Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅବକାରୀ ବିଭାଗର ଚଢ଼ାଉ, ବ୍ୟାପକ ମଦ ସହ ବୋତଲ ଓ ଠିପି ଜବତ

ବରଗଡ଼: ଅବକାରୀ ବିଭାଗ ପକ୍ଷରୁ କେନ୍ଦୁପାଲି ଗ୍ରାମରେ ଚଢ଼ାଉ କରି ଆଜି ବ୍ୟାପକ ମାତ୍ରାରେ ବେଆଇନ ମଦ ଜବଦ କରାଯାଇଥିବା ନେଇ ସୂଚନା ଦିଆଯାଇଛି। କେନ୍ଦୁପାଲି ଗ୍ରାମର ଏକ ପନିପରିବା କ୍ଷେତରେ ଅବସ୍ଥିତ ଏକ ଘରୁ ୨୦୭୫ ଗୋଟି ଇମ୍ପେରିଆଲ୍ ବ୍ଲୁ ବୋତଲର କ୍ୟାପ, ୧୬୭୫ ଗୋଟି ରୟାଲ୍ ଷ୍ଟେଜ୍ ବୋତଲ…

ଟ୍ରାଫିକ୍‌ ସିଗନାଲ ନିକଟରେ ଭିକ ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ: ବିଏମ୍‌ସି

ଭୁବନେଶ୍ବର: ଏବେ ଭୁବନେଶ୍ବରରେ ଟ୍ରାଫିକ୍‌ ସିଗନାଲ ନିକଟରେ ଆଉ ଭିକ ମାଗିପାରିବେ ନାହିଁ କୌଣସି ଭିକାରୀ । ଏନେଇ ଆଜି (ବୁଧବାର) କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) । ଅନେକ ସମୟରେ ରାଜଧାନୀର ବିଭିନ୍ନ ଟ୍ରାଫିକ ସିଗନାଲ ନିକଟରେ ପେନ, କଣ୍ଢେଇ, ବେଲୁନ, ଖାଦ୍ୟ…

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଦିନ ନିର୍ଘଣ୍ଟ, ଜାନୁଆରୀ ୧୫ରୁ ଆରମ୍ଭ

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଦୁଲୁକିବ ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ। ୧୧ଦିନ ଧରି ଚାଲିବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକେ ଏହି ନିଷ୍ପତ୍ତି ନିଆଯାଇଛି।…

ସୁଜାତା କାର୍ତ୍ତିକେୟନଙ୍କୁ ଭାଷା,ସାହିତ୍ୟ ଓ ସଂସ୍କୃତିର ଅତିରିକ୍ତ ଦାୟିତ୍ଵ

ଭୁବନେଶ୍ବର: ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ । ତାଙ୍କୁ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ…

କିଟ୍‍ କନଭେନସନରେ ୭୭ତମ ଆଇଆଇଏମ୍‍-ଏଟିଏମ୍‍ ମିଟ୍‍ ଉଦଘାଟିତ

ଭୁବନେଶ୍ୱର: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମେଟାଲ୍ସ ର ୭୭ତମ ବାର୍ଷିକ ବୈଷୟିକ ବୈଠକ ଏବଂ ନ୍ୟାସନାଲ ମେଟାଲର୍ଜିଷ୍ଟ ଆୱାର୍ଡସ୍ ଭୁବନେଶ୍ୱରସ୍ଥିତ କିଟ୍‍ କନଭେନସନ୍‍ ସେଣ୍ଟରଠାରେ ଆଜି ଉଦଘାଟିତ ହୋଇଛି । ଧାତବ ଶିଳ୍ପର ଏହି ଅଗ୍ରଣୀ କାର୍ଯ୍ୟକ୍ରମ ଚଳିତ ନଭେମ୍ବର ୨୨ ତାରିଖ ଆଜିର ଦିନରୁ ଆରମ୍ଭ…

ଆମାଜନ ବିକ୍ରି କରୁଛି ମହାପ୍ରଭୁଙ୍କ ନିର୍ମାଲ୍ୟ, ଥାନାରେ ଏତଲା ଦେଲେ ସେବାୟତ

ପୁରୀ: ଅନଲାଇନ ସପିଂ ଆପ୍ ଆମାଜନରେ ମିଳୁନି ମହାପ୍ରଭୁଙ୍କ ନିର୍ମାଲ୍ୟ, ତୁଳସୀ ଓ ଖଜା । ବିନା ଅନୁମତିରେ ଅନ୍‌ଲାଇନ୍‌ରେ ଏହି ସବୁ ସାମଗ୍ରୀ ବିକ୍ରି ହେଉଥିବା ନେଇ କମ୍ପାନୀ ନାଁ ରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ଛାମୁ ଖୁଣ୍ଟିଆ ନିଯୋଗର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ଏନେଇ ସେ…

ରାଧା ମୋହନ ସ୍ୱାଇଁଙ୍କ ବିୟୋଗରେ ପିସିସି ପକ୍ଷରୁ ଶୋକ ପ୍ରକାଶ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତ୍ରିରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟର ପୁରୁଣା କର୍ମଚାରୀ ରାଧା ମୋହନ ସ୍ୱାଇଁଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି…

ଝୁଲନ୍ତା ଅବସ୍ଥାରେ ମହିଳା କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

ବୌଦ୍ଧ: ସରକାରୀ କ୍ୱାଟର୍ସରୁ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ବୁଟୁପାଲି ଅଞ୍ଚଳରେ ଥିବା ପୋଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ, ତାଙ୍କ…

ଚନ୍ଦ୍ରଶେଖରପୁର ସ୍ଥିତ ପୁରୁଣା ଓମଫେଡ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଭୁବନେଶ୍ବର: ଆଜି (ବୁଧବାର) ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ପୁରୁଣା ଓମଫେଡ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଆଜି ଅପରାହ୍ନରେ ଓମଫେଡ୍…

ଅଡିଟ ସପ୍ତାହ ପାଳନ: ଅଡିଟ ରିପୋର୍ଟ ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଜନସାଧାରଣଙ୍କ ଭାଗିଦାରୀ ସମ୍ପର୍କରେ ସଚେତନତା ସୃଷ୍ଟି

ପୁରୀ: ଭାରତର ସାମ୍ବିଧାନିକ ସଂସ୍ଥା "ସିଏଜି" ଅନୁଷ୍ଠାନ ସ୍ଥାପନା ଉଦ୍ଦେଶ୍ୟ, କାର୍ଯ୍ୟଧାରା, ଅଡିଟ ରିପୋର୍ଟ ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଜନସାଧାରଣଙ୍କ ଭାଗିଦାରୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦେଶବ୍ୟାପୀ ବିଭିନ୍ନ ମହାଲେଖାକାର କାର୍ଯ୍ୟାଳୟରେ ନଭେମ୍ବର ୨୦ ତାରିଖରୁ ୨୪…