Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଶ୍ୱ ସମସ୍ୟାର ସମାଧାନ ଓ ପ୍ରତିକାରର ସରଳ ଉପାୟ ପୁସ୍ତିକା ‘ସାଇ ଟ୍ରିବୁନ୍‌’ ଉନ୍ମୋଚିତ

ଭୁବନେଶ୍ଵର: ସାଇ ଇରନ୍ୟାସନାଲ୍ ସ୍କୁଲ୍ ଦ୍ୱାରା ଆୟୋଜିତ ପୂର୍ବ ଭାରତର ସର୍ବବୃହତ ମଡ଼େଲ୍ ୟୁନାଇଟେଡ଼୍ ନେସନ୍‌ସ୍ (ସାଇମୁନ୍‌)ର ଦ୍ୱାଦଶତମ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଛି । ସାଇମୁନ୍ ସମ୍ପୂର୍ଣ୍ଣ ଭାବେ ଏକ ଯୁବ ସମାବେଶ ଯେଉଁଥିରେ ବିଶ୍ୱର ପ୍ରମୁଖ ସମସ୍ୟା ସମାଧାନ ଓ ତନ୍ମମଧ୍ୟରେ…

ରେଢାଖୋଲରେ ଚାଞ୍ଚଲ୍ୟ, ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା

ସମ୍ବଲପୁର: ରେଢାଖୋଲରେ ଚାଞ୍ଚଲ୍ୟ । ବିଳମ୍ୱିତ ରାତିରେ ଘରେ ଶୋଇଥିବା ଦମ୍ପତ୍ତିଙ୍କୁ ବିଭତ୍ସ ହତ୍ୟା । ରେଢ଼ାଖୋଲ ଥାନା ଅନ୍ତର୍ଗତ ଘରେ ପାଣ୍ଡିରିଶିଳା ଗାଁରେ ଦମ୍ପତିଙ୍କୁ ଭୁଜାଲିରେ ହାଣି ହତ୍ୟା ଅଭିଯୋଗ ହୋଇଛି। ଉଭୟେ ସ୍ବାମୀ ସ୍ତ୍ରୀ ନିଜ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ…

ବଢୁଛି ଆତଙ୍କୀକ ଆତଙ୍କ, ଓଡିଶାରୁ ଜମ୍ମୁ ଯିବେ ବିଏସ୍ଏଫ୍ ଯବାନ

ଭୁବନେଶ୍ବର: ଦିନକୁ ଦିନ ଆତଙ୍କବାଦୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ସୀମା ସରହଦରେ ସେନାଙ୍କ ଉପରକୁ ଆକ୍ରମଣ ବଢିବାରେ ଲାଗିଛି । ତା ଉପରେ ପୁଣି ବର୍ଷା ଦିନ ହୋଇଥିବାରୁ ଦେଶରେ ଲଗାଣ ବର୍ଷା କାରଣରୁ ସୀମା ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଗୁଡିକରେ ଆତଙ୍କୀଙ୍କୁ ଚିହ୍ନଟ କରିବା ସେନାଙ୍କ ପକ୍ଷେ…

ହୀରାକୁଦ ଛାଡିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ରାଜ୍ୟରେ ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାମଧ୍ୟରେ ଆଜି ଖୋଲା ଯାଇଛି ହୀରାକୁଦ ଗେଟ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପାରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ହୀରାକୁଦ…

୩୧ ଯାଏଁ ପ୍ରବଳ ବର୍ଷା ସମ୍ଭାବନା: ଆଜି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଛି । ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ପ୍ରଭାବରେ ଆଉ ୪ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୪ ଘଣ୍ଟାରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି…

ଖାଦ୍ୟ ଥାଳିରେ ଭୁଟାନ ଆଳୁ !

ଭୁବନେଶ୍ବର: ରାଜ୍ୟରେ ଆଳୁ ଦର ଆକାଶ ଛୁଆଁ । ଗତ ୪-୫ ଦିନରେ ଆଳୁ କିଲୋ ପିଛା ୪୫ ରୁ ୫୦ ଟଙ୍କାରେ ବିକ୍ରି ହେଉଛି । ଅନ୍ୟ ପନିପରିବା ଦର ବଢିଥିବା ବେଳେ ଆଳୁ ଦର ବୃଦ୍ଧି ସାଧାରଣ ଖାଉଟିଙ୍କୁ ଭାରି ବାଧିଛି । ରାଜ୍ୟ ସରକାର ରାଜ୍ୟରେ ପର୍ଯ୍ୟାପ୍ତ ଆଳୁ ମହଜୁଦ ଅଛି ବୋଲି ଦାବି କରିଛନ୍ତି ।…

ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲା; ଫରେନ୍‌ସିକ୍‌ ଲ୍ୟାବ ପଠାଯିବ ମୋବାଇଲ

ଭୁବନେଶ୍ୱର: ଭୁବନେଶ୍ୱରରେ ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁ ମାମଲାରେ ବଢୁଛି ସସପେନ୍ସ। ମଧୁମିତାଙ୍କ ସ୍ବାମୀ ଶ୍ରୀଧରଙ୍କ ଆଉ କାହା ସହିତ ସମ୍ପର୍କ ଅଛି କି ନା ସେନେଇ ଖୋଳତାଡ ଜାରି ରହିଛି। ଏଥିପାଇଁ ଶ୍ରୀଧରଙ୍କ ଫୋନ୍‌ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯିବ ବୋଲି କମିଶନରେଟ୍‌…

କାହା ପାଇଁ ଓଡିଶାକୁ ଆସିଲା ଆଳୁ? ତେଜିଲା ରାଜନୀତି

ଭୁବନେଶ୍ବର: କାହା ପାଇଁ ଓଡିଶାକୁ ଆସିଲା ଆଳୁ? କାହା ହସ୍ତକ୍ଷେପ ପରେ ପଶ୍ଚିମବଙ୍ଗରୁ ଆସିଲା ଆଳୁ ଗାଡ଼ି ? ଆଳୁକୁ ନେଇ ତେଜିଲା ଶ୍ରେୟ ରାଜନୀତି । ଶାସକ, ବିରୋଧୀ ମୁହାଁମୁହିଁ । ବିଜେଡି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଛି ତ ଖାଦ୍ୟ ଯୋଗାଣ…

ଜୀବନକୁ ପାଣି ଛଡାଇ ନଈ ପାରି ହୋଇ ଡାକ୍ତରଖାନା ଗଲେ ଗର୍ଭବତୀ

ଢେଙ୍କାନାଳ: ଥମୁନି ଜନନୀ ଯନ୍ତ୍ରଣା । ତା ଉପରେ ପୁଣି ଦାଉ ସାଧୁଛି ଲଗାଣ ବର୍ଷା । ରାସ୍ତା ନଥିବାରୁ ଜୀବନକୁ ପାଣି ଛଡାଇ ଖଟିଆରେ ବୁହା ହୋଇ ଉଛୁଳା ନଈ ପାର ହେଲେ ଗର୍ଭବତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କରଡ଼ାବଣି ଗାଁରେ । ସେହି ଗାଁର ହରିହର…