Latest Odisha News

BREAKING NEWS

Browsing Category

ଓଡିଶା

Odisha

ହାଓ୍ବଡା- ମୁମ୍ବାଇ ଟ୍ରେନ ଟ୍ରାଜେଡି: ଦୁଇ ମୃତକ ଓଡିଶାର

ରାଉଲକେଲା: ଆଜି ସକାଳୁ ସକାଳୁ ପୂଣି ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି । ଝାଡଖଣ୍ଡର ରାଜଖରସୁଆଁରେ ହାଓ୍ବଡା- ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା ବେଳେ ଏଥିରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଥିବା ସୁଚନା ମିଳିଛି । ତେବେ ପ୍ରାଥମିକ ତଦନ୍ତ…

ନିଲମ୍ବନ ହେଲେ ଆଇପିଏସ ପଣ୍ଡିତ ରାଜେଶ

ଭୁବନେଶ୍ବର: ନିଲମ୍ବନ ହେଲେ ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓ । ଏନେଇ ଗୃହ ବିଭାଗ ପକ୍ଷରୁ  ନିର୍ଦ୍ଦେଶନାମା ଜାରି ହୋଇଛି । ଭାରତୀୟ ପୋଲିସ ସେବା ଆଇନ୍‌ ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜେଶଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । କ୍ୟାପିଟାଲ ଥାନା…

ଫୁଲୁଛି ମହାନଦୀ, କୂଳ ଛୁଇଁଲାଣି ବନ୍ୟା ପାଣି

ଭୁବନେଶ୍ବର: ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଛି । ମୋଟ ୨୦ ଗେଟ୍ ଦେଇ ପାଖାପାଖି ୩ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ଫୁଲିଛି ମହାନଦୀ । ତଳିଆ ଅଞ୍ଚଳରେ ମହାନଦୀ ପାଣି ସ୍ତର ବଢିବାରୁ ବିଲ ବାଡି ଚାରିଆଡେ ପାଣିଜମି…

୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ବର୍ଷା। ଆଜି ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲା ହେଉଛି- କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର। ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ୩୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି…

ବିଜେଡିର ୮୦% ଯୋଜନାକୁ ଆପଣେଇଛି ବିଜେପି ସରକାର: ନବୀନ

ଭୁବନେଶ୍ୱର: ବଜେଟ ଆଲୋଚନାରେ ଭାଗ ନେଇ ସୋମବାର ଦିନ ରାଜ୍ଯ ସରକାରଙ୍କୁ କଟାକ୍ଷ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ବିଜେଡି ଶାସନ ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦% ଯୋଜନାକୁ ଆପଣାଇଛନ୍ତି ବିଜେପି ସରକାର। ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ…

କିଏ ଖେଳୁଛି ବାରବାଟୀ ନାଁରେ ଖେଳ?

ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଡିୟମକୁ ନେଇ ତେଜିଲା ରାଜନୀତି । ଷ୍ଟାଡିୟମ ନବୀକରଣକୁ ନେଇ କୌଣସି ଯୋଜନା ନଥିବା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିବା ପରେ ଆରମ୍ଭ ହୋଇଛି ବିତର୍କ । ରାଜ୍ୟ ସରକାରଙ୍କୁ ବିଜେଡି ଟାର୍ଗେଟ୍ କରିଛି ତ ପୂର୍ବରୁ ଶାସନରେ ରହିଥିବା ବିଜେଡିକୁ ଦାୟୀ କରିଛି…

ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ସାମ୍ବାଦିକା ମଧୁଙ୍କ ଶରୀରରେ ଏକାଧିକ କ୍ଷତ

ଭୁବନେଶ୍ୱର: ଆସିଲା ଭୁବନେଶ୍ୱରରେ ଟ୍ରେନ୍ ଆଗକୁ ଡେଇଁ ମୃତ୍ୟୁବରଣ କରିଥିବା ମହିଳା ସାମ୍ବାଦିକା ମଧୁମିତା ପରିଡାଙ୍କ ପୋଷ୍ଟମର୍ଟମ ରିପୋର୍ଟ। ତାଙ୍କ ଦେହରେ ଏକାଧିକ କ୍ଷତ ଥିବା ଜଣାପଡିଛି। ଟ୍ରେନ୍‌ ଧକ୍କାରେ କିଛି ଦୂର ଘୋଷାଡି ହେବା ପରେ ମଧ୍ଯ ସେ କିଛି ସମୟ ଜୀବିତ ଥିଲେ ଏବଂ ଆହତ…

ଜୋରଦାର ହେଲା ସ୍ବାଧିକାର ଭଙ୍ଗ ରାଜନୀତି

ଭୁବନେଶ୍ବର: ତେଜିଲା ସ୍ବାଧିକାର ଭଙ୍ଗ ରାଜନୀତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ କଂଗ୍ରେସ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଛି । ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ…

ବିଶ୍ୱର ପ୍ରଥମ କଳା ବାଘ ସଫାରିକୁ ସିଜେଡ୍‌ଏର ଅନୁମୋଦନ

ଭୁବନେଶ୍ୱର: ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ଶିମିଳିପାଳ ସୁରକ୍ଷା ପାଇଁ ମିନି ମାରାଥନ୍ ଆୟୋଜିତ ହୋଇଛି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିକଟରେ ପ୍ରତିଷ୍ଠା ହେବାକୁ ଥିବା ମେଲାନିଷ୍ଟିକ୍‌ ଟାଇଗର (କଳା ବାଘ) ସଫାରି ଆଉ ପାଦେ ଆଗେଇଛି। ବିଶ୍ବର ପ୍ରଥମ ମେଲାନିଷ୍ଟିକ୍‌ ଟାଇଗର…

ପାରାଦୀପ ବନ୍ଦରରେ ୧୩ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟିତ

ପାରାଦୀପ: ପାରାଦୀପ ବନ୍ଦରରେ ଟ୍ରମା ଆଣ୍ଡ ବର୍ଣ୍ଣ କେୟାର (ଟିବିସି) କେନ୍ଦ୍ର ଉଦଘାଟିତ। ଦୈନିକ ୧୬ ନିୟୁତ ଲିଟର ପାଣି ବିଶୋଧନ କରିବା କ୍ଷମତା ବିଶିଷ୍ଟ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ସଚିବ ଟି. କେ. ରାମଚନ୍ଦ୍ରନ ପାରାଦୀପ…