Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାୟଗଡ଼ାରେ ଭୟାବହ ଅଗ୍ନିକାଣ୍ଡ ଘଟି ପିଭିସି ପାଇପ ପୋଡି ପାଉଁଶ

ରାୟଗଡା: କାଶୀପୁର ବ୍ଲକ୍ ଖୁରି ଗାଁରେ ଥିବା ଏକ ଗୋଦାମରେ ଶନିବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ବିପୁଳ ପରିମାଣର ପିଭିସି ପାଇପ ପୋଡି ପାଉଁଶ ହୋଇଯାଇଛି। ଏହି ଅଞ୍ଚଳରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ କିଣାଯାଇଥିବା ପାଇପ୍ଗୁଡ଼ିକ ନିଆଁ ଲାଗିବା ସମୟରେ ଏକ…

ଚିଲିକାରେ ୧୪ ବିଦେଶୀ ପକ୍ଷୀକୁ ବିଷ ଦେଇ ମାରିଦେଲେ,ଜଣେ ଗିରଫ

ଚିଲିକା: ଚିଲିକାରେ ୧୪ ବିଦେଶୀ ପକ୍ଷୀକୁ ବିଷ ଦେଇ ମାରିଦେଲେ ଶିକାରୀ । ବନବିଭାଗ ୧୪ଟି ବିଦେଶୀ ପକ୍ଷୀ ମୃତଦେହକୁ ଜବତ କରିଛି । ଏହି ଘଟଣାରେ ଜଣେ ଶିକାରୀକୁ ଗିରଫ କରାଯିବା ସହ ଗୋଟିଏ ସ୍କୁଟି ଓ ମୋବାଇଲ ଜବତ କରାଯାଇଛି । ଅନ୍ୟ ଦୁଇ ଜଣ ଶିକାରୀ ଫେରାର ହୋଇ ଥିବା ବନ ବିଭାଗ କହିଛି ।…

ଦୂରହେବ ଲୋ ଭୋଲ୍ଟେଜ ସମସ୍ୟା, ଅକ୍ଷୟ ଶକ୍ତିରୁ ଉତ୍ପାଦନ ହେବ ବିଦ୍ୟୁତ୍ 

ଭୁବନେଶ୍ବର: ରାଜ୍ୟରେ ଦୂରହେବ ଲୋ ଭୋଲ୍ଟେଜ ସମସ୍ୟା। ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ। ଏଥିସହ ଅକ୍ଷୟ ଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୩୦ ସୁଦ୍ଧା ୧୦ ହଜାର ମେଗାୱାଟ୍ ବିଦ୍ୟୁତ ଅକ୍ଷୟ ଶକ୍ତିରୁ ଉତ୍ପାଦନ କରିବା ପାଇଁ ଟାର୍ଗେଟ ରଖିଛି ଶକ୍ତି ବିଭାଗ। ଏନେଇ…

ବଜ୍ରକାପ୍ତା ଡିଲ୍ ଫେଲ୍, ୨ ଚାଲାଣକାରୀଙ୍କୁ ମାଡି ବସିଲା STF

ଭୁବନେଶ୍ୱର: ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡିବସିଲା STF । ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF । ବ୍ରହ୍ମପୁର-ରାୟଗଡା NH-୩୨୬ ଅଖୁସିଂଗି ଛକ ନିକଟରେ ଚଢ଼ାଉ କରି ୨ଅଭିଯୁକ୍ତଙ୍କୁ ଧରିଛି । ବଜ୍ରକାପ୍ତାକୁ ୫ ଲକ୍ଷରେ ବିକ୍ରି…

‘ବିକଶିତ ଭାରତ’ ପାଇଁ ସମସ୍ତେ ଗୋଟିଏ ପାଦ ଆଗକୁ ବଢାଇବାକୁ ଆହ୍ୱାନ ଦେଲେ କେନ୍ଦ୍ର ମନ୍ତ୍ରୀ 

ସମ୍ବଲପୁର: ସମସ୍ତଙ୍କୁ ସାଙ୍ଗରେ ନେଇ ଗାଁରୁ ପଞ୍ଚାୟତ, ବ୍ଲକ, ଜିଲ୍ଲା, ରାଜ୍ୟ ସହ ଦେଶକୁ ମଜଭୂତ୍ କରିବା । ଅମୃତକାଳର ଚାରିଟି ଅମୃତ ସ୍ତମ୍ଭ - ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବଙ୍କ ଶକ୍ତି ଭାରତକୁ ବିକଶିତ କରିବ । ମୋଦିଙ୍କ ଗ୍ୟାରେଣ୍ଟି ଜନତାଙ୍କ ଆସ୍ଥାଭାଜନ…

ପ୍ରହସନ ପାଲଟିଛି ହରିଶ୍ଚର୍ଯ୍ୟ ଯୋଜନା : ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ପ୍ରଶାସନ

ନୂଆପଡା: ଗରିବ ଲୋକଙ୍କୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରୁଛନ୍ତି । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି  । ହେଲେ ସରକାରୀ କର୍ମଚାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ବୈମାତୃକ ମନୋଭାବ…

ଖୋଲିବ ଜବତ କୋକେନର ରହସ୍ୟ : ତଦନ୍ତରେ ସହଯୋଗ ପାଇଁ ଆସିଲେ ଇଣ୍ଟରପ୍ରିଟର୍

ପାରାଦୀପ : ଜାହାଜରୁ କୋକେନ୍ ଜବତ ଘଟଣା । ତଦନ୍ତରେ ସହଯୋଗ ପାଇଁ ଆଜି ପାରାଦୀପରେ ପହଂଚିଛନ୍ତି ଟ୍ରାନ୍ସଲେଟର । ଭାଷାଗତ ସମସ୍ୟା ପାଇଁ ତଦନ୍ତ ଆଗେଇ ପାରୁନଥିଲା । ତେଣୁ  ଜାହାଜ କର୍ମଚାରୀଙ୍କ ଭାଷା ବୁଝିବା ପାଇଁ ଅନୁବାଦକଙ୍କର  ସହଯୋଗ ନିଆଯାଇଛି । ସୂଚନା ଅନୁସାରେ ନଭେମ୍ବର ୧ ତାରିଖରେ…

ପୁରୀ ଗସ୍ତ କରି ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ

ପୁରୀ : ଆଜି ପୁରୀ ଗସ୍ତ କରିଛନ୍ତି 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ  । ଭୋରରୁ ମହାପ୍ରଭୂଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କୁ ପଚାରି ବୁଝିଛନ୍ତି । ଶ୍ରୀଜଗନ୍ନାଥ ବଲ୍ଲଭ…

କେବେ ସରିବ ଧୀରଜଙ୍କ ‘ଧନ’ର ଗଣତି, ଆହୁରି ବାକି ଅଛି ୬-୭ ରୁମ୍ !

ଭୁବନେଶ୍ୱର: କ୍ରମାଗତ ଚତୁର୍ଥ ଦିନ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ପରିସରରେ ଆୟକର ବିଭାଗ ଚଢାଉ ଜାରି ରଖିଛି। ଓଡିଶା ଏବଂ ଝାଡଖଣ୍ଡର ଧୀରଜ ସାହୁଙ୍କ ବିଭିନ୍ନ ସ୍ଥାନରେ କରାଯାଇଥିବା ଏହି ଚଢାଉରେ ଏପର୍ଯ୍ୟନ୍ତ ୩୦୦ କୋଟି ଟଙ୍କା ନଗଦ ଟଙ୍କା ଜବତ କରାଯାଇଛି ଏବଂ ଏହା ବୃଦ୍ଧି…