Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀରେ ଉପରମୁହାଁ ଡେଙ୍ଗୁ, ୨୦୦ ଟପିଲା

ଭୁବନେଶ୍ବର: ରାଜଧାନୀରେ ଉପରମୁହାଁ ଡେଙ୍ଗୁ ସଂକ୍ରମଣ । ବର୍ଷାଦିନ କାରଣରୁ ମଶାମାନଙ୍କର ଉପଦ୍ରବ ବଢିବାରେ ଲାଗିଛି । ଏହାର ପ୍ରଭାବରେ ଏବେ ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ୨୦୦ ପାର୍ କରିଛି । ତେବେ ଗତ ଜୁଲାଇ ୧୬ ସୁଦ୍ଧା ଏହା ୧୧୫ରେ ପହଞ୍ଚିଥିବା ବେଳେ ଏବେ ଏହାର ସଂଖ୍ୟା ଗତ ୨୭ ସୁଦ୍ଧା…

ଭିଜିଲାନ୍ସ ଜାଲରେ ଅବକାରୀ ଜଏଣ୍ଟ କମିଶନର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ। ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ଏକା ସଙ୍ଗେ ୧୦ଟି ସ୍ଥାନରେ ଚଢ଼ାଉ କରିଛନ୍ତି ଭିଜିଲାନ୍ସ ଟିମ୍‌। ଭୁବନେଶ୍ବର,…

କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର: ଘଟଣାସ୍ଥଳରେ ଜଣେ ମହିଳା କାଉଡ଼ିଆଙ୍କ ମୃତ୍ୟୁ, ୨ ଗୁରୁତର

କଟକ: ଶ୍ରାବଣର ଦ୍ବିତୀୟ ସୋମବାରରେ ବଡ଼ ଅଘଟଣ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର। ଘଟଣାସ୍ଥଳରେ ଜଣେ ମହିଳା କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ରହିଛି। ସୂଚନା ଅନୁସାରେ ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ଏକ ପିକ୍ଅପ…

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିବ କଂଗ୍ରେସ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧରେ ସ୍ବାଧୀକାର ଭଙ୍ଗ ଅଭିଯୋଗ ଆଣିବ କଂଗ୍ରେସ। ଗତ ୨୬ ତାରିଖରେ ଗୃହ ଚାଲିଥିବା ବେଳେ ଅଗ୍ନିବୀରମାନଙ୍କ ପାଇଁ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଓ ବୟସ କୋହଳ ନେଇ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଘୋଷଣା କରିଥିଲେ। ବିଧାନସଭା ବା…

ଭୁବନେଶ୍ବରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ: ୨ଟି ଟ୍ରେନ୍‌ ବାତିଲ, ବଦଳିଲା ୬ଟି ଟ୍ରେନ୍‌ର ଯାତାୟାତ ସମୟ

ଭୁବନେଶ୍ୱର: ଭୁବନେଶ୍ବର ମଞ୍ଚେଶ୍ବର ଷ୍ଟେସନ ୟାର୍ଡରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ରାତି ୧ଟା ୩୫ରେ ଲାଇନ୍‌ଚ୍ୟୁତ ହେବା ନେଇ ରେଲୱେ ପକ୍ଷରୁ ସୂଚନା ମିଳିଛି। ରେଳଧାରଣାରୁ ୮ ବଗି ଖସିପଡ଼ିଛି। ଫଳରେ ଟ୍ରେନ୍‌ ଚଳାଚଳ ଠପ୍‌ ହୋଇଯାଇଛି। ପୂର୍ବତନ ରେଳପଥ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି…

କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଆ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ସହଯୋଗ…

ଭୁବନେଶ୍ୱର: ଦିଲ୍ଲୀର ଓଡ଼ିଶା ଭବନରେ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଆ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ପୂରଣ ପାଇଁ ସହଯୋଗ କାମନା କଲେ। ବୈଠକରେ ଉପସ୍ଥିତ ଥିଲେ ଦୁଇ…

କାଲି ବସିବ ରତ୍ନଭଣ୍ଡାର ଗୁରୁତ୍ୱପୂର୍ଣ୍ଣ ବୈଠକ, ଯାଞ୍ଚ ଓ ମରାମତି ନେଇ ହେବ ଆଲୋଚନା

ପୁରୀ: ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ୱ ନେଇ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଯୋଗଦେବେ ଏଏସ୍ଆଇ ଅଧିକାରୀ।…

କେନ୍ଦ୍ର ସରକାରଙ୍କ ବଜେଟ ଐତିହାସିକ, ଏନଡିଏ ସମୟରେ ବିକାଶ ଅଧିକ: ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: କେନ୍ଦ୍ର ବଜେଟକୁ ନେଇ ପ୍ରେସମିଟ୍ କଲେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା। କହିଲେ କେନ୍ଦ୍ର ସରକାରଙ୍କ ବଜେଟ ଐତିହାସିକ। ବଜେଟରେ ବିକଶିତ ଭାରତ ଲାଗି ରୋଡ୍ ମ୍ୟାପ ପ୍ରସ୍ତୁତ ହୋଇଛି। ୟୁପିଏଠୁ ଏନଡିଏ ସମୟରେ ଭାରତର ଅଧିକ ବିକାଶ ହୋଇଛି ବୋଲି କହିଛନ୍ତି ସାଂସଦ। ସାଂସଦ…

ମୋ ବସ୍‌ ଯାତ୍ରୀଙ୍କଠାରୁ ଲୁଟୁଥିଲେ ଛତିଶଗଡ଼ ମହିଳା ଲୁଟେରା, ୩ ଜଣଙ୍କୁ ବନ୍ଧିଲା ପୋଲିସ

ଭୁବନେଶ୍ୱର: ମୋ ବସ୍‌ରେ ମାତିଛନ୍ତି ମହିଳା ଲୁଟେରା। ସୁଯୋଗ ପାଇଁ ଯାତ୍ରୀଙ୍କଠାରୁ କରୁଛନ୍ତି ଲୁଟ୍। ଟିକିଏ ଅସାବଧାନ ହେଲେ ଲୁଟି ନେଇଯାଉଛନ୍ତି ଟଙ୍କା, ସୁନାଗହଣା । ଏଭଳି ଏକ ମହିଳା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭୁବନେଶ୍ୱରରେ ପୋଲିସ। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ।…

ବାରବାଟୀ ସଂପ୍ରସାରଣ ପ୍ରସଙ୍ଗ: କଟକ ମେୟରଙ୍କୁ ଓସିଏ ସଂପାଦକଙ୍କ ସମାଲୋଚନା

ଭୁବନେଶ୍ୱର: ବାରବାଟୀ ସଂପ୍ରସାରଣ ପ୍ରସଙ୍ଗରେ ଓସିଏ ସଂପାଦକଙ୍କ ଆସିଲା ପ୍ରତିକ୍ରିୟା। କଟକ ମେୟରଙ୍କୁ ଓସିଏ ସଂପାଦକ କଲେ ସମାଲୋଚନା। ଆଜି କଟକ ମେୟର ସୁବାସ ସିଂଙ୍କ ଉପରେ ବର୍ଷିଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା। ସୁବାସଙ୍କୁ ସମାଲୋଚନା କରି ସଞ୍ଜୟ କହିଛନ୍ତି ଯେ, କ୍ରିକେଟରେ ରାଜନୀତି…