେ ରାଜ୍ୟରେ ଶୀତ ର ପ୍ରକୋପ କମିଥିବା ବେଳେ ରାତ୍ରି ତାପମାତ୍ରା କ୍ରମଃଶ ବୃଦ୍ଧି ପାଇବାରେ ଲାଗିଛି । ଚାରିଆଡେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ଯେଉଁ କାରଣରୁ ଗତ ୫ ଦିନ ହେବ ଘନ କୁହୁଡ଼ି ପାଇଁ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ଆଉ…

ଗୁଣୁପୁର ପୌରପରିଷଦ ର ନିର୍ବାଚନ କୁ ଦୃଷ୍ଟିରେ ରଖି ଜରୁରୀ ବୈଠକ

ରାୟଗଡା: ଗୁଣୁପୁର ପୌର ପରିଷଦ ରେ ନିର୍ବାଚନ କୁ ଦୃଷ୍ଟି ରେ ରଖି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଅଧକ୍ଷତା କରିଥିବା ବେଳେ ପୌର ପରିଷଦ ର ଅଧକ୍ଷା ମମତା ଗୌଡ଼, ଉପାଧକ୍ଷ ଶିବ ଗୌଡ଼ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱସ୍ତିକ…

ଷ୍ଟୋର ରୁମରୁ ଉଦ୍ଧାର ହେଲା ୪ଫୁଟର ନାଗ ସାପ

ଭୁବନେଶ୍ଵର: ଷ୍ଟୋର ରୁମରୁ ଉଦ୍ଧାର ହେଲା ୪ଫୁଟର ନାଗ ସାପ । ଭୁବନେଶ୍ୱର ଇନ୍ଦିରା ହାଉସିଂ କଲୋନୀର ଲେନ୍ ନମ୍ବର ୬ ରେ A-୬/୨୨ ରେ ରହୁଥିବା ନକୁଳ ମଲ୍ଲିକଙ୍କ ଘରୁ ନାଗ ସାପଟିକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ସାପଟିକୁ ସୁରକ୍ଷିତ ଉଦ୍ଧାର କରି ନିକଟସ୍ଥ ପ୍ରାକୃତିକ ଆବାସ ସ୍ଥଳୀରେ…

ଗଞ୍ଜାମରେ ମୁଣ୍ଡ ଟେକିଲା କୋରୋନା, ୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ପୁଣି ଡରାଇଲାଣି କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତ ଚିହ୍ନଟ ପରେ,…