Latest Odisha News

BREAKING NEWS

Browsing Category

ଓଡିଶା

Odisha

କୁସୁମା କଟେଜ୍‌କୁ ହାତକୁ ନେବ ଜିଲ୍ଲା ପ୍ରଶାସନ- ଜିଲ୍ଲାପାଳ

ଯାଜପୁର: ବହୁ ଚର୍ଚ୍ଚିତ କୁସୁମା କଟେଜ୍‌ ନେଇ ଜିଲ୍ଲାପାଳଙ୍କ ସୂଚନା । କୁସୁମା କଟେଜ୍‌କୁ ହାତକୁ ନେବ ଜିଲ୍ଲା ପ୍ରଶାସନ। ‘ପୌର ପାଳିକା ଜମିରେ କଟେଜ୍‌ ତିଆରି ହୋଇଛି ଏବଂ ସିଏସ୍‌ଆର୍‌ ପାଣ୍ଠିରେ ନିର୍ମାଣ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ସୂଚନା ଦେଉଛନ୍ତି ଯାଜପୁର ଜିଲ୍ଲାପାଳ।…

୯ରେ ନିଆଯିବ ନିଷ୍ପତି, ଡୁପ୍ଲିକେଟ ଚାବିରେ ନଖୋଲିଲେ ରତ୍ନଭଣ୍ଡାର ତାଲା ଭଙ୍ଗାଯିବ: ଜଷ୍ଟିସ ରଥ

ପୁରୀ: ଶେଷ ହେଇଛି ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ।ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ବସିଥିବା ନୂତନ ଭାବରେ ଗଠନ କରାଯାଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଶେଷ ହୋଇଛି। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିଥିଲା କମିଟିର ବୈଠକ । ବୈଠକ ପରେ ଗଣମାଧ୍ୟମକୁ…

ଗତ ବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ: ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ବର୍ଷା ଆରମ୍ଭରୁ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ। ଗତ ବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ଅଛି। ଗତ ବର୍ଷ ଏହି ସମୟ ସୁଦ୍ଧା ୨୨୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ସାରା ରାଜ୍ୟରେ ୩୮୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସର୍ବାଧିକ…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବୋଲଗଡର ଜଣେ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି। ବୋଲଗଡ ବ୍ଲକ ଗ୍ରାମ ପଞ୍ଚାୟତ ବୈଷୟିକ ସହାୟକ (JE) ଭାବରେ କାର୍ଯ୍ୟ କରୁଥିଲେ ନୃସିଂହ ନାଥ ପ୍ରଧାନ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ଖଙ୍ଗୁରିଆ ଗ୍ରାମ ପଞ୍ଚାୟତର…

ବିରୋଧୀଙ୍କ ଟାର୍ଗେଟ: କହିଲେ, ନବୀନଙ୍କ ଯୋଜନାରେ ରଙ୍ଗ ମାରି ଚଳିବ ବିଜେପି

ଭୁବନେଶ୍ବର: ସରକାର ବଦଳିବା ପରେ ପୂର୍ବ ସରକାରର ବିଭିନ୍ନ ସେବାର ରଙ୍ଗ ରୂପ ବଦଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ନୂଆ ସରକାର । ମୋ ସରକାର ଠାରୁ ଆରମ୍ଭ କରି ମୋ ବସ୍, ଲକ୍ଷ୍ମୀ ବସ୍, ସ୍କୁଲ ପୋଷାକର ରଙ୍ଗ, ସବୁ କିଛି ବଦଳାଇବା ପାଇଁ ନିଷ୍ପତ୍ତି ହୋଇଛି । ଏହି କ୍ରମରେ ଗତ କିଛି ଦିନ…

ଲକ୍ଷ୍ମୀ ବସର ରଙ୍ଗ ଓ ନାମ ବଦଳିକୁ ବିରୋଧ, ରାଜରାସ୍ତାକୁ ଓହ୍ଲାଇବ କହିଲା ବିଜେଡି

ଭୁବନେଶ୍ୱର: ନୂଆ ସରକାର ତତ୍କାଳୀନ ସରକାରର ଯୋଜନା ଗୁଡିକୁ ବନ୍ଦ କରିନାହାନ୍ତି। କିନ୍ତୁ କିଛି ଯୋଜନାର ନାମ ଏବଂ ରଙ୍ଗ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଏହାକୁ ବିରୋଧ କରିଛି ପୂର୍ବତନ ଶାସକ ଦଳ ତଥା ଏବେର ବିରୋଧୀ ଦଳ ବିଜୁ ଜନତା ଦଳ। ମୋହନ ସରକାରର ଏ ନିଷ୍ପତ୍ତିକୁ ବିରୋଧ…

ବିଜେ ହେଲା ଆଜ୍ଞାମାଳ, ସିଂହଦ୍ବାର ସମ୍ମୁଖରେ ମହାପ୍ରଭୁଙ୍କ ରଥ

ପୁରୀ: ଭାବବିହ୍ବଳ ସେବାୟତ । ଗଡିଲା ପ୍ରଭୁଙ୍କ ରଥ । ରବିବାର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଶନିବାର ପଟିଦିଅଁଙ୍କ ପାଖରୁ ଆଜ୍ଞାମାଳ ରଥଖଳାରେ ପ୍ରସ୍ତୁତ ତିନି ରଥରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ରଥ ଜଣଙ୍କ ପରେ ଜଣେ ସିଂହଦ୍ବାର ସମ୍ମୁଖ ଅଭିମୁଖେ ଗଡୁଛନ୍ତି । ପ୍ରଥମେ ମହାପ୍ରଭୁ…

ସଜେଇ ହୋଇଛି ରଥ ପଥ, ଆସନ୍ତାକାଲି ବଡଦାଣ୍ଡକୁ ଓହ୍ଲାଇବେ ମହାପ୍ରଭୁ

ପୁରୀ: ବଡ ଦାଣ୍ଡରେ ଏକାକାର ହେବେ ଭକ୍ତ ଓ ଜଗନ୍ନାଥ । ଆଉ ମାତ୍ର ଘଣ୍ଟା କେଇଟା । ମହାପ୍ରଭୁଙ୍କ ଆଗମନରେ ଧନ୍ୟ ହେବ ବଡଦାଣ୍ଡ । ଜନସମୁଦ୍ର ମହାପ୍ରଭୁଙ୍କୁ ରଥକୁ ପାଛୋଟି ନେବେ । ଭକ୍ତଙ୍କ ସଙ୍ଗେ ଝୁଲି ଝୁଲି ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ରଥ । ଏନେଇ ସରି ସରି ଆସିଲାଣି ସମସ୍ତ…

‘ରତ୍ନ ଭଣ୍ଡାର ପ୍ରସଙ୍ଗରେ କମିଟି ନିଷ୍ପତ୍ତି ହିଁ ଚୂଡାନ୍ତ ନିଷ୍ପତ୍ତି’

ପୁରୀ: ପୁରୀ ରତ୍ନ ଭଣ୍ଡାର ଖୋଲିବା ନେଇ ଏବେ ଜାରି ରହିଛି ଦ୍ବନ୍ଦ୍ବ । କେବେ ଖୋଲିବ, ଏହା ରଥଯାତ୍ରା ସମୟରେ ନା ଏହା ପରେ ଏନେଇ କୌଣସି ସ୍ପଷ୍ଟତା ମିଳିପାରିନାହିଁ । ସେପଟେ ରତ୍ନ ଭଣ୍ଡାର ଯାଞ୍ଚ ନେଇ ପୂର୍ବତନ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ନୂଆ କମିଟି ଗଠନ କରାଯାଇଛି । ଏହି…

ଘରେ ପଶିଗଲା ଟ୍ରକ, ଚାଲିଗଲା ଘରେ ଶୋଇଥିବା ବୃଦ୍ଧାଙ୍କ ଜୀବନ

ରାଇରଙ୍ଗପୁର: ଘରେ ଶୋଇଥିଲେ ବୃଦ୍ଧା, କାନ୍ଥ ଭାଙ୍ଗି ମାଡିଗଲା ଟ୍ରକ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ଦାଣ୍ଡବୋଷ୍ ଗାଁରେ । ଶନିବାର ଭୋରରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତେବେ ମୃତ ବୃଦ୍ଧାଙ୍କର ଘର ରାସ୍ତା କଡରେ ହୋଇଥିବା ବେଳେ ଆଜି…