Latest Odisha News

BREAKING NEWS

Browsing Category

ଓଡିଶା

Odisha

ଘରୋଇ ସ୍କୁଲର ୧୧ ଛାତ୍ରଛାତ୍ରୀ ଅସୁସ୍ଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ରାୟଗଡ଼ା: ରାୟଗଡା ସହର ଉପକଣ୍ଠ ବାରିଝୋଲା ସ୍ଥିତ ଚୈତନ୍ୟ ଟେକ୍ନୋ ସ୍କୁଲର ୧୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଦଶମ ଓ ଏକାଦଶ ଶ୍ରେଣୀର ବୋଲି ଜଣାପଡିଛି । ପ୍ରଥମେ ଜଣେ ଦଶମ ଶ୍ରେଣୀର ଛାତ୍ରୀ ବିଦ୍ୟାଳୟର ପ୍ରଥମ ମହଲାରୁ ପଡିଯାଇଥିଲେ । ସେ କେମିତି ପଡ଼ିଲେ…

ମହାନଦୀ ବ୍ରିଜ ତଳୁ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହର ମହାନଦୀ ବ୍ରିଜ ତଳୁ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ବୀରମହାରାଜପୁର ଥାନା କେଶଳପୁରା ଗାଁର ଲୋକନାଥ ନାଏକ ବୋଲି ଜଣା ପଡିଛି । ଲୋକନାଥ ଗତକାଲି ସନ୍ଧ୍ୟାରେ ଘରୁ ବାହାରି କୌଣସି ଏକ କାମରେ ଯାଇଥିବାବେଳେ, ଆଉ ଘରକୁ ଫେରି ନଥିଲେ । ତେବେ…

ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଦାବିରେ ବିଧାନସଭା ଆଗରେ ଅଭିନେତାଙ୍କ ଧାରଣା

ଭୁବନେଶ୍ଵର: ‘ପ୍ରଥା’ ଚଳଚ୍ଚିତ୍ରର ପୋଷ୍ଟର ଚିରିବା ପ୍ରତିବାଦରେ ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି ପ୍ରଯୋଜିକା ସନଲିସା ପଟେଲ । ପଶ୍ଚିମ ଓଡ଼ିଶା ଚଳଚ୍ଚିତ୍ର ବିବାଦ ଯୋଗୁଁ ସେ କ୍ଷତି ସହିଥିବାରୁ ଧାରଣା ଦେଇଛନ୍ତି ସନଲିସା । ୫ ଦଫା ଦାବି ନେଇ ସନଲିସାଙ୍କ ସହ ଅନ୍ୟାନ୍ୟ ଅଭିନେତା ମାନେ…

ଆଦିବାସୀ ଜମି ହସ୍ତାନ୍ତର ବିଲ ପ୍ରତ୍ୟାହାର ଦାବି କଲା ବିଜେପି; ରାଜ୍ୟପାଳଙ୍କୁ ଭେଟି ଦେଲା ସ୍ମାରକପତ୍ର

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ଗୃହକାର୍ଯ୍ୟ ଚାଲିପାରିନି । ଆଦିବାସୀ ଜମି ହସ୍ତାନ୍ତର ସଂକ୍ରାନ୍ତ କ୍ୟାବିନେଟ ନିଷ୍ପତ୍ତିକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଫଳରେ ଗୃହକାର୍ଯ୍ୟ ଚାଲିପାରି ନ ଥିଲା  ପ୍ଲା-କାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ୍ ଆଗରେ ପ୍ରତିବାଦ…

ଆସୁଛି ପିକନିକ ଋତୁ; ପ୍ଲାଷ୍ଟିକ ମୁକ୍ତ ହେବ ୧୦୦ଟି ପିକନିକ୍ ସ୍ପଟ୍

ଭୁବନେଶ୍ବର: ଆଗକୁ ଆସୁଛି ପିକନିକ ଋତୁ । ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳରେ ଜମିବ ପର୍ଯ୍ୟଟକଙ୍କ । କିନ୍ତୁ ସବୁ ପିକନିକସ୍ଥଳ ଗୁଡିକରେ ଜମି ରହିଛି କୁଢ କୁଢ ଆବର୍ଜନା । ଲୋକମାନେ ବୁଲିବାକୁ ଯାଇ ସେଠାରେ ରୋଷେଇ କରି ଦନା, ପାଣି ଗ୍ଲାସ, ପ୍ଲେଟ ଓ ପଲିଥିନ ଆଦି ବିଭିନ୍ନ ଆବର୍ଜନା ଏଠି ସେଠି…

ଆସ ବୁଲିଯିବା ଓଡିଶା: ଯୁବ ପିଢ଼ିଙ୍କ ପାଇଁ ପ୍ରଥମ ପସନ୍ଦ ସାଜିଛି ମଣିନାଗ ପାହାଡ

ନୟାଗଡ: ଆସିଛି ପର୍ଯ୍ୟଟନ ଋତୁ । ଶୀତଋତୁ ଆସୁ ଆସୁ ପର୍ଯ୍ୟଟନ କ୍ଷେତ୍ରରେ ଜମେ ପର୍ଯ୍ୟଟକଙ୍କ ଭିଡ । କର୍ମମୟ ଜୀବନରୁ ଟିକିଏ ଫୁରସତ୍ ପାଇବା ପାଇଁ ପ୍ରକୃତି କୋଳରେ ଏକ ବିଶେଷ ମୂହୁର୍ତ୍ତ ବିତେଇବାକୁ କାହିଁ କେତେ ଦୁରରୁ ଧାଇଁ ଆସନ୍ତି ପର୍ଯ୍ୟଟକ । ଧରଣୀ ରାଣୀ ସତେ ଯେପରି ବର୍ଷସାରା…

ଭିଜିଲାନ୍ସ ଜାଲରେ ଜିଆରଏସ ମ୍ୟାଡାମ୍, ଲାଞ୍ଚ ନେଲାବେଳେ ମାଡିବସିଲା ଟିମ୍

କଳାହାଣ୍ଡି: ମହଙ୍ଗା ପଡିଲା ଲାଞ୍ଚ ନେବା । ଭିଜିଲାନ୍ସ ହାତରେ ଧରାପଡିଲେ ଜିଆରଏସ ମ୍ୟାଡାମ୍ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଜିଆରଏସ ଶ୍ରୀମତି ମାରଗ୍ରେଟ ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ମନରେଗା କାମ ପାଇଁ ଜବ୍ କାର୍ଡ ହୋଲ୍ଡରଙ୍କ ଠାରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା…

ପୁରୀରୁ ପାତାଳି ଶ୍ରୀକ୍ଷେତ୍ରକୁ ଆସିଲା ସୁଭଦ୍ରାଙ୍କ ରଥ ଚକ

ସୁବର୍ଣ୍ଣପୁର :  ଶ୍ରୀକ୍ଷେତ୍ର ପୁରୀରୁ ଆସିଲା ଦେବୀ ସୁଭଦ୍ରାଙ୍କ ରଥ ଚକ। ଏହି ରଥ ଚକ ପାତାଳୀ କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇଠାରେ ରହିବ । କୋଟସମଲେଇ ପାତାଳୀ କ୍ଷେତ୍ର ରୁ ଯାଇଥିବା ତୁଳସୀ ଗାଡିରେ ଶ୍ରୀକ୍ଷେତ୍ର ପୁରୀରୁ ଦେବୀ ସୁଭଦ୍ରା ଙ୍କ ରଥରେ ଲାଗିଥିବା ଏକ ଚକ ଆସିଛି ।…

ଆସନ୍ତା ଡିସେମ୍ବର ୧ରେ କୋଣାର୍କ ମହୋତ୍ସବ, ଅନୁଷ୍ଠିତ ହେବ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ

ପୁରୀ: କୋଣାର୍କ ସୂର୍ଯ୍ୟମନ୍ଦିର ନିକଟ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ସବୁ ବର୍ଷ ପରି ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଚଳିତବର୍ଷ ଡିସେମ୍ବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ କୋଣାର୍କ ଉତ୍ସବ। ଏହାସହିତ ଚନ୍ଦ୍ରଭାଗା ବେଳାଭୂମିରେ ମଧ୍ୟ ଅନୁଷ୍ଠିତ ହେବ…

କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

କଟକ: କାହିଁ କେଉଁ କାଳରୁ ବାଲିଯାତ୍ରାର ଗୌରବମୟ ଇତିହାସ ରହିଆସିଛି । ବର୍ଷ ବର୍ଷ ଧରି ଚାଲିଆସୁଥିବା ଐତିହାସିକ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାକୁ ମିଳିଲା ନାହିଁ ଜାତୀୟ ମାନ୍ୟତା । ଏନେଇ ଚିଠି ଲେଖି ସ୍ପଷ୍ଟ କରିଛି କେନ୍ଦ୍ର ସଂସ୍କୃତି ବିଭାଗ  । ଯାହା ପରେ କଟକ ମେୟର ସୁବାସ ସିଂ ସୂଚନା…